‘ପେଚୁ ମୁଁ ଏଇଠି, ମତେ ଛାଡି କୁଆଡେ ଯାଇଥିଲୁ ଲୋ…’ ସ୍ତ୍ରୀ ଯାଇଥିଲେ ସାବିତ୍ରୀରେ ଫେରିଲେ ଶୀତଳ ଷଷ୍ଠୀପରେ…ଖୁସିରେ କାନ୍ଦି କାନ୍ଦି କଣ କହୁଛନ୍ତି Rahul, ଦେଖନ୍ତୁ Video

ସାବିତ୍ରୀ ଦିନ ସ୍ଵାମୀକୁ ଛାଡି ଚାଲି ଯାଇଥିଲେ । ଆଉ ଆଜି ଦେବ ଦମ୍ପତ୍ତି ଶ୍ରୀ ହର ହର ମହାଦେବଙ୍କ ବିବାହ ଶୀତଳ ଷଷ୍ଠି ପରେ ସ୍ଵାମୀ ପାଖକୁ ଫେରି ଆସିଛନ୍ତି ହରପରିୟା । ସ୍ଵାମୀକୁ ଦୂରରୁ ଦେଖି ତା କାନ୍ଦକୁ ପୋଛି ପାରିଛି ହରପ୍ରିୟା ଆଉ ହରପ୍ରିୟାଙ୍କୁ ଭିଡ ଭିତରେ ଡାକ ପକାଇ ଥିଲେ ରାହୁଲ ଆଉ ସେହି ଭିଡ ଭିତରୁ ଏମିତି କିଛି ଲୋକ ଭାଙ୍ଗି ମାଡି ଆସିଥିଲେ ହରପ୍ରିୟା । ହରପ୍ରିୟା ରାହୁଲଙ୍କୁ ଜାବୁଡି ଧରି ଥିଲେ ଆଉ କହିଥିଲେ ମୋର ଭୁଲ ହେଇଯାଇଛି ମୋତେ କ୍ଷମା କର ତମକୁ ଛାଡି ମୁଁ କୁଆଡେ ବି ଯିବି ନାହିଁ । ଏ

ମିତି କହି ସ୍ଵାମୀ-ସ୍ତ୍ରୀ ଅନେକ ସମୟ ପର୍ଯ୍ୟନ୍ତ ପରସ୍ପରକୁ କୁଣ୍ଢାଇ ଧରି ଥିଲେ । ବନ୍ଧୁଗଣ ଏହି ଦୃଶ୍ୟ ଦେଖି ସାରା ଓଡିଶା ବାସୀ ଖୁସି ହୋଇଛନ୍ତି । ବନ୍ଧୁଗଣ ଦିନ ରାତି ନିଜ ସ୍ତ୍ରୀକୁ ଝୁରି ଝୁରି ଆଉ ଭୋ ଭୋ ହୋଇ କାନ୍ଦିବା ପରେ ଆଜି ରାହୁଲ ନିଜ ସ୍ତ୍ରୀ ହରପ୍ରିୟାଙ୍କୁ ପାଇଛନ୍ତି ।

ବନ୍ଧୁଗଣ ଆପଣ ମାନେ ସମସ୍ତେ ରାହୁଲ ଓ ହରପ୍ରିୟାଙ୍କ ମାମଲା ବିଷୟରେ ବେସ ଭଲ ଭାବରେ ଜାଣିଥିବେ । ଏହି ମାମଲାଟି ଗତ କିଛି ଦିନ ହେବ ସାରା ଓଡିଶାରେ ଚର୍ଚ୍ଚାର ବିଷୟ ପାଲଟିଛି । ରାହୁଲ ଓ ହରପ୍ରିୟା ପରସ୍ପର ସହ ପ୍ରେମ ବିବାହ କରିଥିଲେ । ବିବାହକୁ 6 ମାସ ହୋଇଥିବା ବେଳେ ହରପ୍ରିୟା ଗର୍ଭବତୀ ମଧ୍ୟ ଥିଲେ ।

କଲେଜ କହି ହରପ୍ରିୟା କୁଆଡେ ଚାଲି ଯାଇଥିଲେ ଏହା ପରେ ରାହୁଲ ଭୋ ଭୋ ହୋଇ ଅନେକ ଦିନ କାନ୍ଦିଲେ । ନିଜ ସ୍ତ୍ରୀର ଫଟୋ ଓ ବାହାଘର ଶାଢୀ ଦେଖି ରାହୁଲ ବହୁତ କାନ୍ଦୁ ଥିଲେ । ହେଲେ ବନ୍ଧୁଗଣ ଆଜି ରାହୁଲ ଓ ହରପ୍ରିୟା ମିଶି ଯାଇଛନ୍ତି । ଯେଉଁ ସ୍ତ୍ରୀ ନିଜ ସ୍ଵାମୀକୁ ଛାଡି ଚାଲି ଯାଇଥିଲେ ସେ ଆଜି ପୁଣି ଫେରିଛନ୍ତି ତାଙ୍କ ସ୍ଵାମୀଙ୍କ ପାଖକୁ । ସ୍ତ୍ରୀଙ୍କୁ ପାଇ ରାହୁଲ ବହୁତ ଅଧିକ ଖୁସି ଅଛନ୍ତି ।

ବନ୍ଧୁଗଣ ସ୍ତ୍ରୀ କେଉଁଠି ଥିଲେ ଆଉ ତାଙ୍କ ସହ କଣ ସବୁ ଘଟିଲା ତାହା ବିଷୟରେ ଅତି ଶୀଘ୍ର ସୂଚନା ଦେବେ ରାହୁଲ । ବର୍ତ୍ତମାନ ହରପ୍ରିୟା ଆଉ ରାହୁଲଙ୍କ ମହା ମିଳନର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ଏହି ଭିଡିଓଟି କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *