ଏହି 5 ଟି ଜିନିଷ ଖାଆନ୍ତୁ, ମୂଳରୁ ଶେଷ ହେଇଯିବ ସୁଗାର (Food to eat in Sugar)

ନମସ୍କାର ବନ୍ଧୁଗଣ ଡାଇବେଟିସ ବା ସୁଗାର ଏହା ଗୋଟେ ଗମ୍ଭୀର ରୋଗ ହୋଇଚାଲିଛି । ଡାଇବେଟିସ ଆପଣଙ୍କ ଶରୀରକୁ ଧୀରେ ଧୀରେ ଭିତରେ ଫମ୍ପା କରିଦିଏ । ଧୀର ମୃତ୍ୟୁ ମଧ୍ୟ ଏହାକୁ କୁହାଯାଏ । ଭାରତରେ ପ୍ରାୟତଃ ୭ କୋଟି ଲୋକ ଡାଇବେଟିସ ରୋଗରେ ପୀଡିତ । ଡାଇବେଟିସ ହେବା ଦ୍ୱାରା ଆପଣଙ୍କ ଶରୀରରେ ଅନେକ ପ୍ରକାରର ରୋଗ ଜନ୍ମ ହୋଇଥାଏ । ଏମିତି ବ୍ଲଡ଼ ପ୍ରେସର, ଆଖି ପ୍ରବ୍ଲେମ,କେଶ ଝଡ଼ିବା, ସ୍କିନ ଖରାପ ହେବା, କିଡ୍ନୀ ଠିକ ଭାବେ କାମ ନକରିବା ।

ଡାଇବେଟିସ କାରଣରୁ ଲୋକ ଏମିତି ଜୀବନ ବଞ୍ଚିବାକୁ ଲାଗନ୍ତି ନାଁ ଯେଉଁଥିରେ ସ୍ୱାଦ ଥାଏ ନାଁ ସ୍ୱାସ୍ଥ୍ୟ ଠିକ ରୁହେ । ଏମିତି ବିଲକୁଲ ବି ନୁହେଁ ଯେ ଥରେ ଯଦି ଆପଣଙ୍କୁ ସୁଗାର ରୋଗ ହୋଇଛି ତ ପୁରା ଜୀବନ ଆପଣଙ୍କୁ ଇନ୍ସୁଲୀନ ନେବାକୁ ପଡିବ ବା ଆପଣ ଏହାକୁ କଣ୍ଟ୍ରୋଲ କରିପାରିବେ ନାହିଁ । ଆପଣଙ୍କ ଲାଇଫ ଷ୍ଟାଇଲ ଏବଂ ଖାଦ୍ୟର ପରିବର୍ତ୍ତନ ଦ୍ୱାରା ଆପଣ ଡାଇବେଟିସର କୁପରିଣାମରୁ ବଞ୍ଚିକି ରହିବେ ।

ଯେବେ ଆପଣଙ୍କ ଶରୀରର ଗ୍ଲୁକୋଜ ମାତ୍ରା ବଢିଯାଏ ତେବେ ଡାକ୍ତରଙ୍କ ଭାଷାରେ ତାହାକୁ ଡାଇବେଟିସ କୁହାଯାଏ । ମୋଟାପଣ, କମ ପାଣି ପିଇବା, ବ୍ୟାୟାମ ନକରିବା, ଅନିଦ୍ରା ହେବା ବା ଆପଣ ଯଦି ଚିନ୍ତାରେ ରହୁଅଛନ୍ତି ତେବେ ଆପଣଙ୍କୁ ଡାଇବେଟିସ ହୋଇପାରେ । ତେବେ ଚିନ୍ତା କରିବାର କୌଣସି ଆବଶ୍ୟକତା ନାହିଁ । ଆଜି ଆମେ ଆପଣଙ୍କୁ କିଛି ଏଭଳି ଜିନିଷ ଖାଇବା କଥା କହିବୁ ଯାହା ଦ୍ୱାରା ଆପଣଙ୍କ ସୁଗର କିମ୍ବା ମଧୁମେହ ସମ୍ପୂର୍ଣ୍ଣ ଭଲ ହୋଇଯିବ ।

