ପ୍ଲସ ସାଇଜ ଫିଗର ହେଇ ମଧ୍ୟ ଦର୍ଶକଙ୍କ ହୃଦୟରେ ରାଜ କରନ୍ତି TV ଇଣ୍ଡଷ୍ଟ୍ରିର ଏହି 6 Actress, ନମ୍ବର 1 ଙ୍କର ତ ଅଛନ୍ତି ଲକ୍ଷ ଲକ୍ଷ ଫ୍ୟାନ୍ସ ଫଲୋଇଙ୍ଗ

ନମସ୍କାର ବନ୍ଧୁଗଣ ତେବେ ଆପଣ ମାନେ ତ ନିଶ୍ଚିତ ଭାବରେ ଜାଣିଥିବେ କି ଗ୍ଲାମର ଦୁନିଆରେ କଳାକାର ଙ୍କ ସୁନ୍ଦର ଚେହେରା ଓ ଅଭିନୟ ଛଡା ତାଙ୍କ ସ୍ୱାସ୍ଥ୍ୟ କିପରି ଫିଟ ରହିବ ସେ ବିଷୟରେ ମଧ୍ୟ ଅଧିକ ଧ୍ୟାନ ଦିଆଯାଏ । କିନ୍ତୁ ଛୋଟ ପରଦାରେ ଏଭଳି କିଛି ଅଭିନେତ୍ରୀ ମାନେ ଅଛନ୍ତି ଯିଏ ପ୍ଲସ ସାଇଜ ହେଲେ ମଧ୍ୟ ହିଟ ଓ ଲୋକ ମାନଙ୍କ ର ପସନ୍ଦ ହୋଇ ପାରିଛନ୍ତି । ଏବଂ ଆଜି ଆମେ ସେହି ଅଭିନେତ୍ରୀ ମାନଙ୍କ ବିଷୟରେ ଆଲୋଚନା କରିବା ଯିଏ ନିଜର ଭାରି ଫିଗର ସହ ମଧ୍ୟ ହିଟ ହୋଇ ପାରିଛନ୍ତି । ଚାଲନ୍ତୁ ଜାଣିନେବା।

୧- ପ୍ରଥମ ଅଭିନେତ୍ରୀ ହେଉଛନ୍ତି ଭାରତୀ ସିଂହ । ଯିଏ ହାସ୍ୟ ଅଭିନେତ୍ରୀ ମାନଙ୍କ ମଧ୍ୟ ରେ ନମ୍ବର ଏକ ରେ ଅଛନ୍ତି । ସେ ପ୍ଲସ ସାଇଜ ର ଥାଇ ମଧ୍ୟ କେବେବି ନିଜର ଓଜନ କୁ ନିଜ କ୍ୟାରିଅର ଉପରକୁ ଆଣି ନାହାଁନ୍ତି। ଏବଂ ଜଣେ ସଫଳ କଳାକାର ମଧ୍ୟ ହୋଇ ପାରିଛନ୍ତି।ଅନେକ ଦର୍ଶକ ମାନଙ୍କ ହୃଦୟ ରେ ଘର ମଧ୍ୟ କରି ପାରିଛନ୍ତି । ଏବଂ ନିଜକୁ ବଦଳେଇବା ପାଇଁ ସେ କେବେବି ଚେଷ୍ଟା କରି ନାହାନ୍ତି।


୨- ଦ୍ଵିତୀୟ ରେ ହେଉଛନ୍ତି ରିତାଶା ରାଠୋର । ରିତାଶା ଜଣେ ଭଲ ଓ ସୁନ୍ଦର ଅଭିନେତ୍ରୀ ସେ ନିଜ ଅଭିନୟ ର ଯାଦୁରେ ସମସ୍ତ ଙ୍କ ହୃଦୟ କୁ ଜିଣିବାରେ ମଧ୍ୟ ସଫଳ ହୋଇ ପାରିଛନ୍ତି । ସେ ବିକିନୀ ପିନ୍ଧିବାକୁ ମଧ୍ୟ କୁଣ୍ଠାବୋଧ କରନ୍ତି ନାହିଁ । ସେ ନିଜ ପ୍ରତି ବହୁତ ଖୁସି ମଧ୍ୟ ଅଛନ୍ତି।


