ଏମାନେ ହେଲେ Ollywood ର ହିରୋଇନ ମାନଙ୍କର ସୁନ୍ଦରୀ ଭଉଣୀ, 2 ନମ୍ବର ଅଭିନେତ୍ରୀଙ୍କ ଭଉଣୀ ତ କୌଣସି ହିରୋଇନଙ୍କ ଠାରୁ ନୁହନ୍ତି କମ

ବନ୍ଧୁଗଣ ନମସ୍କାର ଆପଣ ମାନେ ଅନେକ ସିନେମାରେ ମଧୁର ସମ୍ପର୍କ ଭାଇ ଭଉଣୀ କିମ୍ବା ଭଉଣୀ ଭଉଣୀ ଙ୍କ ସଂପର୍କ ବିଷୟରେ ଦୃଶ୍ୟମାନ ହୋଇଛି । ଏବଂ ଏହି ସବୁ ସିନେମା ରେ ଭାଇ ଭଉଣୀଏବଂ ଭଉଣୀ ଭଉଣୀ ଙ୍କ ପବିତ୍ର ଓ ମଧୁର ସଂପର୍କ ବିଷୟରେ ଦେଖାଯାଏ । ଏବଂ ଏହି ସିନେମାରେ ଅଭିନୟ କରିଥିବା ଏହି ଅଭିନେତା ଅଭିନେତ୍ରୀ ମାନେ ନିଜ ସୁନ୍ଦର ଅଭିନୟ ରେ ଦର୍ଶକ ମାନଙ୍କ ହୃଦୟ ରେ ଘର କରିବାରେ ସଫଳ ହୋଇଥାନ୍ତି ।

କିନ୍ତୁ ଏହି ଅଭିନେତା ଏବଂ ଅଭିନେତ୍ରୀ ମାନେ କେବଳ ପରଦା ରେ ହିଁ ଏହି ସମ୍ପର୍କ କୁ ଭଲରେ ନିଭାଇ ନ ଥାନ୍ତି ବରଂ ବାସ୍ତବରେ ମଧ୍ୟ ନିଜ ସମସ୍ତ ସମ୍ପର୍କ କୁ ବହୁତ ଭଲ ଓ ସୁନ୍ଦର ଭାବେ ନିଭେଇଥାନ୍ତି । ତେବେ ଚାଲନ୍ତୁ ଜାଣିନେବା ସେହି ଭାଇ ଭଉଣୀଙ୍କ ବିଷୟରେ ଏବଂ ତାଙ୍କ ସଂପର୍କ ବିଷୟରେ ଆଲୋଚନା ମଧ୍ୟ କରିନେବା ।

୧- ପ୍ରଥମ ନମ୍ବର ରେ ଅଛନ୍ତି ବର୍ଷାପ୍ରିୟ ଦର୍ଶିନୀ । ବର୍ଷା ଓଲିଉଡ ଜଗତର ଜଣେ ସଫଳ ଏବଂ ପ୍ରସିଦ୍ଧ ଅଭିନେତ୍ରୀ । ସେ ନିଜର ସୁନ୍ଦର ଅଭିନୟ ରେ ଦର୍ଶକ ମାନଂକୁ ନିଜ ପ୍ରତି ଆକର୍ଷିତ କରି ଥାନ୍ତି । ଏବଂ ନିଜ ସୁନ୍ଦର ଚେହେରା ରେ ମଧ୍ୟ ସମସ୍ତ ଙ୍କୁ ନିଜ ପ୍ରତି ଆକର୍ଷିତ କରି ଥାନ୍ତି । ବର୍ଷା ଙ୍କ ଦୁଇ ଜଣ ଭଉଣୀ ଅଛନ୍ତି । ଏମାନଙ୍କ ଭିତରେ ବହୁତ ଘନିଷ୍ଠ ସମ୍ପର୍କ ରହିଛି ।

