Vastu Tips- ପୂଜା ଘରେ ଏହି 1 ଭୁଲ କେବେ ବି ହେବାକୁ ଦିଅନ୍ତୁ ନାହିଁ, ପୁରା ଘର ହେଇଯାଏ ବର୍ବାଦ, ଘରକୁ ଆସିଥାଏ ଦରିଦ୍ରତା !

ନମସ୍କାର ବନ୍ଧୁଗଣ ତେବେ ହିନ୍ଦୁ ଶାସ୍ତ୍ର ଅନୁସାରେ ଆମ ଘରେ ଆମେ ଭଗବାନ ଙ୍କ ପୂଜା କରିଥାଉ । ପୂଜା ଘର ଟି ଆମ ପାଇଁ ମନ୍ଦିର ସଦୃଶ ହୋଇଥାଏ । ମଣିଷ ଜୀବନରେ କିଛି ନା କିଛି ଭୁଲ କରିଥାଏ । ସେ ପୂଜା ଘରେ ହେଉ ଅବା କୌଣସି ଜାଗାରେ ଭୁଲ କରିଥାଏ । ସେ ଜାଣିକରି ଅବା ଅଜାଣତରେ ଭୁଲ କରିଥାଏ । ଭୁଲ ର ଫଳ ମଧ୍ୟ ଆମେ ଭୋଗ କରିଥାଉ । ତେବେ ପୂଜା ସମୟ ରେ ଆମେ ଅଜାଣତରେ କରିଥିବା ଭୁଲ୍ ଆମ ପରିବାର ଉପରେ ପଡ଼ିଥାଏ ।

ଦାରିଦ୍ର୍ୟ ସହ ରୋଗ ବ୍ୟାଧି ଆଦି ପିଛା ଚାଡେ ନାହିଁ । ଯଦି ଆପଣ ଏ ସବୁ ଛୋଟ ଛୋଟ ଭୁଲ କୁ ନଜର ଠୁ ଦୁରେଇ ଦେବେ ତେବେ ଆପଣ ଙ୍କୁ ସଙ୍କଟ ରୁ କିଏ ବି ବାହାର କରିପାରିବେ ନାହିଁ । ୧- ପ୍ରଥମ ରେ ଆପଣ ଙ୍କ ପୂଜା ଘରେ ଗୋଟିଏ ଭଗବାନ୍ ଙ୍କ ର କେବଳ ଗୋଟିଏ ପ୍ରତିମା ରଖନ୍ତୁ । ବାସ୍ତୁ ଶାସ୍ତ୍ର ଅନୁଯାୟୀ ଗୋଟିଏ ଭଗବାନ ଙ୍କ ର କେବଳ ଗୋଟଏ ପ୍ରତିମା ରଖିବା ଭଲ ଯଦି ଏକାଧିକ ରଖିବେ ଏହା ଅତ୍ୟନ୍ତ ଅଶୁଭ । ଯାହା ଆପଣ ଙ୍କ ପରିବାର ଉପରେ ପ୍ରଭାବ ପକାଇବ ।

୨- ଦ୍ଵିତୀୟ ରେ ପୂଜା ଘରେ ଭଗବାନ ଙ୍କ ପ୍ରତିମା ସହ କୌଣସି ପୂର୍ବଜ ଓ ଗୁରୁ ଙ୍କ ଫଟୋ ରଖିବା ଅଶୁଭ । ଯାହା ଆପଣ ଙ୍କ ପରିବାର ଉପରକୁ ଏକ ନାକର୍ତ୍ମକ ଶକ୍ତି ର କୁ ପ୍ରଭାବ ପଡ଼ିବ ।


୩- ତୃତୀୟ ରେ ଯଦି ଆପଣଙ୍କ ସିଡି ତଳେ ପୂଜା ଘର ଥିବ ଆପଣଙ୍କ ଘରେ ଆର୍ଥିକ ଅଭାବ ଦେଖା ଦେବ ଓ ଦାରିଦ୍ର୍ୟ ହେଇଯିବେ । ସେଭଳି ଘରେ ଦେବା ଦେବୀ ରହନ୍ତି ନାହିଁ ।

୪- ଚତୁର୍ଥ ରେ ଦକ୍ଷିଣ ଦିଗ ଆଡ଼କୁ ମୁହଁ କରି ପୂଜା ଘର ତିଆରି କରନ୍ତୁ ନାହିଁ । ଦକ୍ଷିଣ ଦିଗ ରେ ନକାର୍ତ୍ମକ ଶକ୍ତି ର ପ୍ରଭାବ ଖୁବ୍ ପଡ଼ିଥାଏ ଓ ଘରକୁ ତାହା ର ପ୍ରବେଶ ହୋଇଥାଏ । ଯାହା ଦ୍ଵାରା ପରିବାର ର ଅନିଷ୍ଟ ହୋଇଥାଏ । ଏହା ଛଡା ଆପଣ ପୂର୍ବଜ ଙ୍କ ଫଟୋ କୁ ଦକ୍ଷିଣ ଦିଗ ଆଡ଼କୁ ମୁହଁ କରି ଲଗାନ୍ତୁ । ଏହି ଦିଗ ଏମାନଙ୍କ ପାଇଁ ଭଲ ହୋଇଥାଏ ।


୫- ପଞ୍ଚମ ରେ ଆପଣ ଙ୍କ ପୂଜା ଘର ଉପରେ କୌଣସି ଜିନିଷପତ୍ର ରଖନ୍ତୁ ନାହିଁ । ଏହା ଦ୍ବାରା ମା ଲକ୍ଷ୍ମୀ ଅସନ୍ତୁଷ୍ଟ ହୋଇଥାନ୍ତି ଓ ଦାରିଦ୍ର୍ୟ ମାଡ଼ିଆସେ । ଏହା ସହ ଶୋଇବା ଘରେ ଭଗବାନ୍ ଙ୍କ ପୂଜା ଘର କରିବା । କେବେ ଏ ଭଳି ଭୁଲ କରନ୍ତୁ ନାହିଁ । ବାସ୍ତୁ ଶାସ୍ତ୍ର ଅନୁଯାୟୀ ସେ ବ୍ୟକ୍ତି ଜଲଦି ଦରିଦ୍ର୍ୟ ହୋଇଯିବ ।

୬- ଷଷ୍ଠ ରେ ପୂଜା ଘରେ କେବେ ବି ବାଶିଫୁଲ, ଧୂପ କାଠି ର ଗୁଣ୍ଡ, ପୁରୁଣା ବସ୍ତ୍ର ଆଦି ରଖନ୍ତୁ ନାହିଁ । ସେହି ଘରେ ଦେବା ଦେବୀ ବାସ କରନ୍ତି ନାହିଁ ଓ ସେ ବ୍ୟକ୍ତି କାଙ୍ଗାଳ ହୋଇଯାଏ ।
ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ । ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।

Leave a Reply

Your email address will not be published. Required fields are marked *