କହୁଛି ‘ମୋର ଭୁଲ ନାହିଁ, ତୁମେ ହାତ ଉଠେଇଲ ତୁମର ଭୁଲ, ଜଣଙ୍କ ପାଇଁ ଆଜି 5 ଜଣ ମରିଥାନ୍ତେ’ ରାସ୍ତା ଉପରେ ହାଇପ୍ରୋଫାଇଲ ଡ୍ରାମା, ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ ତେବେ ଆପଣ ମାନେ ଜାଣିଥିବେ କି ବର୍ତ୍ତମାନ ରାସ୍ତା ରେ ଦୁର୍ଘଟଣା ବହୁତ ବଢି ଗଲାଣି । କେତେ ବେଳେ କେଉଁ ମୁହୂର୍ତ୍ତରେ ଦୁର୍ଘଟଣା ହେଉଛି ତାହା କେହି ଜାଣି ପାରୁ ନାହାଁନ୍ତି । ଏହା ଛଡା ଆଜି କାଲି ଲୋକମାନେ ଟ୍ରାଫିକ ର ନିୟମ ମଧ୍ୟ ମାନୁ ନାହାନ୍ତି ଯାହା ଯୋଗୁଁ ଅନେକ ଦୁର୍ଘଟଣା ମଧ୍ୟ ହୋଇ ଯାଉଛି । ତେବେ ଏହି ଦୁର୍ଘଟଣା କୁ ଅଟକାଇବା ପାଇଁ ସରକାର ଅନେକ ନିୟମ ମଧ୍ୟ କରିଛନ୍ତି ।

ହେଲମେଟ ପିନ୍ଧିବା ,ଲାଇସେନ୍ସ ରଖିବା ଏବଂ ଗାଡି କୁ ନିୟନ୍ତ୍ରଣ ରେ ରଖିବା, ମଅଦ୍ୟପାନ କରି ଗାଡି ନ ଚଳାଇବା ଆଦି ଅନେକ କିନ୍ତୁ କିଛି ଲୋକ ଏହାକୁ ବେଖାତିର କରି ଏଡାଇ ଦେଉଛନ୍ତି ଏବଂ ନିୟମ ନ ମାନି ରାସ୍ତାରେ ଯିବା ଆସିବା କରୁଛନ୍ତି ଯାହାଯୋଗୁଁ ନିଜେ ଅସୁବିଧା ରେ ପଡିବା ସହ ଅନ୍ୟ ମାନଂକୁ ମଧ୍ୟ ହଇରାଣ କରୁଛନ୍ତି । ତେବେ ଆଜି ମଧ୍ୟ କିଛି ଏହି ଭଳି ଘଟଣା ଦେଖିବାକୁ ମିଳିଛି । ଟ୍ରାଫିକ ରେ ଜଣେ ମହିଳା ଏବଂ ଜଣେ ପୁରୁଷ ଙ୍କ ଭିତରେ ଝଗଡା ହେଉଥିବାର ଦେଖିବାକୁ ମିଳୁଛି ।

ତେବେ ଘଟଣା ଟି କିଛି ଏଭଳି କି ଜଣେ ମହିଳା ଟ୍ରାଫିକ ସିଗନାଲ ପାଖରେ ହଳଦିଆ ଲାଇଟ ଦେଖାଇବା ସମୟରେ ତାଙ୍କ ଆଗକୁ ଜଣେ ବ୍ୟକ୍ତି ଗାଡି ନେଇ ଆସିଗଲା ତେବେ ସେ ମହିଳାଙ୍କ କହିବା ଅନୁସାରେ ସେ ଗାଡି କୁ ନିୟନ୍ତ୍ରଣ କରିବା ପାଇଁ ଚେଷ୍ଟା କରିଥିଲେ କିନ୍ତୁ ପଛକୁ ଗାଡି ଥିବାରୁ ସେ ନେଇ ପାରି ନଥିଲେ ଏବଂ ଏହି ଗୋଟିଏ ବ୍ୟକ୍ତି ଙ୍କ ଯୋଗୁଁ ଆଉ ପାଞ୍ଚ ଜଣଙ୍କ ଦୁର୍ଘଟଣା ହୋଇ ଥାଆନ୍ତା ଏବଂ ମୁଁ ହାତ ଉଠାଇବାରୁ ସେ କହୁଛି ଏଇଟା ମୋ ଦୋଷ ।

ଏହା କଣ ତା ବାପା ରାସ୍ତା ତାକୁ ଉଚିତ ଦଣ୍ଡ ମିଳିବା ଆବଶ୍ୟକ । ତେବେ ସେହି ବ୍ୟକ୍ତି ଜଣଙ୍କ କହିବା ହିସାବରେ ଯେ ମୁଁ ସିଗନାଲ ରେ ଗାଡି ଆଗକୁ ନେଇ ଯାଉଥିଲି ଏବଂ ଗ୍ରୀନ ଲାଇଟ ନ ଦେଖାଇବା ପୂର୍ବରୁ ହିଁ ସେ ମହିଳା ଜଣଙ୍କ ନିଜ ଗାଡି ନେଇ ଆସିଲେ ଏବଂ ଓଲଟା ମୋ ଉପରେ ହାତ ମଧ୍ୟ ଉଠେଇଛନ୍ତି ମୋତେ ମାରିଛନ୍ତି ଏବଂ ଗାଳି ମଧ୍ୟ କରୁଛନ୍ତି ।


ତେବେ ସେ ଗ୍ରୀନ ଲାଇଟ ଦେଖାଇବା ପରେ କଣ ପାଇଁ ଗଲେ ନାହିଁ । ତେବେ ସେହି ବ୍ୟକ୍ତି ଙ୍କୁ ଲାଇସେନ୍ସ ଅଛି କି ନାହିଁ ପଚାରିବାରୁ ସେ ମନା କରିଥିଲେ । ତେବେ ସେଠାରେ ଉପସ୍ଥିତ ଟ୍ରାଫିକ ପୋଲିସ ଦୁଇ ଜଣଙ୍କୁ ଅଟକ ରଖିଥିଲେ ଏବଂ ଏହା ଉପରେ ନିଜର କାର୍ଯ୍ୟ ଆରମ୍ଭ କରିଥିଲେ । ତେବେ ଏହାକୁ ନେଇ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ । ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।

Leave a Reply

Your email address will not be published. Required fields are marked *