କାହିଁକି ଏହି 4 Actor ଙ୍କୁ Bollywood ର ଲୋକପ୍ରିୟ ଆକ୍ଟ୍ରେସ୍ Rani Mukerji କରନ୍ତି ଏତେ ଘୃଣା

ନମସ୍କାର ବନ୍ଧୁଗଣ ତେବେ ଆମ ବଲିଉଡ କୁ ମାୟା ର ନଗରୀ ମଧ୍ୟ କୁହାଯାଏ ଏହାର ସବୁ ଆଡେ ଚର୍ଚ୍ଚା ମଧ୍ୟ ଲାଗି ରହିଥାଏ ସେ ଦେଶ ହେଉ କିମ୍ବା ବିଦେଶ ସବୁଠି ବଲିଉଡ ର ଯାଦୁ ରହିଛି । ତେବେ ଆମର ଏହି ବଲିଉଡ଼ ରେ ଅନେକ ମହାନ କଳାକାର ଅଛନ୍ତି ଯେଉଁମାନେ ନିଜ ଅଭିନୟ ର ପ୍ରତିଭା ତଥା ଯାଦୁ ରେ ଲୋକ ମାନଙ୍କ ହୃଦୟ କୁ ଜିଣିବାରେ ସଫଳ ହୋଇ ପାରିଛନ୍ତି । ତେବେ ସେହି କଳାକାର ମାନଙ୍କ ମଧ୍ୟରୁ ଜଣେ ହେଉଛନ୍ତି ସୁନ୍ଦରୀ ଅଭିନେତ୍ରୀ ରାଣୀ ମୁଖାର୍ଜୀ ।

ତେବେ ରାଣୀ ଙ୍କୁ କିଏ ନ ଜାଣେ ସେ ବଲିଉଡ ଜଗତରେ ରାଜା କି ଆୟେଗି ବରାତ୍,ହେଲୋ ବ୍ରଦର୍,ହଦ୍ କର୍‌ଦି ଆପ୍‌ନେ,କଭି ଖୁସି କଭି ଗମ୍, ପ୍ୟାର୍ ଦିୱାନା ହୋତା ହୈ ଆଦି ଅନେକ ସିନେମା ରେ ଅଭିନୟ କରି ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରି ପାରିଥିଲେ । ତେବେ ରାଣୀ ମୁଖାର୍ଜୀ ଆମ ବଲିଉଡ ଜଗତର କିଛି ଏଭଳି କଳାକାର ରହିଛନ୍ତି ଯାହାଙ୍କୁ ସେ ବହୁତ ଘୃଣା କରି ଥାଆନ୍ତି । ତେବେ ଆସନ୍ତୁ ଜାଣିନେବା ସେହି କଳାକାର ମାନେ କିଏ ।

୧- ପ୍ରଥମ ରେ ହେଉଛନ୍ତି ଗୋବିନ୍ଦା । ତେବେ ଗୋଟିଏ ସମୟ ଥିଲା ଯେତେବେଳେ ଗୋବିନ୍ଦା ଏବଂ ରାଣୀ ଙ୍କ ର ପ୍ରେମ ର କାହାଣୀ ସବୁଆଡେ ଚର୍ଚ୍ଚା ର ବିଷୟ ଥିଲା ତେବେ ହଦ୍ କର୍‌ଦି ଆପ୍‌ନେ ରୁ ହିଁ ଏହି ପ୍ରେମ ଆରମ୍ଭ ହୋଇଥିଲା ତେବେ ରାଣୀ ଗୋବିନ୍ଦା ଙ୍କୁ ପ୍ରେମ ର ନିବେଦନ କରିଥିଲେ କିନ୍ତୁ ଗୋବିନ୍ଦା ତାଙ୍କୁ ମନା କରି ଦେଇଥିଲେ କାରଣ ସେ ଆଗରୁ ବିବାହିତ ଥିଲେ । ତେବେ ଏହା ପର ଠାରୁ ଦୁହିଁଙ୍କ ଭିତରେ କୌଣସି ଭଲ ସଂପର୍କ ରହିଲା ନାହିଁ ।

୨- ଦ୍ଵିତୀୟ ରେ ହେଉଛନ୍ତି ଆମୀର ଖାନ । ତେବେ ରାଣୀ ଏବଂ ଆମିର ଙ୍କ ର ଅନେକ ସିନେମା ଆପଣ ଦେଖିଥିବେ । ତେବେ ବର୍ତ୍ତମାନ ଏକ ଫିଲ୍ମ ରେ ଯାହାର ନାମ ହେଉଛି ଲାଲ ସିଂହ ଚଡା ରେ ତାଙ୍କୁ ଅଫର ଆସିଥିଲା ଏବଂ ସେ ଏହାକୁ ଗ୍ରହଣ କରିବା ପୂର୍ବରୁ ହିଁ ଆମିର କରିନା ଙ୍କ ନାମ କହି ଦେଇଥିଲେ ତେବେ ଏହା ପରେ ଆମୀର ଏବଂ ରାଣୀ ଙ୍କ ଭିତରେ ଥିବା ସମ୍ପର୍କ ଖରାପ ହୋଇ ଯାଇଛି ।

୩- ତୃତୀୟ ରେ ହେଉଛନ୍ତି ଅଭିନେତ୍ରୀ କାଜଲ । ତେବେ କାଜଲ ଏବଂ ରାଣୀ ଉଭୟ ହେଉଛନ୍ତି କଜନ ଭଉଣୀ କିନ୍ତୁ କାଜଲ ଙ୍କ ଯୋଗୁଁ ରାଣୀ ଙ୍କୁ ନିଜ କ୍ୟାରିୟର ରେ ଅଧିକ ଷ୍ଟ୍ରଗଲ କରିବାକୁ ପଡିଥିଲା ଏବଂ ନିଜର କିଛି ପାରିବାରିକ ସମସ୍ୟା ଯୋଗୁଁ ଉଭୟ ଭଲ ରେ କଥା ହୁଅନ୍ତି ନାହିଁ ।

୪- ଚତୁର୍ଥ ରେ ହେଉଛନ୍ତି ଅଭିଷେକ ଵଚନ । ତେବେ ଏହା ସମସ୍ତେ ଜାଣିଛନ୍ତି କି ରାଣୀ ମୁଖାର୍ଜୀ ଏବଂ ଅଭିଷେକ ଵଚନ ଉଭୟ ଙ୍କ ଭିତରେ ବହୁତ ପ୍ରେମ ଥିଲା ଏବଂ ଦୁହେଁ ଶୀଘ୍ର ବିବାଦ ମଧ୍ୟ କରିଥାନ୍ତେ କିନ୍ତୁ ଅଭିଷେକ ରାଣୀ ଙ୍କୁ ଧୋକା ଦେଇ ଐଶ୍ଵର୍ଯ୍ୟା ଙ୍କୁ ବିବାହ କରି ଦେଇଥିଲେ ଏବଂ ଏହା ଯୋଗୁଁ ରାଣୀ ଏବଂ ଅଭିଷେକ ଙ୍କ ଭିତରେ ସମ୍ପର୍କ ଭଲ ରହିଲା ନାହିଁ ।

ତେବେ ଏହାକୁ ନେଇ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ । ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।

Leave a Reply

Your email address will not be published. Required fields are marked *