ତିନି ବର୍ଷର କଅଁଳା ପିଲାଟିଏ ସେ ମାଆ ସ୍ନେହ ଛଡା ଆଉ କଣ ବା ଜାଣିଥିବ ଦୁନିଆରେ ତା ଆଖି ଆଗରେ ତା ମାଆ ଅନ୍ୟ ପୁରୁଷ ସହ ଖରାପ ସମ୍ପର୍କ ରଖିଲା । ସେ କିଛି ବୁଝୁ ବା ନ ବୁଝୁ ତା ମନରେ ପାପ ଛୁଇଁଲା । କାଳେ ଏ କୁନି ପିଲାଟି କାହା ଆଗରେ କଣ କହିଦେବ ମାଆର ଅସଲ ମୁଖା ପଦାରେ ପଡିଯିବ । ଶେଷରେ ପ୍ରେମ ପାଇଁ ପାଗେଳି ହୋଇଥିବା ମାଆ ରାକ୍ଷାସୀ ପାଲଟି ଗଲା । ଅନ୍ତ ଫାଡି ଜନ୍ମ ଦେଇ ଥିବା ଛୁଆକୁ କଚଆଡି କଚଆଡି ମଆରିଦେଲା ।
ସେତିକିରେ ମନ ବୁଝିଲାନି ଯେ, ସେ ନିଜ ଛୁଆକୁ ନେଇ ମାଟିରେ ପୋତି ଦେଲା । ହଁ ଦର୍ଶକ ବନ୍ଧୁ କୁହାଯାଉଛି ମାଆର ସବୁ କଥା କାଳେ ପୁଅ ନିତ ଦେଖୁଥିଲା । ଆଉ କୁଆଡେ ପୁଅ ବଡ ହେଲାଣି ଆଉ ସମସ୍ତଙ୍କୁ କହିଦେବ ବୋଲି ପୁଅ ଏମିତି ଏକ ନିଷ୍ପତ୍ତି ନେଇଗଲା । ବନ୍ଧୁଗଣ ଏବେ ଦୁନିଆ ବହୁତ ବଦଳି ଗଲାଣି । କେଉଁଠି ପିଲା ସ୍ଵାମୀକୁ ଛାଡି ସ୍ତ୍ରୀ ପର ପୁରୁଷ ସହ ଚାଲି ଯାଉଛି ତ ଆଉ କେଉଁଠି ନିଜ ଛୁଆ ପିଲା ସ୍ତ୍ରୀକୁ ଛାଡି ସ୍ଵାମୀ ପର ସ୍ତ୍ରୀକୁ ନେଇ ଚାଲି ଯାଉଛି ।
ନୀତି ଏଭଳି ଘଟଣା ସାମ୍ନାକୁ ଆସୁଛି ଆଉ ଆଜି ଆମେ ଯେଉଁ ଘଟଣା ବିଷୟରେ ଆପଣ ମାନଙ୍କୁ କହୁଛୁ ଆପଣ ମାନେ କେବେ ଚିନ୍ତା ବି କରି ନଥିବେ । ଟିକେ ପ୍ରେମ ପାଇବା ପାଇଁ ମାଆ କଣ ତା ପ୍ରେମିକ ସହ ମିଶି ଏମିତି କାମ କରିପାରେ । ତାହା କେବେ ବିଶ୍ଵାସ କରି ହେଉନି । ମାଆ ନିଜ ପ୍ରେମକୁ ପାଇବା ପାଇଁ ପ୍ରେମିକ ସହ ମିଶିବା ପାଇଁ ରାସ୍ତାରେ କଣ୍ଟା ସାଜି ଥିବା ପୁଅକୁ ସବୁଦିନ ପାଇଁ ରାସ୍ତାରୁ ହଟେଇ ଦେଲା ।
ଆଉ ଶେଷରେ ନିଜ ମମତା ଭୁଲି ମହିଳା ଜଣଙ୍କ ପ୍ରେମିକ ସହ ମିଶି ତିନି ବର୍ଷର ପୁଅକୁ ହତୟଆ କରିଛି । ଏମିତି ଏକ ଅଭାବିନୀ ଘଟଣା ଘଟିଛି କେନ୍ଦ୍ରପଡା ଜିଲ୍ଲା ପଟାମୁଣ୍ଡେଇ ଥାନା ଅନ୍ତର୍ଗତ ମାଟିଆ ପଡା ଗାଁରେ । ସସ୍ମିତା ନାଥ ନାମକ ଜଣେ ମହିଳା ମାଟିଆ ପଡା ଗାଁର ସୁକାନ୍ତ ନାଥ ନାମକ ବ୍ୟକ୍ତିଙ୍କୁ ବିବାହ କରିଥିଲେ । ମହିଳାଙ୍କର ତିନୋଟି ସନ୍ତାନ ଅଛନ୍ତି ।
ସ୍ଵାମୀ ବାହାରେ କାମ କରୁଥିଲେ ଆଉ ମହିଳା ଜଣକ ତାଙ୍କ ପିଲାର ଟ୍ୟୁସନ ମାଷ୍ଟରଙ୍କୁ ପ୍ରେମ କରୁଥିଲେ । ସେହି ଟ୍ୟୁସନ ମାଷ୍ଟରର ନାମ ହେଉଛି ଲକ୍ଷ୍ମୀଧର । ତେବେ ଉଭୟଙ୍କ ପ୍ରେମର 3 ବର୍ଷର ଛୁଆ ବାଧକ ସାଯିବାରୁ ଲକ୍ଷ୍ମୀଧର ସେହି ଛୁଆକୁ କଚଆଡି କଚଆଡି ହତୟଆ କରିଛନ୍ତି ଆଉ ତାଙ୍କୁ ସାଥ ଦେଇଛନ୍ତି ସସ୍ମିତା । ତା ହେଲେ ବନ୍ଧୁଗଣ ଏହି ଘଟଣା ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।