ପ୍ରବଳ ବର୍ଷାରେ ଭାଙ୍ଗିଲା Bhubaneswar ର ପୂଜା ମଣ୍ଡପ ତୋରଣ, ଦେଖନ୍ତୁ Live ଭିଡିଓ

ଦର୍ଶକ ବନ୍ଧୁ ଗତ କିଛି ସମୟ ହେବ ସୋସିଆଲ ମିଡିଆରେ ଏକ ଭିଡିଓ ବହୁତ ମାତ୍ରାରେ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓକୁ ନେଇ ସାରା ଓଡିଶାରେ ଚର୍ଚ୍ଚା ଜୋର ଧରିଛି । ଆଜି ଆମେ ଆପଣ ମାନଙ୍କୁ ଏହି ଘଟଣା ବିଷୟରେ କହିବାକୁ ଯାଉଛୁ । ବନ୍ଧୁଗଣ ଆଜି ହେଉଛି ନବମୀ ଆଉ ଆଜି ରାଜ୍ୟରେ ପ୍ରବଳ ବର୍ଷା ଲାଗି ରହିଛି । ତେବେ ଏହି ପ୍ରବଳ ବର୍ଷାରେ ଭାଙ୍ଗି ଯାଇଛି ଡମଣା ପୂଜା ମଣ୍ଡପ ତୋରଣ ।

ରାସ୍ତା ଉପରେ ଧନ୍ସି ହୋଇଗଲା ପୂଜା ମଣ୍ଡପ ଗେଟ । ତେବେ ରାସ୍ତା ଉପରେ ଗେଟ ପଡି ଯିବାରୁ ଯାତାୟାତରେ ବାଧା ସୃଷ୍ଟି ହୋଇଛି । ତେବେ ବନ୍ଧୁଗଣ ପ୍ରଶାସନ ପକ୍ଷରୁ ଏବେ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଛି । ତେବେ ବନ୍ଧୁଗଣ ଏହି ଘଟଣାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ପଟିଆ ନିକଟେ ହୋଇଥିବା ପୂଜା ମଣ୍ଡପର ଗେଟଟି ରାସ୍ତା ଉପରେ ପଡି ଯାଇଛି ।

ଆଜି ପ୍ରବଳ ବର୍ଷା ହେବା କାରଣରୁ ମାଟି ଦୁର୍ବଳ ହୋଇଯାଇଥିଲା ଯାହାଫଳରେ ଗେଟଟି ଭାଙ୍ଗି ଯାଇଥିଲା । ଗେଟଟି ଭୁସୁଡି ପଡି ଥିବାର ଦୃଶ୍ୟ ଆପଣ ମାନେ ଏହି ଭିଡିଓରେ ଦେଖି ପାରୁଥିବେ । ବନ୍ଧୁଗଣ ଗୋଟେ ପଟେ ଆଜି ହେଉଛି ମାଆଙ୍କର ମହା ନବନୀ ଆଉ ସମସ୍ତ ଲୋକ ଏ ବର୍ଷ ଅତି ଧୁମଧାମର ସହ ଦଶହରା ପର୍ବ ପାଳନ କରୁଛନ୍ତି । ଦୀର୍ଘ ଦୁଇ ବର୍ଷ ହେବ ଦେଶରେ କୌଣସି ପୂଜା ପର୍ବାଣି ପାଳନ ହୋଇ ନଥିଲା ।

ଦେଶରେ କରୋନା ସଂକ୍ରମଣ ବୃଦ୍ଧି ହେତୁ ସରକାର ଲକଡାଉନ କରିଦେଇଥିଲେ । ତେଣୁ ଏ ବର୍ଷ ଅତି ଧୁମଧାମର ସହ ସମସ୍ତେ ଦଶହରା ପର୍ବ ପାଳନ କରିଛନ୍ତି । ହେଲେ ବନ୍ଧୁଗଣ ଆଜି ମହା ନବମୀରେ ପ୍ରବଳ ବର୍ଷା ହେତୁ ଏଭଳି ଏକ ଅଘଟଣ ଘଟି ଯାଇଛି । ମିଡିଆ ରିପୋର୍ଟସ ଅନୁସାରେ ଡମଣା ପୂଜା ଗେଟଟି ଭାଙ୍ଗିବା ଫଳରେ କାହାର କୌଣସି କ୍ଷୟ କ୍ଷତି ହୋଇ ନାହିଁ ।

ହେଲେ ରାସ୍ତା ଉପରେ ଗେଟଟି ଭାଙ୍ଗି ଯିବା କାରଣରୁ ରାସ୍ତା ଜ୍ୟାମ ହେଇଯାଇଛି ଆଉ ଲୋକ ମାନଙ୍କର ଯାତାୟାତରେ ବାଧା ସୃଷ୍ଟି ହୋଇଛି । ତା ହେଲେ ବନ୍ଧୁଗଣ ବର୍ତ୍ତମାନ ଏହି ଘଟଣାକୁ ନେଇ ସାରା ଓଡିଶାରେ ଚର୍ଚ୍ଚା ଜୋର ଧରିଛି । ଆଉ ଅନେକ ଲୋକ ଏହି ଘଟଣା ବିଷୟରେ ଜାଣି ଦୁଃଖ ପ୍ରକାଶ କରିଛନ୍ତି । ତେବେ ଏହି ଘଟଣା ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *