ଗୋଟିଏ ଯୁବକର ବାହାଘର ହେଲା ଓ ସେ 3 ମାସ ପରେ ହିଁ ଗୋଟିଏ ପିଲାର ବାପା ହେଇଗଲା ଓ ସ୍ତ୍ରୀକୁ ପଚାରିଲା ଏ ତୋର ୩ ମାସରେ…(Odia Jokes)

ନମସ୍କାର ବନ୍ଧୁଗଣ ତେବେ ଆଜି କାଲିର ମଣିଷ ସବୁବେଳେ ନିଜ ଜୀଵନ ରେ ବ୍ୟସ୍ତ ରହୁଛନ୍ତି ଏବଂ ମାନସିକ ଚାପ ର ଶିକାର ହେଉଛନ୍ତି । ଜୀଵନ ର ଏହି ବ୍ୟସ୍ତଭରା ଏବଂ ଚିନ୍ତା ଗ୍ରସ୍ତ ଜୀଵନ ରେ ଟିକେ ଶାନ୍ତି ମିଳିବା ନିହାତି ଆବଶ୍ୟକ ଅଟେ । ତେଣୁ ସେଥିପାଇଁ ଆଜି ଆମେ ଆପଣ ଙ୍କୁ କିଛି ମଜାଦାରିଆ କମେଡ଼ି କଥା କହିବୁ ଯାହା ପଢିବା ପରେ ଆପଣଙ୍କ ମୁଣ୍ଡ ମଧ୍ୟ ଟିକେ ଥଂଡା ହୋଇଯିବ । ତେବେ ଆସନ୍ତୁ ଜାଣିନେବା ସେହି ଜୋକ୍ସ ବିଷୟ ରେ ।

୧- ଗୋଟିଏ ଛୁଆ ଏକ ପୁସ୍ତକ କୁ ବହୁତ ଧ୍ୟାନ ର ସହିତ ପଢୁଥିଲା।

ପୁସ୍ତକ ଟି ହେଉଛି ନିଜ ପିଲାକୁ କିପରି ଭଲ ଭାବରେ ଲାଳନ ପାଳନ କରିବେ।

ମାଆ- ତୁ କଣ ପାଇଁ ଏଇଟା ପଢ଼ୁଛୁ।

ଶିଶୁ- ଦେଖୁଛି ମୋର ଲାଳନ ପାଳନ ଠିକରେ ହୋଇଛି କିମ୍ବା ନାହିଁ।

୨- ସ୍ତ୍ରୀ- ପୁରୁଣା ପୋଷାକ ସବୁ ଡୋନେଟ କରିଦେବା।

ସ୍ୱାମୀ- ଡୋନେଟ କଣ କରିବା ଫିଙ୍ଗି ଦେ।

ସ୍ତ୍ରୀ- ନା ନା ଏମିତି ବହୁତ ଲୋକ ଅଛନ୍ତି ଯେଉଁମାନଙ୍କ ପାଖରେ ଖାଇବାକୁ ପିନ୍ଧିବାକୁ ନାହିଁ ଭୋକିଲା ଅଛନ୍ତି।