୨- ଦ୍ୱିତୀୟ ରେ ଅଛନ୍ତି ଅର୍ଚ୍ଚିତା । ଅର୍ଚ୍ଚିତା ଓଲିଉଡ ଜଗତର ଜଣେ ସୁପରହିଟ ଅଭିନେତ୍ରୀ ସେ ନିଜର ଅଦ୍ଭୂତପୂର୍ବ ଅଭିନୟ ରେ ଦର୍ଶକ ମାନଙ୍କ ହୃଦୟ ରେ ଘର କରି ପାରିଛନ୍ତି । ତାଙ୍କ ର ଜଣେ ବଡ଼ ଭଉଣୀ ଅଛନ୍ତି । ସେ ହେଉଛନ୍ତି ଅର୍ପିତା ସାହୁ । ସେମାନଙ୍କ ଭିତରେ ବହୁତ ଭଲ ପାଇବା ରହିଛି

୩- ତୃତୀୟ ନମ୍ବର ରେ ଅଛନ୍ତି ରିଆ ଦେ ଓଲିଉଡ ଜଗତ ର ସୁନ୍ଦରୀ ଓ ସଫଳ ଅଭିନେତ୍ରୀ ମାନଙ୍କ ମଧ୍ୟ ରୁ ସେ ଜଣେ । ସେ ଓଲିଉଡ ରେ ଅନେକ ସିନେମାରେ ଅଭିନୟ କରିଛନ୍ତି । ଏବଂ ନିଜ ଅଭିନୟ ରେ ଦର୍ଶକ ମାନଙ୍କ ହୃଦୟ ଜିଣିବା ରେ ସଫଳ ମଧ୍ୟ ହୋଇଛନ୍ତି । ଏବଂ ସେ ବଲିଉଡରେ ମଧ୍ୟ ଅଭିନୟ କରି ସଫଳତା ହାସଲ କରିଛନ୍ତି । ତେବେ ତାଙ୍କର ଗୋଟିଏ ଭଉଣୀ ଟଙ୍କା ଯିଏକି ଶିଳ୍ପା ଦେ ।

୪- ଚତୁର୍ଥ ରେ ହେଉଛନ୍ତି ନିହାରିକା ଦାସ ଓଲିଉଡ ର ଜଣେ ସଫଳ ଏବଂ ଲୋକପ୍ରିୟ ଅଭିନେତ୍ରୀ । ସେ ନିଜର ଅଭିନୟ ଓ ଲୁକ ବଳରେ ଲୋକ ମାନଙ୍କ ର ପ୍ରିୟ ହୋଇ ପାରିଛନ୍ତି । ଏବଂ ତାଙ୍କ ର ଗୋଟିଏ ଭଉଣୀ ଅଛି ଯିଏ ହେଉଛି ନିୟତି ଦାସ । ଏମାନଙ୍କ ଭିତରେ ବହୁତ ନିବିଡ଼ ସମ୍ପର୍କ ରହିଛି ।

୫- ପଞ୍ଚମ ରେ ଅଛନ୍ତି ଶିବାନୀ ସଙ୍ଗୀତା । ଶିବାନୀ ଓଲିଉଡ ର ଜଣେ ସଫଳ ଅଭିନେତ୍ରୀ ତେବେ ନିଜର ଦମଦାର ଅଭିନୟ ରେ ଦର୍ଶକ ମାନଙ୍କ ହୃଦୟ ଜିଣିବା ରେ ସଫଳ ହୋଇ ପାରିଛନ୍ତି । ତାଙ୍କର କେବଳ ଜଣେ ସାନ ଭଉଣୀ ଅଛି । ଯାହାର ନାମ ହେଉଛି ଶୋହାନି ଶିତଲ । ଏବଂ ସୋସିୟାଲ ମିଡିଆରେ ଦୁଇ ଜଣ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି । ଏବଂ ଦୁଇ ଜଣ ଦୁଇ ଜଣଙ୍କୁ ବହୁତ ଭଲ ମଧ୍ୟ ପାଇଥାନ୍ତି ।

ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।

Leave a Reply

Your email address will not be published. Required fields are marked *