୧-ପ୍ରଥମ ରେ ହେଉଛି କଲରା । କଲରା ମଧ୍ୟ ସୁଗାର କୁ କଣ୍ଟ୍ରୋଲ କରିବାରେ ବହୁତ ସାହାର୍ଯ୍ୟ କରିଥାଏ । ଏହା ସଂପୂର୍ଣ୍ଣ ଶରୀରର ଗ୍ଳୁକୋଜ ମେଟାବେଲଜିୟମ କୁ ପ୍ରଭାବିତ କରିଥାଏ । ଏଣୁ ଆପଣ ଅଧିକରୁ ଅଧିକ କଲରା ଜୁଷ ସେବନ କରନ୍ତୁ ।


୨- ଦ୍ଵିତୀୟ ରେ ହେଉଛି ଜାମ୍ମୁକୋଳି ତେବେ ଜାମ୍ମୁକୋଳି ର ସୁଖିଲା ମଞ୍ଜି ମିଳୁଛି ବଜାରରେ । ଆପଣ ତାକୁ ଘରକୁ ଆଣି ଗୁଣ୍ଡ କରି ସବୁଦିନ ଗୋଟେ ଚାମୁଚ ସେବନ କରିବାର ଅଛି ଉଷୁମ ପାଣି ସହିତ ଏହା ମଧୁମେହ ରୋଗି ପାଇଁ ନିଶ୍ଚିତ କାମ କରିବ । ଆଉ ଏହି ଜିନିଷକୁ ସକାଳୁ ଖାଲି ପେଟରେ ଗ୍ରହଣ କରିବାର ଅଛି ।


୩- ତୃତୀୟ ରେ ହେଉଛି ରସୁଣ । ରସୁଣରେ ଆଣ୍ଟିବାୟୋଟିକ୍ ଏବଂ ଆଣ୍ଟିବ୍ୟାକ୍ଟେରିଆଲ୍ ଗୁଣ ଅଛି । ଏହା ସଂକ୍ରମଣରୁ ସୁରକ୍ଷିତ ରଖିବାରେ ସାହାଯ୍ୟ କରିଥାଏ । ଏହା ବ୍ଲଡ଼ ସୁଗାର ଲେଭଲକୁ ମଧ୍ୟ ନିୟନ୍ତ୍ରଣ କରିଥାଏ । ହୃଦ ସ୍ୱାସ୍ଥ୍ୟ ସୁଧାରିବାକୁ ଓ ଫୁସଫୁସ ସମ୍ବନ୍ଧୀୟ ସମସ୍ୟା ଦୂର କରିବାରେ ମଧ୍ୟ ରସୁଣ ସାହାଯ୍ୟ କରିଥାଏ । ସକାଳୁ ଖାଲି ପେଟରେ ରସୁଣ ସେବନ କଲେ ଅନେକ ରୋଗ ଦୂର ହୋଇପାରିବ । ଖାଲି ପେଟରେ ଗରମ ପାଣି ସହ ୨ରୁ ୩ଟି କୋଲା ରସୁଣ ସେବନ କରିପାରିବେ । ଏହା ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବଢାଇବା ସହ ଥଣ୍ଡା କାଶରୁ ମୁକ୍ତି ଦେଇଥାଏ ।


୪- ଚତୁର୍ଥ ରେ ହେଉଛି ବ୍ରୋକୋଲି । ତେବେ ଆଖି କୁ ସବୁଜ ଦେଖାଯାଉଥିବା ଏହି ପରିବା ସବୁଜ ପନିପରିବା ଗୁଡିକ ଭିତରେ ଏକ ପ୍ରମୁଖ ସ୍ଥାନ ଗ୍ରହଣ କରିଛି । ଫୁଲ କୋବି ପରି ଦେଖାଯାଉଥିବା ଏହି ପରିବା ଟିରେ ଭରପୂର ମାତ୍ରାରେ ଭିଟାମିନ- ସି ସମେତ ପୋଟାସିୟମ ଓ ମ୍ୟାଗନେସିୟମ ଥାଏ । ସୁଗାର ବା ଡାଇବେଟିସ କୁ କମେଇବାରେ ଖୁବ ସାହାର୍ୟ୍ଯ କରେ ।

ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।

Leave a Reply

Your email address will not be published. Required fields are marked *