ପେଟ ଓ ଅଣ୍ଟାର ଚର୍ବି ବରଫ ପରି ତରଳିଯିବ, କେବଳ 7 ଦିନ ପାଣି ସହିତ ୟାକୁ ଖାଇ ନିଅନ୍ତୁ (Belly Fat Lose)

ନମସ୍କାର ବନ୍ଧୁଗଣ ତେବେ ଶରୀରର ମୋଟାପଣ ଯୋଗୁଁ ବିଭିନ୍ନ ପ୍ରକାର ରୋଗର ସମସ୍ୟା ଦେଖାଯାଏ ଅଧିକାଂଶ ଲୋକମାନେ ଶରୀରର ମୋଟାପଣ ଯୋଗୁଁ ବିଭିନ୍ନ ପ୍ରକାର ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି । ଠିକ୍ ଭାବରେ ବସିବା ।କାର୍ଯ୍ୟ କରିବା ଆଦିରେ ଆସୁବିଧା ଅନୁଭବ ହୋଇଥାଏ । ଏଭଳି ସମସ୍ୟା ନିଜର ଖାଦ୍ୟପେୟ ଉପରେ ନିର୍ଭର କରିଥାଏ । ୱେଟଲସ ପାଇଁ ଲୋକମାନେ ବିଭିନ୍ନ ପ୍ରକାର ମେଡିସିନ ୟୁଜ କରିଥାନ୍ତି ।


କିନ୍ତୁ ଆଜି ଆମେ ଆପଣ ମାନଙ୍କୁ ଏମିତି ଏକ ଘରୋଇ ଉପାୟ ବିଷୟରେ ଜଣେଇବୁ ଯାହାର ସେବନ କରି ଆପଣ ମାନେ ନିଜର ୱେଟ ଲସ୍ କରି ପାରିବେ । ତେବେ ଆସନ୍ତୁ ଜାଣିବା ସେହି ଘରୋଇ ଉପାୟ ବିଷୟରେ। ତେବେ ପ୍ରଥମେ ଆପଣ ମାନେ ବଡ ସାଇଜର ୭ ରୁ ୮ ଟି ରସୁଣ କୋଳା ନିଅନ୍ତୁ ଆପଣ ମାନେ ନିଶ୍ଚୟ ଜାଣିଥିବେ ଯେ ରସୁଣ ସାହାର୍ଯ୍ୟରେ ଶୀଘ୍ର ୱେଟଲସ୍ ହେଇଥାଏ ।

ରସୁଣରେ ଅଧିକ ପରିମାଣରେ ମେଟାବୋଲିଜମ ରହିଥାଏ ତା ସହିତ କଲେଷ୍ଟ୍ରୋଲ କମିଯାଏ ଏବଂ ଚର୍ବି ମଧ୍ୟ କମିଯାଏ । ତେବେ ସେହି ରସୁଣ ଗୁଡିକୁ ଗ୍ୟାସରେ ଲୋ ଫ୍ଲେମରେ ଗରମ କରି ନିଅନ୍ତୁ ଯାହାଫଳରେ ରସୁଣର ଚୋପା ବାହାର କରିବାରେ ସହଜ ହୋଇଥାଏ । ରସୁଣର ଚୋପା ବାହାର କରି ସାରିବା ପରେ ପୁଣିଥରେ ଟିକିଏ ଫ୍ଲାଏ କରି ନିଅନ୍ତୁ । ଏପରି କରି ଖାଇଲେ ରସୁଣର ସ୍ୱାଦ ଟିକିଏ ଭିନ୍ନ ହୋଇଥାଏ।


ତେବେ ଏଥିପାଇଁ ଆପଣ ମାନେ ପ୍ରଥମେ ଏକ ଗ୍ଲାସ ଗରମ ପାଣି ନିଅନ୍ତୁ ସେଥିରେ ଦୁଇ ଚାମଚ ମହୁ ଏଡ୍ କରନ୍ତୁ । ଏହାପରେ ସେହି ପାଣିକୁ ଭଲ ଭାବରେ ମିକ୍ସ କରି ନିଅନ୍ତୁ ଯେପରି ମହୁ ପାଣି ସହିତ ଭଲ ଭାବରେ ମିକ୍ସ ହୋଇଯିବ । ଏହାପରେ ଆପଣ ମାନେ ପୂର୍ବରୁ ପ୍ରସ୍ତୁତକରି ରଖିଥିବା ରସୁଣ କୋଳିକୁ ଆଣି ଚୋବାଇ ଚୋବାଇ ଖାଆନ୍ତୁ ।

ଏହାପରେ ପ୍ରସ୍ତୁତ କରିଥିବା ଗରମ ପାଣି କୁ ସେବନ କରନ୍ତୁ । ଆପଣ ମାନେ ଏହାକୁ ସକାଳେ ଖାଲିପେଟରେ ସେବନ କରନ୍ତୁ ସେବନ କରି ସାରିବା ପରେ ପେଟକୁ ୪୦ ମିନିଟ ପର୍ଯ୍ୟନ୍ତ ଖାଲି ରଖନ୍ତୁ।ଅର୍ଥାତ୍ କୌଣସି ଖାଦ୍ୟର ସେବନ କରନ୍ତୁ ନାହିଁ । ତେବେ ଏହିପରି ଆପଣ ମାନେ ୭ ଦିନ ସେବନ କରନ୍ତୁ ତା ପରେ ନିଜେ ଆନୁଭବ କରିପାରିବେ ଆପଣଙ୍କ ଶରୀରର ୱେଟଲସ ହୋଇଛି କି ନାହିଁ ।


ଯଦି ଆପଣ ମାନେ କୌଣସି ବି ଖାଦ୍ୟ ଖାଉଛନ୍ତି ତାକୁ ଭଲ ଭାବରେ ଚୋବାଇ ଚୋବାଇ ଖାଆନ୍ତୁ । ତା ସହିତ ଯେତିକି ପରିମାଣରେ ଖାଦ୍ୟ ଖାଉଛନ୍ତି ତା ଠାରୁ ଅଳ୍ପ ପରିମାଣରେ ଖାଦ୍ୟ ଖାଆନ୍ତୁ । ଯାହା ଆପଣ ମାନଙ୍କ ୱେଟଲସ ପାଇଁ ବହୁତ ହେଲ୍ପଫୁଲ ହେବ।

ତା ହେଲେ ବନ୍ଧୁଗଣ ଏହି ଖବରଟି ଆପଣ ମାନଙ୍କୁ କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।

Leave a Reply

Your email address will not be published. Required fields are marked *