୩- ତୃତୀୟ ରେ ହେଉଛନ୍ତି ଅଭିନେତ୍ରୀ ଅଞ୍ଜଳି ଆନନ୍ଦ । ଅଞ୍ଜଳି ନିଜର ଅଭିନୟ ର ଆରମ୍ଭ ଷ୍ଟାର ପ୍ଲସ ର ଧାରାବାହିକ ଢାଇ କିଲୋ କା ପ୍ରେମ ରୁ ଆରମ୍ଭ କରିଥିଲେ । ତାଙ୍କ ଅଭିନୟ କି ଲୋକମାନେ ବହୁତ ପସନ୍ଦ ମଧ୍ୟ କରନ୍ତି । ଏବଂ ସେ କେବେବି ନିଜର ଓଜନ କୁ ନେଇ ଚିନ୍ତିତ ରୁହନ୍ତି ନାହିଁ ବରଂ ସେ ନିଜ ଓଜନ କୁ ନେଇ ବହୁତ ଖୁସି ରେ ମଧ୍ୟ ରହିଥାନ୍ତି।


୪- ଚତୁର୍ଥ ଅଭିନେତ୍ରୀ ହେଉଛନ୍ତି ଅକ୍ଷୟା ନାୟକ । ଅକ୍ଷୟା ଷ୍ଟାର ପ୍ଲସ ର ଧାରବାହିକ ୟେ ରିସ୍ତା କ୍ୟା କହଲାତା ହେ ରେ ଅନନ୍ୟା ଚରିତ୍ର ରେ ଅଭିନୟ କରି ସମସ୍ତଙ୍କ ହୃଦୟ ରେ ଘର କରି ପାରିଥିଲେ । ଏବଂ ସେ ବହୁତ ସୁନ୍ଦର ନୃତ୍ୟ ମଧ୍ୟ କରି ପାରନ୍ତି ଯାହାକୁ ଦର୍ଶକ ମାନେ ଖୁବ ପସନ୍ଦ ମଧ୍ୟ କରିଥାନ୍ତି।


୫- ପଞ୍ଚମ ରେ ହେଉଛନ୍ତି ଦେଲନାଜ ଇରାନି । ଦେଲନାଜ ପ୍ଲସ ସାଇଜ ହେଲେ ମଧ୍ୟ ଦେଖିବାକୁ ବହୁତ ସୁନ୍ଦର ଓ ନିଜର ସୁନ୍ଦର ଅଭିନୟ ରେ ନିଜର ଏକ ନୂତନ ପରିଚୟ ସୃଷ୍ଟି କରି ପାରିଛନ୍ତି । ସେ ଅନେକ ଧାରାବାହିକ ଓ ଅନେକ ସିନେମାରେ ଅଭିନୟ କରିଛନ୍ତି ସେ ସମସ୍ତ ପ୍ରକାରର ଅଭିନୟ କରି ପାରିବେ ଯଥା ଖଲନାୟିକା ଓ ହାସ୍ୟ କଳାକାର ଆଦି।


୬- ଷଷ୍ଠ ଅଭିନେତ୍ରୀ ହେଉଛନ୍ତି ଚାନ୍ଦିନୀ ଭାଗବାନାନୀ । ଚାନ୍ଦିନୀ ଦେଖିବାକୁ ଖୁବ ସୁନ୍ଦର ଓ ବହୁତ ଗୁଣୀ ମଧ୍ୟ । ସେ ନିଜର ଅଲଗା ଅଲଗା ଅଭିନୟ ରେ ସମସ୍ତ ଙ୍କ ହୃଦୟ ରେ ଘର କରିବାରେ ସଫଳ ହୋଇ ପାରିଛନ୍ତି । ସେ ନିଜର ଓଜନ କୁ ନେଇ କେବେବି ଚିନ୍ତା ରେ ରୁହନ୍ତି ନାହିଁ । ଚାନ୍ଦିନୀ ଏକ ସଫଳ ଓ ଲୋକ ପ୍ରିୟ ବାଲ୍ୟ କଳାକାର ରୁ ଏକ ସଫଳ ମୁଖ୍ୟ ନାୟିକା ପର୍ଯ୍ୟନ୍ତ ବହୁତ ସୁନ୍ଦର ରାସ୍ତା ଅତିକ୍ରମ କରିଛନ୍ତି।

ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।

Leave a Reply

Your email address will not be published. Required fields are marked *