‘ତାଙ୍କ ଆଖି କାଢ଼ିଲା ବେଳେ ମତେ ବହୁତ….’ ନର୍ସ ବଖାଣିଲେ RaiMohan ଙ୍କ Eye Donate କରିବା ସମୟର ଛାତିଥରା ଅନୁଭୂତି, ଶୁଣିଲେ ଆପଣ କାନ୍ଦି ପକେଇବେ…ଦେଖନ୍ତୁ Video

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଆପଣ ମାନେ ତ ଜାଣିଥିବେ, ଓଲିଉଡ ଇଣ୍ଡଷ୍ଟ୍ରୀ ର ବରିଷ୍ଠ ଅଭିନେତା ରାଇମୋହନ ପରିଡ଼ା ଆତ୍ମହତ୍ୟା କରି ଦେଇଛନ୍ତି । ଏହା ପଛରେ କଣ କାରଣ ରହିଛି ତାହା ବର୍ତ୍ତମାନ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇ ପାରି ନାହିଁ । ତେବେ ରାଇମୋହନ ଖଳନାୟକ ଭାବରେ ବେଶ ପରିଚିତ । ତାଙ୍କ ଅଭିନୟ ଦର୍ଶକ ମାନେ ବହୁତ ମାତ୍ରାରେ ପସନ୍ଦ କରନ୍ତି ଏବଂ ତାଙ୍କର ପ୍ରଶଂସା ମଧ୍ୟ କରନ୍ତି । ରାଇମୋହନ ଙ୍କ ଭଳି କଳାକାର ଅଦ୍ୱିତୀୟ ଅଟନ୍ତି ।

ରାଇମୋହନ ଏଭଳି ହଠାତ କାହିଁକି ପଦକ୍ଷେପ ନେଇଛନ୍ତି ତାହା ବର୍ତ୍ତମାନ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇ ନାହିଁ । ତେବେ ଆପଣ ମାନଙ୍କୁ କହିବାକୁ ଚାହିଁବୁ ଯେ, ଓଲିଉଡ ଇଣ୍ଡଷ୍ଟ୍ରୀ ର ଏହି ମହାନ କଳାକାର ନିଧନ ପରେ ନିଜର ଆଖି ଦାନ କରିଛନ୍ତି । ତେବେ ଏହି ସମ୍ବନ୍ଧରେ ଡାକ୍ତର ନିଜର କଣ ମତ ରଖିଛନ୍ତି ଆସନ୍ତୁ ସେହି ସମ୍ବନ୍ଧରେ ବିସ୍ତାର ରୂପରେ ଜାଣିବା । ତେବେ ଚକ୍ଷୁ ଦାନ ହେଉଛି ମହତ ଦାନ ।

ଯଦିଓ ରାଇମୋହନ ପରିଡ଼ା ଏହି ଦୁନିଆ ରେ ଆଉ ନାହାନ୍ତି କିନ୍ତୁ ଚକ୍ଷୁ ଦାନ କରି ସେ ଅମର ହୋଇ ଯାଇଛନ୍ତି । କାରଣ ତାଙ୍କ ଆଖି ରେ ଅନ୍ୟ କୌଣସି ବ୍ୟକ୍ତି ଏହି ସୁନ୍ଦର ଦୁନିଆ କୁ ଦେଖି ପାରିବ । ଯେଉଁ ଡାକ୍ତର ରାଇମୋହନ ଙ୍କ ଚକ୍ଷୁ କୁ କାଢ଼ିଥିଲେ ସେ ଡାକ୍ତର ହେଉଛନ୍ତି ସୁମିତ୍ରା ରାଉତ । ତେବେ ଡାକ୍ତର ଙ୍କ କହିବାନୁଯାୟୀ, ଯେତେବେଳେ ସେ ଅନ୍ୟ ସମସ୍ତଙ୍କ ଆଖି କାଢ଼ନ୍ତି ସେତେବେଳେ ତାଙ୍କୁ କିଛି ଅନୁଭବ ହୁଏ ନାହିଁ ।

କିନ୍ତୁ ଯେତେବେଳେ ସେ ରାଇମୋହନ ଙ୍କ ଆଖି କାଢ଼ି ଥିଲେ ସେତେବେଳେ ତାଙ୍କୁ ବହୁତ କଷ୍ଟ ଅନୁଭୂତ ହୋଇଥିଲା । କିନ୍ତୁ ସେ ସାହସ ର ସହିତ ରାଇମୋହନ ଙ୍କ ଆଖି କୁ ସଫଳତା ର ସହିତ କାଢ଼ିଥିଲେ ଏବଂ କହିଥିଲେ ଯେ, ରାଇମୋହନ ଅନ୍ୟ କୌଣସି ବ୍ୟକ୍ତି ଙ୍କ ଆଖି ରେ ଅମର ହୋଇ ରହିଯିବେ । ଏହା ସହିତ ସେ କହିଛନ୍ତି ଯେ, ରାଇମୋହନ ବହୁତ ଭଲ ବ୍ୟକ୍ତିତ୍ୱ ଥିଲେ ।

ସେ ସର୍ବଦା ଅନ୍ୟ କୁ ସାହାଯ୍ୟ କରିବାରେ ତତ୍ପର ରୁହନ୍ତି । ରାଇମୋହନ ପୂର୍ବରୁ ଡାକ୍ତର ଙ୍କ ସହିତ ଆଖି ଦାନ କରିବେ ବୋଲି ମଧ୍ୟ କଥା ହୋଇଥିଲେ । ଯେତେବେଳେ ସେ ରାଇମୋହନ ପରିଡ଼ା ଙ୍କ ମୃତ୍ୟୁ ଖବର ଶୁଣିଥିଲେ ସମ୍ପୂର୍ଣ୍ଣ ରୂପରେ ଆଶ୍ଚର୍ଯ୍ୟ ଚକିତ ହୋଇଯାଇଥିଲେ ।

କିନ୍ତୁ ପରେ ବହୁତ ଅଧିକ ସମୟ ନେଇ ରାଇମୋହନ ପରିଡ଼ା ଙ୍କ ଆଖି ସୁଚାରୁ ରୂପରେ କାଢ଼ି ସୁରକ୍ଷିତ ରଖିଛନ୍ତି । ଖୁବ ଶୀଘ୍ର ତାଙ୍କ ଆଖି ଅନ୍ୟ ର ଶରୀର ରେ ଲାଗିବ ଏବଂ ସେ ରାଇମୋହନ ଙ୍କ ଆଖି ରେ ସାରା ଦୁନିଆ ଦେଖିବ । ତେବେ ଏହି ସମ୍ବନ୍ଧରେ ଆପଣ ମାନେ ନିଜର କଣ ମତାମତ ରଖିବେ ତାହା ଆମକୁ ନିଶ୍ଚିତ ଭାବରେ ଜଣାଇବେ ।

Leave a Reply

Your email address will not be published. Required fields are marked *