ସ୍ୱାମୀ- ଏଭଳି କେଉଁ ଭୋକିଲା ଥିବ ଯାହାକୁ ତୁମ ମାପ ର ଡ୍ରେସ ଫିଟ ହେବ।

୩- କାଲି ରାସ୍ତା ରେ ବଲୁ ସହ ପଢ଼ୁଥିବା ଝିଅ ଦେଖା ହେଲା।

ବଲୁ- ଆରେ ତୁମର ମନେ ଅଛି ଆମେ ଦୁଇ ଜଣ ଏକାଠି ପଢୁଥିଲେ।

ଝିଅ- ପଢୁ ତ ମୁ ଥିଲି ତୁ ତ ମୁରଗା ହେଉଥିଲୁ।

୪- ସଞ୍ଜନା ତୃତୀୟ ଥର ନିଜର ଡ୍ରାଇଭିଂ ଲାଇସେନ୍ସ ନେବାକୁ ଯାଇଥିଲା।

ଅଫିସର- ଆପଣ ଙ୍କ ଗୋଟିଏ ପାଖରେ ସ୍ୱାମୀ ଏବଂ ଅନ୍ୟ ପାଖରେ ଭାଇ ଅଛି ତେବେ ଆପଣ କାହାକୁ ମାରିବେ।

ସଞ୍ଜନା- ସ୍ୱାମୀ।

ଅଫିସର- ଆରେ ମ୍ୟାଡାମ ମୁଁ ତିନି ଥର କହି ସାରିଲେଣି ଆପଣ ବ୍ରେକ ମାରିବେ।

୫- ଗୋଟିଏ ପୁଅ ନିଜ କ୍ଳାସ ର ଗୋଟିଏ ଝିଅ କୁ ପଟେଇବା ପାଇଁ।

ହାଏ ସୁଇଟି ତୋ ଫୋନ ରେ ୫୦ ଟଙ୍କା ର ରିଚାର୍ଜ କରିଦେବି।

ଝିଅ – ନା।

ପୁଅ- ବା କେତେ ଭଲ ଝିଅ।

ଝିଅ- ୫୦୦ ଟଙ୍କା ର କରିଦିଅ ଟକଟାଇମ ଫ୍ରି।

ପୁଅ- ଯାଆ ଭଉଣୀ ଯାଆ।

୬- ବିବାହ ର ଗୋଟିଏ ଦିନ ପରେ ସ୍ୱାମୀ ସକାଳୁ ନିଜ ସ୍ତ୍ରୀ କୁ ମାରିବାକୁ ଲାଗିଲା।

ସମସ୍ତେ ପଚାରିଲେ କାହିଁ ମାରୁଛ।

ସ୍ୱାମୀ- ଆରେ ଏ ମୋ ଚା ରେ ତାବିଜ ପକେଇ ଦେଉଛି ମୋତେ ବଶ ରେ କରିବା ପାଇଁ ମାଆ ଠାରୁ ଅଲଗା କରିବା ପାଇଁ।

ସ୍ତ୍ରୀ- ଚୁପ ସେଇଟା ଟି ବ୍ୟାଗ।

୭- ମୁଁ କହିଲି ହେ ଚାନ୍ଦ କେବେ ଦେଖିଛୁ ମୋ ଚାନ୍ଦ ଭଳି ପ୍ରେମିକା କୁ।

ଚାନ୍ଦ- ହଁ ବହୁତ ଜଣଙ୍କ ସହ।

୮- ପରିବା ଵାଲା ଜୋରରେ ଜୋରରେ ଚିଲାଇ କହିଲା ୨୦ ଟଙ୍କା ର ଫୁଲ ଗୋବି ଯୋଡ଼ା।

ତେବେ ଏହା ଶୁଣି ସୋନୁ ମନ ଦୁଃଖ କଲା ଏବଂ କହିଲା ଦେଖ ଫୁଲଗୋବି ର ବି ଯୋଡ଼ା ଅଛି ବାସ ସିଙ୍ଗଲ ଖାଲି ମୁଁ ଅଛି।

୯- ଜ୍ୱାଇଁ ପୁଅ- ଶାଶୁ ମାଆ ଆପଣଙ୍କ ଝିଅ ପାଖରେ ବୁଦ୍ଧି ନାହିଁ। ମୁଁ ଯଦି ବିବାହ ପୂର୍ବରୁ ଜାଣିଥାନ୍ତି ତେବେ କେବେବି ବାହା ହୋଇ ନଥାନ୍ତି।

ଶାଶୁ ମାଆ- ଅରେ ପୁଅ ବିବାହ ବେଳେ ତୁମେ ଖାଲି ହାତ ମାଗିଥିଲ ବୁଦ୍ଧି ର କିଛି କଥା ବାର୍ତ୍ତା ହିଁ ହୋଇ ନଥିଲା।

ଜ୍ୱାଇଁ ପୁଅ ବେହୋଶ।

10- ଗୋଟିଏ ଯୁବକର ବାହାଘର ହେଲା ଓ ସେ 3 ମାସ ପରେ ହିଁ ଗୋଟିଏ ପିଲାର ବାପା ହେଇଗଲା

ସେ ବହୁତ ଖୁସି ତ ଥିଲା କିନ୍ତୁ ଟିକେ କନ୍ଫ୍ୟୁଜନ ଥିଲା

ଯୁବକ ସ୍ତ୍ରୀ କୁ – ୩ ମାସରେ ତୋର ପିଲା କେମିତି ହେଇଗଲା

ପତ୍ନୀ- ତୁମ ବାହାଘରକୁ କେତେ ମାସ ହେଲା କୁହ ?

ଯୁବକ – ୩ ମାସ

ସ୍ତ୍ରୀ- ମୋ ବାହାଘରକୁ କେତେ ମାସ ହେଲା ?

ଯୁବକ- ୩ ମାସ

ସ୍ତ୍ରୀ – ଓ ଆମ ପିଲା କେତେ ମାସ ପରେ ଜନ୍ମ ହେଲା

ଯୁବକ- ୩ ମାସ ପରେ

ସ୍ତ୍ରୀ – ଟୋଟାଲ କେତେ ମାସ ହେଲା ?

ସ୍ଵାମୀ- ଆରେ ହଁ ତ, ପୁରା ୯ ମାସ ତ ହେଇଗଲା !

ତୁ ମୋର ବହୁତ ଭଲ ସ୍ତ୍ରୀ କହି ଖୁସିରେ ନାଚିବାକୁ ଲାଗିଲା

Leave a Reply

Your email address will not be published. Required fields are marked *