କାହାକୁ ଅପମାନ ଦେଲେ ସମସ୍ତ ପୂଣ୍ୟ ନଷ୍ଟ ହୋଇଥାଏ ? ପଢନ୍ତୁ ଆଜିର 10ଟି Anuchinta

ବନ୍ଧୁଗଣ ଜୀବନରେ ସୁଖଶାନ୍ତିରେ ରହିବା ପାଇଁ ହେଲେ ସଂସାରର କିଛି ନୀତି ନିୟମ ଜାଣିବା ନିତାନ୍ତ ଆବଶ୍ୟକ ହୋଇଥାଏ । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଏହି ସଂସାରର କିଛି ବିଶେଷ ନୀତି ନିୟମ ବିଷୟରେ କହିବାକୁ ଯାଉଛୁ ଯାହା ବିଷୟରେ ଆପଣ ମାନେ ଜାଣିବା ବହୁତ ଆବଶ୍ୟକ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ସବୁ ନୀତି ନିୟମ ବିଷୟରେ ।

ଶାସ୍ତ୍ର ଅନୁସାରେ ଯେଉଁ ଲୋକ ହାତରେ ମାଟି ଚୂନାକରେ, ନଖରେ ତୃଣ ଛି-ଣ୍ଡା-ଏ ଏବଂ ଦାନ୍ତରେ ନଖ କା-ମୁ-ଡୁ ଥାଏ ସେ ଶୀଘ୍ର ନ-ଷ୍ଟ ହୋଇଯାଏ । ହାତରେ କେବେବି ଲୁଣ, ତେଲ ଏବଂ ବ୍ୟଞ୍ଜନ ପଦାର୍ଥ ଅନ୍ୟକୁ ଦେବା ଉଚିତ ନୁହେଁ । ଏହା ଅଭକ୍ଷାହେବା ସହିତ ଅମଙ୍ଗଳକାରୀ ହୋଇଥାଏ । ରାତିରେ କେବେ ବି ଖସା ଯୁକ୍ତ ଖାଦ୍ୟ ଖାଇବା ଉଚିତ ନୁହେଁ ଏବଂ ରାତିରେ ଦହି କିମ୍ବା ବୁଟ ଛତୁଆ ଖାଇବା ଦ୍ଵାରା ଅମଙ୍ଗଳ ହୋଇଥାଏ ।

ମହୁରେ ଘିଅ ମିଶାଇ ଖାଇବା ଉଚିତ ନୁହେଁ ସେହିପରି ଗୁଡରେ ତେଲ ମିଶାଇ ଖାଇବା ଅନୁଚିତ ଏହା ସ୍ୱାସ୍ଥ୍ୟପକ୍ଷେ ହା-ନି-କା-ରକ ହୋଇଥାଏ । ଲୁହା ପାତ୍ର ଜଳପାନ କରିବା ଉଚିତ ନୁହେଁ ସେହିପରି ଲୁହା ପାତ୍ରରେ କ୍ଷୀର ଦହି ଇତ୍ୟାଦି ଖାଇବା ଅନୁଚିତ । ମୁଣ୍ଡ ବି-ନ୍ଧୁ-ଥିଲେ ଚୁଟି ଟା-ଣି-ବା ଉଚିତ ନୁହେଁ କିମ୍ବା ମୁଣ୍ଡ ଚି-ପି-ବା ଅନୁଚିତ  ଏବଂ ବିନା କାରଣରେ କୌଣସି ସ୍ଥାନରେ ଛେପ ପକାଇବା ଦ୍ଵାରା ଅମଙ୍ଗଳ ହୋଇଥାଏ ।

ଗୋଡ ବି-ନ୍ଧୁ ଥିଲେ ପାଦ ସାହାର୍ଯ୍ୟରେ ପାଦ ଚି-ପି-ବା ଅନୁଚିତ ଏବଂ ବସିଥିବା ସମୟରେ ଜାଣିଶୁଣି ମୁଣ୍ଡ, ହାତ କିମ୍ବା ଗୋଡ ହଲାଇବା ଦ୍ଵାରା ଅମଙ୍ଗଳ ହୋଇଥାଏ । ଦାନ୍ତକୁ ଦାନ୍ତରେ ର-ଗ-ଡି-ବା ଅନୁଚିତ ଏବଂ ଗୋଡ ଧୋଇଲା ବେଳେ ଗୋଡକୁ ଗୋଡରେ ଘ-ଷି-ବା ଦ୍ଵାରା ଅମଙ୍ଗଳ ହୋଇଥାଏ । ବସିବା ଆସନକୁ କେବେବି ଗୋଡରେ ଟାଣିବା ଉଚିତ ନୁହେଁ କିମ୍ବା ନଖକୁ ନଖରେ ଛି-ଣ୍ଡା-ଇବା ଅନୁଚିତ ଏହା ଅମଙ୍ଗଳ ହୋଇଥାଏ । ଅଗ୍ନି, ସାପ, ସିଂହ ଏବଂ ନିଜକୁଳରେ ଜନ୍ମିତ ବ୍ୟକ୍ତିଙ୍କୁ ଅନାଦାର କରିବା ଉଚିତ ନୁହେଁ ଏହା ଅମଙ୍ଗଳକାରୀ ହୋଇଥାଏ ।

ଅଙ୍ଗ ହିନ, ବିଦ୍ୟା ହିନ, ବୁଦ୍ଧି ହିନ ଏବଂ ରୂପ ହିନ ଲୋକଙ୍କୁ କେବେବି ଅ-ପ-ମା-ନିତ କରିବା ଉଚିତ ନୁହେଁ ଏହା ଦ୍ଵାରା ଅର୍ଜନ କରାଯାଇଥିବା ସମସ୍ତ ପୂଣ୍ୟ ନଷ୍ଟ ହୋଇଥାଏ । ଅସ୍ତ ସମୟରେ କେବେବି ସୂର୍ଯ୍ୟ କିମ୍ବା ଚନ୍ଦ୍ରକୁ ଦର୍ଶନ କରିବା ଉଚିତ ନୁହେଁ ଏହା ଦ୍ଵାରା ରୋଗ ଉତ୍ପନ୍ନ ହୋଇଥାଏ । ଯେଉଁ ସମୟରେ ଆକାଶରେ ଗୋଟିଏ ତାରା ଦୃଶ୍ୟମାନ ହୋଇଥିବ ସେହି ସମୟରେ ଆକାଶକୁ ଚାହିଁବା ଉଚିତ ନୁହେଁ ଏହା ଦ୍ଵାରା ରୋଗର ଭୟ ଦେଖା ଦେଇଥାଏ ।

ତା ହେଲେ ବନ୍ଧୁଗଣ ଆମ ଜୀବନ ସହ ଜଡିତ ଏହି ସବୁ ନୀତି ନିୟମକୁ ସବୁବେଳେ ମନେ ରଖନ୍ତୁ ଓ ଅନ୍ୟ ମାନଙ୍କୁ ଏହାର ପରାମର୍ଶ ନିଶ୍ଚୟ ଦିଅନ୍ତୁ, ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।

Leave a Reply

Your email address will not be published. Required fields are marked *