8 ବର୍ଷର ପୁଅକୁ ଛାଡି ଡ୍ରାଇଭର ପ୍ରେମରେ ପାଗଳ ହେଇ ଫେରାର ହେଲା ମା, ପୁରା ଘଟଣା ଜାଣିଲେ ଆପଣ ମୁଣ୍ଡରେ ହାତ ଦେବେ

ବନ୍ଧୁଗଣ ଆମକୁ ଏହି ସମାଜକୁ ଆଣିଛି ସେ ହେଉଛି ଆମ ମା ଅନ୍ଧକାରରୁ ଆଲୋକ ଦେଖାଉଛି ସେ ଆଉ କେହି ନୁହେଁ ଆମ ଜନ୍ମକଲା ମା । ଦଶ ମାସ ଦଶ ଦିନ ଗର୍ଭରେ ରହି ବାହାର ଦୁନିଆକୁ ଆଲୋକ ଦେଖାଏ ସେ କେହି ନୁହେଁ ଆଉ ଆମ ମାଆ । ଆଉ କିଛି ଏହି ସମାଜରେ ମାଆ ଥାନ୍ତି ଜନ୍ମ କରି ଅନ୍ୟ ଜଣକ ହାତରେ ଟେକିଦେଇ ସନ୍ତାନକୁ ଅନ୍ଧକାର ଭିତରକୁ ଠେଲିଦେଇ ଚାଲି ଯାଆନ୍ତି ତାହା ଆପଣଙ୍କୁ ସେହି ମାଆଙ୍କ ବିଷୟରେ ଆଜି କହିବୁ ଯାହାକି ଆପଣଙ୍କ ଶୁଣିଲେ ଆପଣମାନେ ବି ଚକିତ ହେବେ । ଆସନ୍ତୁ ଜାଣିବା ସେହି ମାଆଙ୍କ ବିଷୟରେ ।

ବନ୍ଧୁଗଣ ପ୍ରେମ ଗୋଟିଏ ଏମିତି ଅଜବ ଅନ୍ୟତିକ ସମ୍ପର୍କ ଯାହା ଠାରେ ବାନ୍ଧି ହୁଏ ତାହା ଛାଡେନି । ସମସ୍ତେ ସମସ୍ତଙ୍କ ସହ ପ୍ରେମରେ ଜଡିତ । ଆଜି କାଲି ଏହି ସମାଜ ଜାତି ଏତେ ଖରାପ ଦିଗକୁ ଗତି କଲାଣି ଯାହାକି ନ କହିବା ଭଲ । ଗୋଟିଏ ଛୁଆ ଯଦି ସମାଜରେ ଜନ୍ମ ନିଏ ମୁଖ୍ୟ ଭୂମିକା ତାର ମାଆର ହିଁ ଥାଏ। ଆମେ ଆଜି ଜଗତସିଂହପୁର ଜିଲ୍ଲାର ବାଲିକୁଦା ଗ୍ରାମର କଥା କହୁଛୁ ଯେଉଁଠି କି ଜଣେ ସ୍ତ୍ରୀ ତାର ସ୍ବାମୀକୁ ଛାଡି ଏକ ଡ୍ରାଇଭର ପ୍ରେମ ଜାଲରେ ଫସି କରି 8 ବର୍ଷର ଛୁଆକୁ ଛାଡି ଚାଲିଗଲା ।

ଜଗତସିଂହପୁର ଜିଲ୍ଲା ବାଲିକୁଦା ଗାଁରେ ଏହା ଚର୍ଚ୍ଚାର ବିଷୟ ପାଲଟିଛି । କେମିତି ଏହି ଏହି ମାଆ ଏତେ ନିଷ୍ଟୁର ଆଉ ନିର୍ଦ୍ୱୟ ହୋଇପାରିଲା । ଗୋଟିଏ ଛୁଆକୁ ଖାଲି ଜନ୍ମ ଦେଇଦେଲେ ଗୋଟିଏ ମାଆର କର୍ତ୍ତବ୍ୟ ସରି ନଥାଏ । ପିଲାଟିକୁ ଉଚ୍ଚ ଶିକ୍ଷିତ କରିବା ଅନ୍ଧକାରରୁ ଆଲୋକକୁ ଆଣିବା ଏହା ଗୋଟିଏ ମାଆର ମୁଖ୍ୟ ଭୂମିକା ଥାଏ ।

ବାଲିକୁଦା ଗ୍ରାମର ଏହି ଯୁବତୀ 12 ବର୍ଷ ତଳେ ଗୋଟିଏ ପୁରୁଷ ସହ ପ୍ରେମ ବିବାହ ବନ୍ଦନ ରେ ବାନ୍ଧି ହୋଇ ରହିଥିଲେ । କିନ୍ତୁ ଦୁଃଖ ଆଉ ପରିତାପର ବିଷୟ ଏହି ଯୁବତୀ ଫୁଣି ଟଙ୍କା ଲୋଭ ରେ ଗୋଟିଏ ଡ୍ରାଇଭର ସହ ପ୍ରେମ ବନ୍ଦନ ରେ ବାନ୍ଧି ହୋଇ ସନ୍ଧ୍ୟା ସମୟରେ ଲାଟିନ ଯିବା ବାହାନା ଦେଖାଇ ଘରୁ କିଛି ଅଳଙ୍କାର ସହ କିଛି ଟଙ୍କା ନେଇ ରାତି 8 ଟା ସମୟରେ 8 ବର୍ଷ ର ପିଲାକୁ ଛାଡି ଡ୍ରାଇଭର ସହ ପଳାଇ ଯାଇଥିଲା ।

ଯିବା ବେଳେ ଟିକେ ବି ଜନ୍ମ କରିଥିବା ପିଲାର କଥାକୁ ସେ କେବେ ଚିନ୍ତା କରି ନଥିଲା ସେ ପିଲାଟି କେମିତି ବଞ୍ଚିବ କାହାକୁ ନେଇ ଏହି ସମାଜ ରେ ସେ ବଞ୍ଚିବା ଶିଖିବ ତାହା ଜଗତସିଂହପୁର ଜିଲ୍ଲାରେ ଏକ ଚର୍ଚ୍ଚା ର ବିଷୟ ପାଲଟିଛି । ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଏପରି ମା କୁ ଆପଣ କଣ କହିବେ ? ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ରହିବା ପାଇଁ ପେଜକୁ ଲାଇକ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *