‘ମୋ ସ୍ତ୍ରୀ କୁ ଅଚେତ କରି ନେଇ ଯାଇଥିଲେ ଓ ସେଠି ତାକୁ…’ ସ୍ତ୍ରୀ ଫେରିବା ଖୁସିରେ କାନ୍ଦିଲେ ରାହୁଲ, କହିଲେ ସେଦିନ କଣ ହୋଇଥିଲା ସ୍ତ୍ରୀ ହରପ୍ରିୟାଙ୍କ ସହ…ଦେଖନ୍ତୁ Video

ବନ୍ଧୁଗଣ, କିଛି ଦିନ ତଳେ ରାହୁଲ ନାମକ ଯୁବକଙ୍କ ସ୍ତ୍ରୀ କଲେଜ ରୁ କାର ରେ ବସି କେଉଁଠିକୁ ଚାଲିଯାଇଥିଲେ ବୋଲି ଖରବ ପ୍ରସାରିତ ହୋଇଥିଲା । ତେବେ ବର୍ତ୍ତମାନ ରାହୁଲ ତାଙ୍କ ସ୍ତ୍ରୀ ଙ୍କୁ ଫେରି ପାରିଛନ୍ତି ଏବଂ ସେ କ’ଣ କହୁଛନ୍ତି ଆସନ୍ତୁ ଜାଣିନେବା ସଂପୂର୍ଣ୍ଣ ବିବରଣୀ । ରାହୁଲ କହିଛନ୍ତି ଯେ ମୁଁ ଯେତେବେଳେ କଲେଜ କୁ ଯାଇଥିଲି ତାକୁ ଆଣିବା ପାଇଁ, ସେ କଲେଜ ରୁ ବାହାରୁଥିଲା ବେଳେ ତାକୁ କିଏ ଉଠେଇ ନେଇଥିଲା କାର ଲଗାଇ ।

ମୋ ସାଙ୍ଗ କହିଲା ଯେ ତୋ ସ୍ତ୍ରୀ କୁ କିଏ ଉଠେଇ ନେଇଛି । ଏହାପରେ ମୁଁ ସିଧା କଲେଜ ଆଡକୁ ଯାଇଥିଲି, ଫାଙ୍କା ବିଲ ଆଡକୁ ଯାଇଥିବ ବୋଲି ମୁଁ ଭାବିଲି । ମାତ୍ର ଦେଖିଲା ବେଳକୁ ବିଫଳ ହୋଇ ସେଠାରୁ ଫେରିଲି । ମାତ୍ର ଆସିଲା ବେଳେ ମୋ ସ୍ତ୍ରୀ କୁ କିଏ କହିଦେଇଥିଲା ଯେ ତତେ ବୁଲେଇବାକୁ ନେଇଯିବ ରାହୁଲ କାର ରଖିଛି ତୁ ଜା ।

ସେ ଯେତେବେଳେ ଯାଇଛି ସେଠାକୁ ତାକୁ ସେଠି ଅଚେତ କରିଦେଇଥିଲେ । ଏହାପରେ ତାକୁ ନେଇ ଗୋଟିଏ ବନ୍ଦ ଘରେ ରଖିଦେଇଥିଲେ । ମାତ୍ର ଆଜି ମୁଁ ଖବର ପାଇଲି ଯେ ମୋ ସ୍ତ୍ରୀ ମତେ କହିଲା ମତେ ସେମାନେ କେଉଁଠାକୁ ନେଇକି ଯାଉଛନ୍ତି । ରାହୁଲ ଏହା ମଧ୍ୟ କହିଛନ୍ତି ଯେ ସେ ତାଙ୍କ ସ୍ତ୍ରୀ କୁ ଏକ ସିକ୍ରେଟ ନମ୍ବର ଦେଇଥିଲେ ଯାହା ଫଳରେ ରାହୁଲ ଙ୍କୁ ଯୋଗାଯୋଗ କରିପାରିଲେ ତାଙ୍କ ସ୍ତ୍ରୀ ।

ରାହୁଲ ପୋଲିସ ଙ୍କୁ ମଧ୍ୟ କହିଛନ୍ତି ଟ୍ରାକିଂ କରିବା ପାଇଁ ମାତ୍ର ସେ ମଧ୍ୟ ବିଫଳ ହୋଇଥିଲେ । ସ୍ତ୍ରୀ କହିଲା ମୋତେ ମୋ ମାମୁଁ ମାଇଁ ନେଇକି ଯାଉଛନ୍ତି ମତେ ତୁମେ ବାଞ୍ଛାଅ ନ ହେଲେ ମୁଁ ମରିଜୀବି । ଏହାପରେ ରାହୁଲ ଯାଇ ସେଠାରେ ପହଞ୍ଚିଲେ ଏବଂ ସେ କହିଛନ୍ତି ଯେ ଜୀ ନ୍ୟୁଜ ଙ୍କୁ ମଧ୍ୟ କହିଥିଲେ ଏବଂ ନ୍ୟୁଜ ବାଲା ମଧ୍ୟ ସେଠାରେ ଯାଇ ପହଞ୍ଚିଥିଲେ ।

ମାତ୍ର ସେଠାରେ ମୋ ସ୍ତ୍ରୀ ମାମୁଁ ହାତକୁ ଛଡାଇ ସମସ୍ତଙ୍କ ସାମ୍ନାରେ କାନ୍ଦି କାନ୍ଦି ଆସି ମୋ ପାଖରେ ପହଞ୍ଚିଲା ମୁଁ ବହୁତ ଖୁସି ଅଛି । ସମସ୍ତଙ୍କ ସାମ୍ନା ରେ ମୁଁ ମୋ ସ୍ତ୍ରୀ କୁ ଫେରିପାଇଲି । ଏବଂ ଭଗବାନ ଙ୍କୁ ଧନ୍ୟବାଦ ଦେଉଛି ଯେ ମୋ ସ୍ତ୍ରୀ ମୋ ପାଖରେ ଆସି ପହଞ୍ଚିଲା । ତେବେ ଏହିଭଳି ନିଜ ସ୍ତ୍ରୀ କୁ ପାଇ ରାହୁଲ ନିଜର ଖୁସି ପ୍ରକାଶ କରିଛନ୍ତି । ତେବେ ବନ୍ଧୁଗଣ ଏହି ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *