ବନ୍ଧୁଗଣ ଆପଣ ମାନେ ସମସ୍ତେ ଆମ ଯାତ୍ରା ଜଗତରେ ଅଭିନୟ କରୁଥିବା ଦିଗଜ ଅଭିନେତ୍ରୀ ରାଣୀ ପଣ୍ଡାଙ୍କୁ ନିଶ୍ଚୟ ଜାଣିଥିବେ । ଯାତ୍ରା ଜଗତରେ ରାଣୀ ସୁନାମ ଅର୍ଜନ କରିଛନ୍ତି ଆଉ ତାଙ୍କ ଲୋକପ୍ରିୟତା ବି ବହୁତ ଅଧିକ ରହିଛି । ତେବେ ବନ୍ଧୁଗଣ ନିଜ ପର୍ଶନାଲ ଲାଇଫ ଆଉ ଅନେକ ବିବାଦ ପାଇଁ ରାଣୀ ଚର୍ଚ୍ଚାରେ ରୁହନ୍ତି । ରାଣୀ ଅନେକ ଥର ଗଣମାଧ୍ୟମ ସାମ୍ନାକୁ ଆସି ବଡ ବଡ ବୟାନ ଦିଅନ୍ତି ।
ତେବେ ଠିକ ସେହି ଭଳି ଗତ କିଛି ସମୟ ହେବ ରାଣୀ ଗଣମାଧ୍ୟମ ସାମ୍ନାକୁ ଆସି ଏକ ବଡ ବୟାନ ଦେଇଛନ୍ତ । ରାଣୀଙ୍କ ଏହି ବୟାନ ବିଷୟରେ ଜାଣିଲେ ଆପଣ ମାନେ ନିଶ୍ଚୟ ଆଶ୍ଚର୍ଯ୍ୟ ହେବେ ଆଉ ଆଜି ଆମେ ଆପଣ ମାନଙ୍କୁ ଏହା ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହା ବିଷୟରେ । ରାଣୀ ନିଜ ବୟାନରେ କହିଛନ୍ତି-‘ଖଣ୍ଡଗିରୀରେ ମୋତେ ଆଉ ମୋ ପାର୍ଟିକୁ ବ୍ୟାନ କରି ଦେଇଛନ୍ତି ।
ମୁଁ ଚାହୁଁଛି ଖଣ୍ଡଗିରୀ ବହୁତ ବଡ ଜାଗା ଯେତେ ଯାତ୍ରା ସେଇଠି ପଡେ ବହୁତ ଅଧିକ ଲୋକ ଆସନ୍ତି । ତେଣୁ ମୁଁ ଚାହିଁବି ଯେ, ସେହି ଜାଗାରେ ସବୁ ଦର୍ଶକ ଆସି ରାଣୀ ପଣ୍ଡାଙ୍କ ଲାଇଫ ଷ୍ଟୋରି ଦେଖି ଯାଅନ୍ତୁ । ସେଥିରେ ମୁଁ ଅଭିନୟ କରୁଛି ତେଣୁ ମୋ ଅଭିନୟ ଦେଖିବାକୁ ନିଶ୍ଚୟ ଆସନ୍ତୁ । ତା ପରେ ବି ଯଦି ଯାତ୍ରା ସ୍ଵର୍ଣ୍ଣ ମନ୍ଦିରକୁ ରାଣୀ ପଣ୍ଡାକୁ ଖଣ୍ଡଗିରୀ ମନା ତା ହେଲେ ଆଗ ଖୋଲିବି ଆଉ ।
ପଛ ପଟ ତ ଖୋଲି ଥିଲି ଏଥର ଆଗ ଖୋଲିବି ଟ୍ରାଫିକ ଜ୍ୟାମ ହେବ । କଣ ହେବ ସେଇଟା ମୁଁ କହିବିନି ସମ୍ଭାଳି ପାରିବାର ଅଛି ପରେ ମୋତେ ଆଉ ଦୋଷ ଦେବନି । ମୁଁ କାହାକୁ ଭୟ କରୁନି ମୁଁ କାହାର ଧାରିଛି, କାହାର ଖାଇଛି , କାହାର ନେଇଛି ତେଣୁ ମୁଁ କାହାକୁ ଭୟ କରିବାର ନାହିଁ । ଏ ଯାତ୍ରାର ନାମ ହେଉଛି ଘୋଡା ହାତୀ ଗଣ୍ଡାକୁ ଗଣ୍ଡା ଏକା ଲଢିବ ରାଣୀ ପଣ୍ଡା ଏ ସମାଜ ଗୋଟେ ଆଡେ ଏ ଇଣ୍ଡଷ୍ଟ୍ରି ଗୋଟେ ଆଡେ ଆଉ ରାଣୀ ପଣ୍ଡା ଅଲଗା ଆଡେ ।
ଯଦି ସେଇଠି କହିବେ ରାଣୀ ପଣ୍ଡାକୁ ଖଣ୍ଡଗିରୀ ମନା ତା ହେଲେ ପୋଲିସ ଦେଖିବ ପ୍ରଶାସନ ଦେଖିବ ଯାତ୍ରା ଜଗତ ଦେଖିବ ଓଡିଶାବାସୀ ଦେଖିବେ’ । ତା ହେଲେ ବନ୍ଧୁଗଣ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।