ବନ୍ଧୁଗଣ ବର୍ତ୍ତମାନର ସମୟରେ ପ୍ରାୟ ଅଧିକାଂଶ ଲୋକ ଟଙ୍କା ଅର୍ଜନ କରିବା ପାଇଁ ବହୁତ ଚିନ୍ତାରେ ରହୁଛନ୍ତି । ଯାହାଫଳରେ ସେମାନେ ନିଜ ଜୀବନକୁ ଠିକ ଭାବରେ ଏଞ୍ଜୋଏ କରିପାରୁ ନାହାନ୍ତି । ବନ୍ଧୁଗଣ ଏହି ବ୍ୟସ୍ତ ବହୁଳତାରେ ରହୁଥିବା ଲୋକ ମାନଙ୍କ ମନୋରଞ୍ଜନ ପାଇଁ ଆଜିଆମେ କିଛି ମଜାଦାର ଜୋକ୍ସ ନେଇ ଆସିଛୁ ।
ଯାହାକୁ ପଢି ଆପଣ ମାନେ ବହୁତ ଏଞ୍ଜଏ କରିବେ । ବନ୍ଧୁଗଣ ଏହି ଓଡିଆ ଜୋକ୍ସକୁ ପଢି ଆପଣ ନିଜ ହସକୁ ରୋକି ପାରିବେ ନାହିଁ, ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ ।
୧. ଗୋଟେ ପୁଅ ନିଜର ଏକ୍ସ ଗାର୍ଲଫ୍ରେଣ୍ଡର ବିବାହରେ ଏମିତି ନାଗିନ ଡ୍ୟାନ୍ସ କରିଲା ଯେ, ଝିଅର ବାପାକୁ କହିବାକୁ ପଡିଲା ବର୍ତ୍ତମାନ ବିବାହ କରେଇବାକୁ ଦେବ ନା ନାଗମଣି ନେବ ?
୨. ହଲକା ହାଲକା ବର୍ଷା ହେଉଥିଲା ସେହି ସମୟରେ ସ୍ଵାମୀ ସ୍ତ୍ରୀକୁ କହିଲା… ସ୍ଵାମୀ- କଣ ଗୋଟେ ଖାଇବାକୁ ଇଛା ହେଉଛି… ସ୍ତ୍ରୀ-ତା ହେଲେ କଣ କହୁଛ ? ସ୍ଵାମୀ- ଟିକେ କଣ ବନେଇ ଆଣ ।
ଏହା ପରେ ସ୍ତ୍ରୀର ମୁହଁ ଦେଖି ସ୍ଵାମୀକୁ ମନେଇବାକୁ ପଡିଲା…
୩. ସମୟ ସବୁବେଳେ ବଦଳି ଥାଏ.. କାଲିକୁ ୧ ଜିବି ଡାଟା ବହୁତ ଅଧିକ ଥିଲା ହେଲେ ବର୍ତ୍ତମାନ କମ ପଡିଯାଉଛି ।
୪. ଶାଳି ନିଜ ଭିଣେଇକୁ କହିଲା…
ଶାଳି- ଯଦି ମୁ ତୁମର ଗାଲକୁ କିସ୍ କରିବି ତା ହେଲେ ତମେ କଣ କରିବ ?
ଭିଣେଇ- ମୁ ନିର୍ମଳ ବାବାଙ୍କ ପାଖକୁ ଯିବି…
ଶାଳି- ମାନେ ?
ଭିଣେଇ- ମୁ ନିର୍ମଳ ବାବାଙ୍କ ପାଖକୁ ଯାଇ କହିବି, ମୋତେ ଦୁନିଆର ସମସ୍ତ ସୁଖ ମିଳିଗଲା ।
୫. ସ୍ତ୍ରୀ ସ୍ଵାମୀକୁ ପଚାରିଲା…
ସ୍ତ୍ରୀ- ମୁ ନଥିଲେ ତମେ କଣ କରିବ ?
