ଷ୍ଟାରଡମ ପାଇଁ ଟିକିଏ ବି ଗର୍ବ କରନ୍ତି ନାହିଁ Bollywood ର ଏହି 3 ଜଣ ଷ୍ଟାର, ନମ୍ବର 3 ତ ନିଜର ସବୁ ସମ୍ପତ୍ତି କୃଷକଙ୍କ ନାମରେ କରି ବଞ୍ଚନ୍ତି ଏକ ସାଧାରଣ ଜୀବନ

ନମସ୍କାର ବନ୍ଧୁଗଣ ଆପଣ ମାନେ ସମସ୍ତେ ଆମ ବଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରିରେ ଅଭିନୟ କରୁଥିବା ସମସ୍ତ ଅଭିନେତା ମାନଙ୍କୁ ନିଶ୍ଚୟ ଦେଖିଥିବେ । ବନ୍ଧୁଗଣ ଏହି ଅଭିନେତା ମାନେ ନିଜ ପର୍ଶନାଲ ଲାଇଫ ଓ ନିଜ ଅଭିନୟ ପାଇଁ ସୋସିଆଲ ମିଡିଆରେ ବହୁତ ଚର୍ଚାରେ ରୁହନ୍ତି । ବନ୍ଧୁଗଣ ବଲିଉଡ ଅଭିନେତା ମାନେ ନିଜ ଜୀବନରେ ବହୁତ କଷ୍ଟ ଓ ସଂଘର୍ଷ କରି ଏହି ଇଣ୍ଡଷ୍ଟ୍ରିରେ ସଫଳତା ପାଇଛନ୍ତି, ସଫଳତା ପାଇବା ଦ୍ରୁଷ୍ଟିକୁ କିଛି ଅଭିନେତାଙ୍କର ଗର୍ବ ଅହଂକାର ରହିଛି ।

ହେଲେ ବନ୍ଧୁଗଣ ବଲିଉଡ ଇଣ୍ଡଷ୍ଟ୍ରିରେ ଏପରି ମଧ୍ୟ କିଛି ଅଭିନେତା ଅଛନ୍ତି ଯେଉଁ ମାନଙ୍କର କୌଣସି ଗର୍ବ ଓ ଅହଂକାର ନାହିଁ । ଏହି ଅଭିନେତା ମାନେ ବଲିଉଡରେ ବହୁତ ସୁପର ହିଟ ଫିଲ୍ମ କରି ମଧ୍ୟ ସେମାନଙ୍କର ଗର୍ବ ନାହିଁ । ଆଜିଆମେ ଆପଣ ମାନଙ୍କୁ ଏହି ଅଭିନେତା ମାନଙ୍କ ବିଷୟରେ କହିବାକୁ ଯାଉଛୁ, ଯେଉଁ ମାନଙ୍କ ବିଷୟରେ ବହୁତ କମ ଲୋକ ଜାଣିଛନ୍ତି । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଅଭିନେତା ମାନଙ୍କ ବିଷୟରେ ।

୧- ପ୍ରଥମ ରେ ହେଉଛନ୍ତି ଜହନ ଅବ୍ରାହମ । ବନ୍ଧୁଗଣ ଆମ ଲିଷ୍ଟର ପ୍ରଥମ ସ୍ଥାନରେ ଅଛନ୍ତି ବଲିଉଡର ଦିଗଜ ଅଭିନେତା ଜହନ ଅବ୍ରାହମ । ବଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରିରେ ଜହନ ବହୁତ ସୁପର ହିଟ ଫିଲ୍ମରେ ଅଭିନୟ କରିଛନ୍ତି ଓ ତାଙ୍କର ଲୋକପ୍ରିୟତା ମଧ୍ୟ ବହୁତ ଅଧିକ ରହିଛି । ସେ ନିଜ ବଲିଉଡ କାରିୟରର ଆରମ୍ଭ ଫିଲ୍ମ ‘ଜିସ୍ମ’ରୁ କରିଥିଲେ । ସେ ବହୁତ ଫିଲ୍ମରେ ଅଭିନୟ କରି ବଲିଉଡରେ ସଫଳତା ପାଇଛନ୍ତି ଓ ସେ କୋଟି କୋଟି ଟଙ୍କାର ମାଲିକ ମଧ୍ୟ ଅଟନ୍ତି ।

