ବନ୍ଧୁଗଣ, ସୂଚନା ଅନୁଯାୟୀ ଭଦ୍ରକ ଜିଲ୍ଲା ର ରାହୁଲ ନାମକ ଯୁବକ ହରପ୍ରିୟା ନାମକ ଯୁବତୀ ଙ୍କୁ ୨ ବର୍ଷ ପ୍ରେମ ସମ୍ପର୍କ ରେ ରହିବା ପରେ କେଉଁଠାକୁ ନେଇ ଫେରାର ହୋଇଯାଇଥିଲେ । ଘର ଲୋକ ଖବର ପାଇବା ମାତ୍ରେ ଉଭୟଙ୍କ ବିବାହ ପୁରୀ ନୃସିଙ୍ଗ ନାଥ ମନ୍ଦିରରେ କରାଇଥିଲେ । ଏହାପରେ ଦୀର୍ଘ ୬ ମାସ ଧରି ସେମାନେ ଖୁଶିର ସଂସାର କରିଥିଲେ । ହରପ୍ରିୟା ପାଠ ପଡିବା ନେଇ ଜିଦି କରିବା ପରେ ଯୁକ୍ତ ୩ ରେ ରାହୁଲ ନାମ ଲେଖାଇଦେଇଥିଲେ । ଏହାପରେ ହରପ୍ରିୟ ଙ୍କୁ ରାହୁଲ କଲେଜ ନେବା ଆଣିବା କରୁଥିଲେ ।
ମାତ୍ର ଦିନେ ରାହୁଲ ନିଜ ସ୍ତ୍ରୀ ହରପ୍ରିୟା ଙ୍କୁ ଛାଡିବାକୁ ଯାଇଥିଲେ, ଏହାପରେ ଫେରିବା ସମୟରେ ହରପ୍ରିୟା କାର ରେ ବସି କେଉଁଠିକୁ ଚାଲିଯାଇଥିଲେ । ତେବେ ସୂଚନା ଅନୁଯାୟୀ ହରପ୍ରିୟା କୁ କୁହାଯାଇଥିଲା ଯେ କାର ରେ ରାହୁଲ ଅଛି ସେ ତତେ ବୁଲାଇବାକୁ ନେଇଯିବ ବୋଲି ଡାକୁଛି ଜା । ଏହାପରେ ହରପ୍ରିୟା ଖୁସି ହୋଇ ଚାଲିଯାଇଥିଲେ କାର ନିକଟକୁ । ମାତ୍ର ସେଠାରେ ଭିତରୁ ହରପ୍ରିୟା ମୁହଁ କୁ ଚାପି ତାଙ୍କୁ ବେହୋସ କରାଯାଇଥିଲା ।
ଏହାପରେ କେଉଁଠିକୁ ନେଇ ତାଙ୍କୁ ଏକ ଅନ୍ଧାର ଘରେ ବନ୍ଧ କରାଯାଇଥିଲା । ସେଠାରୁ ଚତୁରତାର ସହିତ ହରପ୍ରିୟା ରାହୁଲ ଦେଇଥିବା ସିକ୍ରେଟ ସିମ ମାଧ୍ୟମରେ ରାହୁଲ ଙ୍କୁ ଯୋଗା ଯୋଗ କରିଲେ ଏବଂ କହିଲେ ଯେ ମତେ ମୋ ମାମୁଁ ମାଇଁ କେଉଁଠିକୁ ନେଇ ଯାଉଛନ୍ତି ତୁମ୍ଭେ ମତେ ବଞ୍ଛାଅ ନଚେତ ମୁଁ ମରିଜିବି ଏହାପରେ ରାହୁଲ ଖବର ପାଇ ପୋଲିସ ଏବଂ ମିଡିଆ ଙ୍କ ସହାୟତା ରେ ହରପ୍ରିୟା ଙ୍କ ପାଖରେ ପହଞ୍ଚି ଥିଲେ ।
ସେଠାରେ ହରପ୍ରିୟା ଙ୍କ ମାମୁଁ ତାଙ୍କୁ ଅକଟା କରି କହୁଥିଲେ ଯେ ତୁ ରାହୁଲ ସାଥିରେ ଯିବୁନାହିଁ ଆମ୍ଭ ସାଥିରେ ଯିବୁ । ମାତ୍ର ହରପ୍ରିୟା ରାହୁଲ କୁ ଦେଖି କାନ୍ଦି କାନ୍ଦି ଯାଇ ସମସ୍ତଙ୍କ ସାମ୍ନା ରେ କୁଣ୍ଡାଇ ଥିଲେ । ଏବଂ ସେଠାରେ ରାହୁଲ ଏବଂ ହରପ୍ରିୟା ଙ୍କ ର ମହମିଳନ ହେଲା । ରାହୁଲ ଙ୍କ ପରିବାର ଲୋକ ଙ୍କ ସମେତ କିଛି ସ୍ଥାନୀୟ ବାସିନ୍ଦା ମଧ୍ୟ ସେଠାରେ ଉପସ୍ଥିତ ଥିଲେ ।
ରାହୁଲ ନିଜ ସ୍ତ୍ରୀ କୁ ବାଇକ ରେ ଟେକି ବସାଇ ନିଜ ଘରକୁ ଫେରିଲେ । ତେବେ ଏହି ଦୃଶ୍ୟ କୌଣସି ଫିଲ୍ମ ଷ୍ଟୋରୀ ଠାରୁ କମ ନୁହେଁ । ତେବେ ଏହାକୁ ନେଇ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ । ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।