ବନ୍ଧୁଗଣ ଆପଣ ସମାଜରେ ଯେହେତୁ ଜନ୍ମ ନେଇଛେ ରହିବା ପାଇଁ ଘର ଦରକାର ଖାଇବା ପାଇଁ ଖାଦ୍ୟ ଦରକାର ଜୀବନ ଯାପନ କରିବା ପାଇଁ ହେଲେ ବିଦ୍ୟାର ନିତାନ୍ତ ଆବଶ୍ୟକ ରହିଛି । ଆମ ଓଡ଼ିଶାରେ ଅନେକ ଗୁଡିଏ ଗାଁ ଗହଳି ଏବଂ ସହର ମାନଙ୍କ ରେ ବୋହୁତ ଗୁଡିଏ ପ୍ରାଇଭେଟ ସ୍କୁଲ ଗଢି ଉଠିଛି । କିନ୍ତୁ ଆଜି ଆମେ ଆପଣ ମାନଙ୍କ ଏପରି ସ୍କୁଲ ବିଷୟରେ କହିବାକୁ ଯାଉଛୁ ଯାହାକି ଆପଣ ଶୁଣିଲେ ଆଶ୍ଚର୍ଯ୍ୟ ହେବେ ।
ବନ୍ଧୁଗଣ ଏହି ସ୍କୁଲ ବାଟେଦେଇ ଯିଏ ଯାଉଛି ଘଢିଏ ସେଠି ଅଟକି ଯାଉଛି । କାହିଁକି ନା ସେଠିକାର ପରିବେଶ ସମସ୍ତ ମନକୁ ଆକଶ୍ରିତ କରିଦେଉଛି । ଆପଣ ମାନେ ବି ଅନେକ ଗୁଡିଏ ସ୍କୁଲ ଦେଖିଥିବେ ହେଲେ । ଏହି ସ୍କୁଲର ପରିବେଶ ଏକ ଭିନ୍ୟତମ । ଗୋଟିଏ ବିଦ୍ୟାର୍ଥୀ ପାଇଁ ଭଲ ଖାଦ୍ୟର ଆବଶ୍ୟକତା ନଥାଏ ଗୋଟିଏ ସୁସ୍ଥ ପରିବେଶ ଅବଶ୍ୟକତା ଦରକାର ଯାହାଫଳରେ କି ଗୋଟିଏ ବିଦ୍ୟାର୍ଥୀ ତାର ଲକ୍ଷ୍ୟ ସ୍ଥଳ ରେ ପହଞ୍ଚି ପାରିବ ।
ପୂର୍ବରୁ ଏହି ସ୍କୁଲ ବହୁତ ଛୋଟ ଥିଲା ସେତେବେଳେ ୧୬୧ ଜଣ ଛାତ୍ର ଛାତ୍ରୀ ପାଠ ପଢୁଥିଲେ ଯେବେଠୁ ରମେଶ ଚନ୍ଦ୍ର ସ୍ଵାଇଁ ଏହି ବିଦ୍ୟାଳୟକୁ ପ୍ରଧାନ ଶିକ୍ଷୟାକତା ଭାବେ ଯୋଗ ଦେଲେ ସେବେଠୁ ଏହି ବିଦ୍ୟାଳୟର ପରିବେଶର ପରିବର୍ତ୍ତନ ଆସିବା ସହ ଏହି ବିଦ୍ୟାଳୟରେ ଛାତ୍ର ଛାତ୍ରୀ ଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି ।
ଏହି ବିଦ୍ୟାଳୟକୁ ପୂର୍ବରୁ ଘର ଘର ବୁଲି ପିଲା ଡାକିଲେ ବି ଆସୁ ନଥିଲେ । କିନ୍ତୁ ଏବେ ଏହି ବିଦ୍ୟାଳୟକୁ ଏତେ ଆଡୁ ପିଲା ଆସୁଛନ୍ତି ଯେ ଯାହା ବସିବା ପାଇ ସ୍ଥାନ ନାହି । ଗାଁ ଠାରୁ ସହର ସାରା ଓଡିଶାରେ ଏବେ ପରିଚିତ । କ-ରୋ-ନା କା-ଳ-ରେ ଏହି ବିଦ୍ୟାଳୟ କୁ କେହି ପିଲାମାନେ ଆସୁନଥିବା ସମୟରେ କିନ୍ତୁ ଏହି ସମସ୍ତ ଶିକ୍ଷକ ମାନେ ବିଦ୍ୟାଳୟ ପରିବେଶ ଭିତରେ ଅନେକ ଗୁଡିଏ ଗଛ ଲଗାଇବା ପରିସ୍ଖାର ପରିବର୍ତ୍ନନ ଆଣିବା ଏହି ବିଦ୍ୟାଳୟ ର ଶିକ୍ଷକ ମାନଙ୍କ ର ଲକ୍ଷ ରହିଛି ।
ଏହି ମାଲକନିଗିରି ବିଦ୍ୟାଳୟର ପରିବେଶ ଭୀତ ଭୂମିକୁ କେମିତି ପରିବରତନ କରିବା ଏହି ବିଦ୍ୟାଳୟ ପ୍ରଧାନ ଶିକ୍ଷକ ମୁଖ୍ୟ ଲକ୍ଷ୍ୟ ରହିଛି । ସବୁବେଳେ ଲୋକମାନେ ସରକାରୀ ସ୍କୁଲ ଆଉ ପ୍ରାଇଭେଟ ସ୍କୁଲର ଦୋଷ ଆଉ ଦୃଗୁଣ ଦେଖିନ୍ତି ଆଉ ଭାବନ୍ତି ଆମ ପିଲା ମାନଙ୍କ ର ଜୀବନ କାଳେ ଅନ୍ଧକାର ହୋଇ ନଷ୍ଟ ହୋଇଯିବ ।
ଆଜି ଏହି ବିଦ୍ୟାଳୟ ଗୋଟିଏ ଆଦର୍ଶ ବିଦ୍ୟାଳୟ ରେ ପରିଗଣିତ ହୋଇଛି। ଏହି ବିଦ୍ୟାଳୟର ବହୁତ ପିଲା ମାନେ ନବୋଦୟ ପାଇ ନିଜ ନିଜର ଲକ୍ଷ୍ୟ ସ୍ଥଳ ରେ ପହଁଚି ପାରିଛନ୍ତି । ମାକାନିଗିରି ସରକାରୀ ବିଦ୍ୟାଳୟ ସାରା ଓଡିଶାରେ ଏକ ବଳିଷ୍ଟ ଉଦାହରଣ ଆଜି ପାଲଟିଛି । ଆପଣଙ୍କୁ ଆମର ଏହି ଆର୍ଟିକିଲଟି ଭଲ ଲାଗିଥିଲେ ଗୋଟେ ଲାଇକ କରିବେ ଓ ସାଙ୍ଗମାନଙ୍କ ସହ ସେୟାର କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।