ଆଜି ତାଙ୍କ ପାଖରେ ସବୁକିଛି ଅଛି ହେଲେ ତାଙ୍କର କୌଣସି ଗର୍ବ ଓ ଅହଂକାର ନାହିଁ । ଜହନ ବହୁତ ଶାନ୍ତ ସ୍ଵଭାବର ମଣିଷ ଅଟନ୍ତି । ଜନ ଏକ ସାଧାରଣ ମଣିଷଙ୍କ ପରି ନିଜର ଜୀବନକୁ ଅତିବାହିତ କରନ୍ତି । ଜନ ନିଜ ଘରର ସମସ୍ତ କାମ କରନ୍ତି, ସେଥିପାଇଁ ଫ୍ୟାନ୍ସ ମାନେ ତାଙ୍କୁ ବହୁତ ଅଧିକ ପସନ୍ଦ କରନ୍ତି ।

୨- ଦ୍ଵିତୀୟ ରେ ହେଉଛନ୍ତି ଶାହରୁଖ ଖାନ । ବନ୍ଧୁଗଣ ଆମ ଲିଷ୍ଟର ଦୁତୀୟ ସ୍ଥାନରେ ଅଛନ୍ତି ବଲିଉଡର ଲୋକପ୍ରିୟ ଅଭିନେତା ଶାହରୁଖ ଖାନ । ବଲିଉଡର କିଙ୍ଗ ଖାନ ନାମରେ ପରିଚିର ଶାହରୁଖ ଖାନ ବଲିଉଡର ଜଣେ ପ୍ରସିଦ୍ଧ ଅଭିନେତା ଅଟନ୍ତି । ସେ ବଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରିରେ ବହୁତ ସୁପର ହିଟ ଫିଲ୍ମ କରି ବହୁତ ଲୋକପ୍ରିୟତା ହାସଲ କରିଛନ୍ତି । ବନ୍ଧୁଗଣ ଫିଲ୍ମ ବ୍ଯତୀତ ଶାହରୁଖଙ୍କର ଅନେକ ସାଇଡ ବିଜନେସ ମଧ୍ୟ ଅଛି ।

ରିପୋର୍ଟସ ମୁତାବକ ଜଣା ପଡିଛି ଶାହରୁଖ ଭାରତର ଧନୀ ମଣିଷଙ୍କ ମଧ୍ୟରେ ଦ୍ଵିତୀୟ ସ୍ଥାନରେ ଅଛନ୍ତି । ହେଲେ ଶାହରୁଖଙ୍କର କୌଣସି ଗର୍ବ ଓ ଅହଂକାର ନାହିଁ । ବନ୍ଧୁଗଣ ଶାହରୁଖ ସମସ୍ତ ଛୋଟ ବଡ କାମ କରିବା ପାଇଁ ପସନ୍ଦ କରିଥାନ୍ତି ଓ ତାଙ୍କର ବହୁତ ଚାରିଟି ମଧ୍ୟ ରହିଛି ।

୩- ତୃତୀୟ ରେ ହେଉଛନ୍ତି ନାନା ପାଟେକର । ବଲିଉଡର ଦିଗଜ ଅଭିନେତା ନାନା ପାଟେକର ମଧ୍ୟ ଆମ ଲିଷ୍ଟରେ ସାମିଲ ଅଛନ୍ତି । ଗୋଟେ ସମୟରେ ନାନା ଗୋଟେ ପରେ ଗୋଟେ ସୁପର ହିଟ ଫିଲ୍ମରେ ଅଭିନୟ କରି ବହୁତ ନାମ ଅର୍ଜନ କରିଥିଲେ । ବର୍ତ୍ତମାନ ସେ ବଲିଉଡର ବହୁତ କମ ଫିଲ୍ମରେ କାମ କରୁଛନ୍ତି ।

ଜଣେ ପ୍ରସିଦ୍ଧ ଅଭିନେତା ହୋଇ ମଧ୍ୟ ନାନା ଏକ ସାଧାରଣ ଜୀବନ ଅତିବାହିତ କରନ୍ତି । ସେ ସବୁବେଳେ ଅନ୍ୟର ସାହାର୍ଯ୍ୟ କରିବା ପାଇଁ ଇଛା କରନ୍ତି । ବନ୍ଧୁଗଣ ନାନାଙ୍କୁ ସମାଜ ସେବା କରିବା ପାଇଁ ବହୁତ ଅଧିକ ଭଲ ଲାଗେ ଓ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ କି ନାନା ନିଜର ସବୁ ପ୍ରପର୍ଟି ମହାରାଷ୍ଟ୍ର ର କୃଷକ ମାନଙ୍କ ନାଁ ରେ କରି ଦେଇଛନ୍ତି । ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।

Leave a Reply

Your email address will not be published. Required fields are marked *