ହିରୋଇନ Prakruti Mishra ଓ Bhumika ଙ୍କ ଡ୍ୟାନ୍ସ ଦେଖିଲେ ହସି ହସି ଗଡିବେ ଆପଣ, ଦେଖନ୍ତୁ Video

ବନ୍ଧୁଗଣ, ଓଡିଆ ଇଣ୍ଡଷ୍ଟ୍ରୀ ରେ କିଛି ଏଭଳି ତରକା ମାନେ ରହିଛନ୍ତି ଯେଉଁମାନେ କି ଅଭିନୟ କରି ସଫଳ ହେବା ସହିତ ଅନେକ ଦର୍ଶକ ତଥା ଫ୍ୟାନ୍ସ ମାନଙ୍କ ହୃଦୟରେ ନିଜର ଏକ ସ୍ଵତନ୍ତ୍ର ସ୍ଥାନ ବନାଇ ପାରିଛନ୍ତି । ତେବେ ଆଜି ଆମ୍ଭେ ଅଭିନେତ୍ରୀ ପ୍ରକୃତି ମିଶ୍ର ଏବଂ ଅଭିନେତ୍ରୀ ଭୂମିକା ଙ୍କ ସମ୍ବନ୍ଧରେ କିଛି ବିଶେଷ କଥା କହିବାକୁ ଯାଉଅଛୁ । ଆପଣ ମାନେ ସମସ୍ତେ ପ୍ରକୃତି ମିଶ୍ର ଙ୍କୁ ନିଶ୍ଚିତ ଭାବରେ ଜାଣିଥିବେ । ତାଙ୍କ ଜନ୍ମ ମାର୍ଚ୍ଚ ୩ ୧୯୯୫ ମସିହାରେ ହୋଇଥିଲା ।

ତାଙ୍କ ଜନ୍ମ ସ୍ଥାନ ଭୁବନେଶ୍ବର ଅଟେ । ବାପା ଙ୍କ ନାମ ମନ୍ମଥ ମିଶ୍ର ଏବଂ ମା’ ଙ୍କ ନାମ କୃଷ୍ଣପ୍ରିୟା ମିଶ୍ର ଅଟେ । ମନ୍ମଥ ମିଶ୍ର ଜଣେ ଉଚ୍ଚ କୋଟିର ଗାୟକ ଅଟନ୍ତି । ରମାଦେବୀ ବିଶ୍ଵ ମହିଳା ବିଦ୍ୟାଳୟ ରେ ପ୍ରକୃତି ନିଜର କଲେଜ ଶିକ୍ଷା ଶେଷ କରିଥିଲେ । ପିଲାଦିନୁ ହିଁ ପ୍ରକୃତି ଚାଇଲ୍ଡ ଆର୍ଟିଷ୍ଟ ଭାବରେ କାମ କରି ଆସିଛନ୍ତି । ସେ ୨୦ ରୁ ଉର୍ଦ୍ଧ ଚଳଚିତ୍ର ରେ ଅଭିନୟ କରିସାରିଛନ୍ତି ।

ସେହିଭଳି ଭୂମିକା ଙ୍କ ଜନ୍ମ ୨୨ ଜାନୁଆରୀ ୨୦୦୩ ରେ ହୋଇଥିଲା ।   ସେ ଜଣେ ଅଭିନେତ୍ରୀ ସହିତ କ୍ଲାସିକାଲ ଡ୍ୟାନ୍ସର ମଧ୍ୟ ଅଟନ୍ତି । ତାଙ୍କର ପ୍ରଥମ ଓଡିଆ ଚଳଚିତ୍ର ଥିଲା ରୁମୁକୁ ଝୁମାନା । ତେବେ ବର୍ତ୍ତମାନ ପର୍ଯ୍ୟନ୍ତ ଭୂମିକା ଅନେକ ଦର୍ଶକଙ୍କ ହୃଦୟରେ ନିଜର ଅଭିନୟ ଦ୍ଵାରା ଜାଗା ବନାଇ ସାରିଛନ୍ତି । ଏହି ଦୁଇ ଅଭିନେତ୍ରୀ ବର୍ତ୍ତମାନ ସୋସିଆଲ ମିଡିଆ ରେ ଏକ ଭିଡିଓ କରି ଛାଡିଛନ୍ତି ଯାହା ବର୍ତ୍ତମାନ ବହୁଳ ଭାବରେ ଭାଇରାଲ ହେବାରେ ଲାଗିଛି ।

ଏହି ଭିଡିଓ ରେ ପ୍ରକୃତି ଏବଂ ଭୂମିକା ଏଭଳି ଭାବରେ ଡ୍ୟାନ୍ସ କରିଛନ୍ତି ଯାହା ଦେଖି ତାଙ୍କ ଫ୍ୟାନ୍ସ ମାନେ ବହୁତ ପ୍ରଶଂସା କରିଛନ୍ତି । ସୁଟିଙ୍ଗ ଚାଲୁଥିବା ସମୟରେ ପ୍ରକୃତି ଏବଂ ଭୂମିକା ଖୁବ ମସ୍ତି କରିଛନ୍ତି । ନିଜ କାମ ରେ କୌଣସି ପ୍ରକାର ର ତ୍ରୁଟି ଛାଡି ନଥାନ୍ତି ଏହି ଦୁଇ ଅଭିନେତ୍ରୀ । ଏଣୁ ବୋଧ ହୁଏ ଦର୍ଶକେ ଏମାନଙ୍କୁ ଦେଖିବାକୁ ବହୁତ ପସନ୍ଦ କରିଥାନ୍ତି ।

ନିଜ ବନ୍ଧୁ ଙ୍କ ପାର୍ଟି ରେ ମଧ୍ୟ ଭୂମିକା ଚମତ୍କାରୀ ଡ୍ୟାନ୍ସ କରୁଥିବାର ନଜର ଆସିଛନ୍ତି । ଏହି ଅଭିନେତ୍ରୀ ଦୁଇ ଆଗାମୀ ଭବିଷ୍ୟତ ରେ ସଫଳ ତଥା ଉନ୍ନତି ହାସଲ କରନ୍ତୁ ବୋଲି ଆମ୍ଭ ତରଫରୁ ତାଙ୍କୁ ଶୁଭକାମନା । ତେବେ ଏହାକୁ ନେଇ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ । ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।

Leave a Reply

Your email address will not be published. Required fields are marked *