ଗୋଟିଏ ପାଗଳ ନିଜକୁ ଆଇନାରେ ଦେଖି ଭାବୁଛି, ‘ଆରେ ୟାକୁ ମୁଁ କଉଠି ଦେଖିଛି ? ବହୁତ ସମୟ ପରେ ‘ଆରେ ଇଏ ତ ସେଇ ଯିଏ ମତେ…’ (Odia Jokes)

ଆଜି ଆମେ ଆପଣଙ୍କ ପାଇଁ କିଛି ମଜାଦାର ଜୋକ ନେଇ ଆସିଛୁ । ଯାହାକି ଆପଣଙ୍କୁ ବ୍ୟସ୍ତପୂର୍ଣ ଜୀବନ ମଧ୍ୟରେ କିଛି ସମୟ ଖୁସିରେ ରହିବା ପାଇଁ ସୁଯୋଗ ଦେବ । ଏହି ସବୁ ମଜାଦାର ଜୋକ ସୋସିଆଲ ମିଡିଆରେ ବହୁତ ଭାଇରାଲ ହେଉଛି । ଯାହା ସବୁ ଆପଣଙ୍କୁ ମଜାଦାର ଲାଗିବ । ତେବେ ଚାଳନ୍ତୁ ସେହି ସବୁ ମଜାଦାର ଜୋକ ବିଷୟରେ ଜାଣିବା ।

ଜୋକ – ୧

ଅକବର ବୀରବଲକୁ ୩ ଟି ପ୍ରଶ୍ନ ପଚାରିଲେ

୩ ଟିର ଉତ୍ତର ଗୋଟିଏ ହେବା ଦରକାର

୧. କ୍ଷୀର କାହିଁକି ଉତୁରି ଯାଏ ?

୨. ପାଣି କାହିଁକି ବୋହି ଯାଏ ?

୩. ତରକାରୀ କାହିଁକି ଜଳିଯାଏ ?

ବୀରବଲ ଉତ୍ତର ଦେଲା –

ୱ୍ହାତ୍ସଆପ କାରଣରୁ ।

ଜୋକ – ୨

ସ୍ଵାମୀ ଓ ସ୍ତ୍ରୀ ମଧ୍ୟରେ କଥାବାର୍ତ୍ତା ବନ୍ଦ ଥିଲା…..

ସକାଳେ ସ୍ଵାମୀକୁ ଜଲ୍ଦି ଯିବାର ଥିଲା….

ସେ ରାତିରେ ପେପରରେ ଲେଖିଲା…

‘ମୋତେ ସକାଳ ୫ ଟା ରେ ଉଠାଇ ଦବ….କାମ ଅଛି…..’

ସେହି କାଗଜକୁ ସ୍ତ୍ରୀର ତକିଆ ତଳେ ରଖି ଦେଲା…’

ସକାଳେ ୮ ଟା ବେଳେ ଉଠିଲା ତ ସେ ଦେଖିଲା କି

ତା ଉପରେ ବହୁତ ପେପର ପଡି ଥିଲା

ସବୁ ଉପରେ ଲେଖା ଥିଲା କି

‘ଉଠି ଯାଅ ୫ ଟା ବାଜି ଗଲାଣି’

‘ଉଠି ଯାଅ, ଡେରି ହେଇଯିବ’

ସେଥିପାଇଁ କହିଦେଉଛୁ କି ସ୍ତ୍ରୀ ସହ କେବେ ବି ପଙ୍ଗା ନବ ନାହିଁ

ଜୋକ – ୩

ଯେତେବେଳେ ମୁଁ ତାକୁ ପ୍ରପୋଜ କରିଲି ତ ସେ କହିଲା –

‘ମୋତେ ନିଜର କ୍ଯାରିୟର ବାଛିବାର ଅଛି,

ମୋର ସ୍ଵପ୍ନ ଅଛି, ଯାହାକୁ ପୁରା କରିବାର ଅଛି….!’

ଆଜି ବହୁତ ବର୍ଷ ପରେ ଦେଖା ହେଲା

ସେ ଗାଈ ଗୋବରର ଲେପ ତିଆରି କରୁଛି

ସତରେ ଆଖିରୁ ଲୁହ ଚାଲି ଆସିଲା….

ଭଲ କ୍ଯାରିୟର ବାଛିଛି……!!

ଜୋକ – ୪

ଦୁଇ ଜଣ ବୟସ୍କ ଦମ୍ପତ୍ତି ଅଦାଲତରେ ଛାଡପତ୍ର ପାଇଁ ଗଲେ…..

ଜଜ – ଏହି ବୟସରେ ଛାଡପତ୍ର ନେଉଛନ୍ତି କଣ ପାଇଁ ?

ମହିଳା – ଜଜ ସାହାଏବ ! ମୋ ସ୍ଵାମୀ ମୋ ଉପରେ ମାନସିକ ଅତ୍ୟାଚାର କରୁଛନ୍ତି…!

ଜଜ – କେମିତି ?

ମହିଳା – ତାଙ୍କର ଯେତେବେଳେ ଇଚ୍ଛା ହବ ସେ ମୋତେ ଭଲ ଖରାପ କହି ଦିଅନ୍ତି…

କିନ୍ତୁ ମୁଁ ଯେତେବେଳେ ତାଙ୍କୁ ଶୁଣାଇବା ଆରମ୍ଭ କରିଥାଏ ତେବେ ସେ କାନରୁ ମେସିନ ବାହାର କରି ଦିଅନ୍ତି…..!!

ଜୋକ – ୫

ଗୋଟିଏ ପାଗଳ ନିଜକୁ ଆଇନାରେ ଦେଖି

ଚିନ୍ତା କାରୁଛି…

‘ଆବେ ୟାକୁ ମୁଁ କଉଠି ଦେଖିଛି ?’

ବହୁତ ସମୟ ଚିନ୍ତା କରିବା ପରେ….

ସଲା ୟେ ତ ସିଏ ଅଟେ….

ଯିଏ ସେ ଦିନ ମୋ ସହ ଚୁଟି କାଟୁଥିଲା…..!!

ଜୋକ – ୬

ଛାତ୍ର – ସାର, ଏହିଭଳି ସ୍ତ୍ରୀକୁ କଣ କୁହନ୍ତି…

ଯିଏ ଗୋରୀ ହୋଇଥିବ, ଲମ୍ବା ହୋଇଥିବ, ବୁଦ୍ଧିମାନ ହୋଇଥିବ,

ସ୍ଵାମୀକୁ ବୁଝୁଥିବ…?

କେବେ ବି ଝଗଡା କରୁ ନ ଥିବ…?

ସାର – ମନର କଳ୍ପନା…….

Leave a Reply

Your email address will not be published. Required fields are marked *