ସ୍ଵାମୀ- ଯଦି ତମକୁ କିଛି ହେଇଗଲା ନା ମୁ ପାଗଳ ହେଇଯିବି ।
ସ୍ତ୍ରୀ- ଦ୍ଵିତୀୟ ବିବାହ କରିବ ନାହିଁ ତ ?
ସ୍ଵାମୀ- ପାଗଳ ଉପରେ କଣ ଭରସା… କିଛି ବି କରିଦେବ ।
୬. ବଣ୍ଟି- ଜେଲକୁ ହିନ୍ଦୀରେ ହବାଲାତ କାହିଁକି କୁହନ୍ତି ?
ପପୁ- କାରଣ ଜେଲରେ କେବଳ ହିନ୍ଦୀରେ ହବା ଅର୍ଥାତ ପବନ ଆଉ ଲାତ ଅର୍ଥାତ ଗୋଇଠା ମିଳିଥାଏ ।
୭. କଣ କ୍ଷୀର ପିଇଲେ ସ୍ମରଣ ଶକ୍ତି ବଢିଥାଏ…
ମୋନୁ- ମା କୁହେ ଗାଈ କ୍ଷୀର ପିଇଲେ ସ୍ମରଣ ଶକ୍ତି ବଢିଥାଏ ।
ସୋନୁ- ତୋ ମା ବୋକା ଅଛନ୍ତି, ଯଦି କ୍ଷୀର ପିଇଲେ ସ୍ମରଣ ଶକ୍ତି ବଢିବ ତା ହେଲେ ବାଛୁରି ବୈଜ୍ଞାନିକ ହୋଇଯାଇଥାନ୍ତା ।
୮. ଯେତେବେଳେ ହଜିଗଲା ପପୁର ଘଣ୍ଟା
ପପୁ- ମୋର ଘଣ୍ଟା ହଜିଯାଇଛି ତୁ କେଉଁଠି ଦେଖିଛୁ କି ?
ଗପୁ- ନାହିଁ, ଚାଲୁଥିଲା ନା ବନ୍ଦ ଥିଲା ?
ପପୁ- ଚାଲୁଥିଲା ।
ଗପୁ- ତା ହେଲେ ନିଶ୍ଚୟ କେଉଁଠି ଚାଲି ପଳେଈ ଯାଇଥିବ ।
୯. ଶାଶୁ- ଭଗବାନ ତତେ ଦୁଇଟି ଆଖି ଦେଇଛନ୍ତି ତୁ ଚାଉଳରୁ ଦୁଇଟି ପଥର ବାହାର କରିପାରୁନୁ ?
ବୋହୁ- ଭଗବାନ ତୁମଙ୍କୁ ୩୨ଟି ଦାନ୍ତ ଦେଇଛନ୍ତି ତୁମେ କଣ ଦୁଇଟି ପଥରକୁ ଚୋବାଇ ପାରିବ ନାହିଁ ।
୧୦. ପପୁ- ପର୍ବ ପର୍ବାଣି କେବଳ କୁଆଁରା ଲୋକମାନେ ମନେଇ ଥାନ୍ତି, ହେଲେ ବିବାହିତ ମଣିଷ ତ କେବଳ ନିଜ ସ୍ତ୍ରୀଙ୍କୁ ମନେଇ ଥାନ୍ତି ।
୧୧. ସ୍ତ୍ରୀ ବାଇକ ରେ ବସିବା ପରେ
ସ୍ଵାମୀର ଜଙ୍ଘ ଉପରେ ହାତ କାହିଁକି ରଖିଥାଏ ?
ଜାଣିଛନ୍ତି ?
କାହିଁକି ନା ….
ସ୍ଵାମୀର ପକେଟ ରୁ ଗୁ ତଖାତ -ମ୍ଭା କୁଓ ଚୂନ ଡବା ରାସ୍ତାରେ
ଗଳି ନପଡୁ …
ପ୍ରେମ ତ ପ୍ରେମ ହୋଇଥାଏ ନା !!!
ଆପଣଙ୍କୁ ଆମର ଏହି ଜୋକ୍ସ ଗୁଡିକ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଏମିତି ମଜାଳିଆ ପୋସ୍ଟ ପାଇବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲିବେନି ।