ନମସ୍କାର ବନ୍ଧୁଗଣ ତେବେ ବର୍ତ୍ତମାନ ସମୟରେ ଦିନରେ ଚୁଟି ଝଡିବା ଏକ ସାଧାରଣ ସମସ୍ୟା ହୋଇଗଲାଣି ।ଛୋଟ ପିଲା ଠାରୁ ଆରମ୍ଭ କରି ବୃଦ୍ଧ ପର୍ଯ୍ୟନ୍ତ ସମସ୍ତଙ୍କ ଠାରେ କେଶ ଝଡିବା ଭଳି ସମସ୍ୟା ଦେଖାଯାଉଛି । ଏହି ସମସ୍ୟାକୁ ଦୂର କରିବା ପାଇଁ ମାର୍କେଟ ରୁ ମିଳୁଥିବା ବିଭିନ୍ନ ପ୍ରକାର ଅଏଲ ମଧ୍ୟ ବ୍ୟବହାର କରିଥାନ୍ତି। କିନ୍ତୁ ତାହା କେଶ ଝଡିବା ସମସ୍ୟାକୁ ଦୂର କରିବା ପରିବର୍ତ୍ତେ ଅଧିକ କରାଇଥାଏ ।
ଆଜି ଆମେ ଆପଣ ମାନଙ୍କୁ ଏକ ଘରୋଇ ଉପାୟ ବିଷୟରେ ଜଣେଇବୁ ଯାହା ବ୍ୟବହାର କରିବା ଦ୍ୱାରା କେଶ ଝଡିବା ସମସ୍ୟା ସମ୍ପୂର୍ଣ୍ଣ ଦୂର ହୋଇଯିବ । ତେବେ ଆସନ୍ତୁ ଜାଣିବା ସେହି ସହଜ ଓ ସରଳ ଘରୋଇ ଉପାୟ ବିଷୟରେ। ତେବେ ପ୍ରଥମେ ଆପଣ ମାନେ ଏକ ବାଉଲ ନିଅନ୍ତୁ ଏବଂ ସେଥିରେ ଏକ ଚାମଚ ନଡିଆ ତେଲ ଦିଅନ୍ତୁ ଆପଣ ମାନେ ସମସ୍ତେ ଜାଣିଥିବେ ହେୟାର ଗ୍ରୋଥ ପାଇଁ ବହୁତ ସାହାର୍ଯ୍ୟ କରିଥାଏ ।
ଏହାକୁ ରେଗୁଲାର ୟୁଜ କରିବା ଦ୍ୱାରା ଆମ ହେୟାର ଭଲ ରହିଥାଏ ଏବଂ ମଜବୁତ ମଧ୍ୟ ବନିଥାଏ । ଆପଣ ମାନେ ଆପଣଙ୍କ ହେୟାରର ଲେନ୍ଥ ଅନୁସାରେ ନଡିଆ ତେଲ ଅଧିକ ନେଇ ପାରିବେ । ଦ୍ୱିତୀୟ ସାମଗ୍ରୀ ଆପଣଙ୍କୁ ଆବଶ୍ୟକ ହେବ ସୋରିଷ ତେଲ ଏକ ଚାମଚ ଦିଅନ୍ତୁ।ସୋରିଷ ତେଲ ଆମ ଖାଇବା ପଦାର୍ଥକୁ ଟେଷ୍ଟି କରିବା ସହିତ ଶରୀରର ମାଲିସ ପାଇଁ ଉପଯୋଗୀ ହୋଇଥାଏ । ଏଥି ସହିତ ଆମ ହେୟାର ଗ୍ରୋଥ କରିବାରେ ମଧ୍ୟ ସାହାର୍ଯ୍ୟ କରିଥାଏ ।
ଯଦି ଆପଣ ମାନେ ଆପଣଙ୍କ କେଶକୁ ଅଧିକ ଲମ୍ୱା ଓ ଘନ କରିବା ପାଇଁ ଚାହୁଁଥାନ୍ତି ତେବେ ସୋରିଷ ତେଲ ନିଶ୍ଚୟ ଏଡ୍ କରନ୍ତୁ । ଏହାପରେ ଦୁଇଟି ସାମଗ୍ରୀକୁ ଭଲ ଭାବରେ ମିକ୍ସ କରି ନିଅନ୍ତୁ । ଏହାକୁ ଆପଣ ମାନେ ହେୟାର ରେ ଆପ୍ଲାଏ କରନ୍ତୁ ଯାହାଫଳରେ ଆପଣଙ୍କ ହେୟାର ଫଲର ସମସ୍ୟା ଦୂର ହୋଇଯିବ। ତେବେ ଏହି ତେଲକୁ ଲଗାଇବା ପୂର୍ବରୁ ପ୍ରଥମେ ଟିକିଏ ଉଷୁମ କରି ନିଅନ୍ତୁ ନହେଲେ ଖରାରେ ଟିକିଏ ରଖି ଦିଅନ୍ତୁ ।
ଏହାପରେ ଏହି ତେଲକୁ ଆପଣଙ୍କ ହେୟାରରେ ଲଗେଇବେ ଯେମିତି ଆପଣ ମାନେ ନରମାଲ ତେଲ ବ୍ୟବହାର କରିଥାନ୍ତି । ପ୍ରଥମେ ଆପଣ ମାନେ ଆଙ୍ଗୁଳି ସାହାର୍ଯ୍ୟରେ ତେଲକୁ ନେଇ ଚୁଟି ର ମୂଳରେ ମସାଜ କରନ୍ତୁ । ଯେଉଁ ମାନଙ୍କର ଚନ୍ଦାପଣର ସମସ୍ୟା ରହିଛି ତାହା ମଧ୍ୟ ଦୂର ହେବ ଏବଂ ଚୁଟି କଳା ମଧ୍ୟ କରିଥାଏ । ତେଣୁ ଆପଣ ମାନେ ସମ୍ପୂର୍ଣ୍ଣ କେଶରେ ଲଗାଇ ସାରିବା ପରେ ଏହାକୁ ଏକ ଘଣ୍ଟା ରଖି ପାରିବେ ନଚେତ୍ ପୂରା ରାତି ଲଗାଇ ରଖିପାରିବେ ।
ସକାଳେ ନରମାଲ ପାଣିରେ ୱାସ କରିନେବେ । ଏହି ତେଲକୁ ଲଗେଇବା ଦ୍ୱାରା ଆପଣଙ୍କ ଚୁଟି ଷ୍ଟ୍ରଙ୍ଗ ହେବା ସହ କଳା ଓ ଘନ ମଧ୍ୟ କରାଇଥାଏ । ତେବେ ଏହି ଲେଖା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ। ତେବେ ଏହାକୁ ନେଇ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ । ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।