ନଡିଆ ତେଲରେ ଏହି ଗୋଟିଏ ଜିନିଷ ମିଶେଇ ଲଗାନ୍ତୁ, କେଶ ହେବ ମୂଳରୁ ମଝବୁତ, ମୋଟା ଓ କଳା, ଆଜି ହିଁ କରି ଦେଖନ୍ତୁ (Hair Care Tips)

ନମସ୍କାର ବନ୍ଧୁଗଣ ତେବେ ବର୍ତ୍ତମାନ ସମୟରେ ଦିନରେ ଚୁଟି ଝଡିବା ଏକ ସାଧାରଣ ସମସ୍ୟା ହୋଇଗଲାଣି ।ଛୋଟ ପିଲା ଠାରୁ ଆରମ୍ଭ କରି ବୃଦ୍ଧ ପର୍ଯ୍ୟନ୍ତ ସମସ୍ତଙ୍କ ଠାରେ କେଶ ଝଡିବା ଭଳି ସମସ୍ୟା ଦେଖାଯାଉଛି । ଏହି ସମସ୍ୟାକୁ ଦୂର କରିବା ପାଇଁ ମାର୍କେଟ ରୁ ମିଳୁଥିବା ବିଭିନ୍ନ ପ୍ରକାର ଅଏଲ ମଧ୍ୟ ବ୍ୟବହାର କରିଥାନ୍ତି। କିନ୍ତୁ ତାହା କେଶ ଝଡିବା ସମସ୍ୟାକୁ ଦୂର କରିବା ପରିବର୍ତ୍ତେ ଅଧିକ କରାଇଥାଏ ।


ଆଜି ଆମେ ଆପଣ ମାନଙ୍କୁ ଏକ ଘରୋଇ ଉପାୟ ବିଷୟରେ ଜଣେଇବୁ ଯାହା ବ୍ୟବହାର କରିବା ଦ୍ୱାରା କେଶ ଝଡିବା ସମସ୍ୟା ସମ୍ପୂର୍ଣ୍ଣ ଦୂର ହୋଇଯିବ । ତେବେ ଆସନ୍ତୁ ଜାଣିବା ସେହି ସହଜ ଓ ସରଳ ଘରୋଇ ଉପାୟ ବିଷୟରେ। ତେବେ ପ୍ରଥମେ ଆପଣ ମାନେ ଏକ ବାଉଲ ନିଅନ୍ତୁ ଏବଂ ସେଥିରେ ଏକ ଚାମଚ ନଡିଆ ତେଲ ଦିଅନ୍ତୁ ଆପଣ ମାନେ ସମସ୍ତେ ଜାଣିଥିବେ ହେୟାର ଗ୍ରୋଥ ପାଇଁ ବହୁତ ସାହାର୍ଯ୍ୟ କରିଥାଏ ।

ଏହାକୁ ରେଗୁଲାର ୟୁଜ କରିବା ଦ୍ୱାରା ଆମ ହେୟାର ଭଲ ରହିଥାଏ ଏବଂ ମଜବୁତ ମଧ୍ୟ ବନିଥାଏ । ଆପଣ ମାନେ ଆପଣଙ୍କ ହେୟାରର ଲେନ୍ଥ ଅନୁସାରେ ନଡିଆ ତେଲ ଅଧିକ ନେଇ ପାରିବେ । ଦ୍ୱିତୀୟ ସାମଗ୍ରୀ ଆପଣଙ୍କୁ ଆବଶ୍ୟକ ହେବ ସୋରିଷ ତେଲ ଏକ ଚାମଚ ଦିଅନ୍ତୁ।ସୋରିଷ ତେଲ ଆମ ଖାଇବା ପଦାର୍ଥକୁ ଟେଷ୍ଟି କରିବା ସହିତ ଶରୀରର ମାଲିସ ପାଇଁ ଉପଯୋଗୀ ହୋଇଥାଏ । ଏଥି ସହିତ ଆମ ହେୟାର ଗ୍ରୋଥ କରିବାରେ ମଧ୍ୟ ସାହାର୍ଯ୍ୟ କରିଥାଏ ।

ଯଦି ଆପଣ ମାନେ ଆପଣଙ୍କ କେଶକୁ ଅଧିକ ଲମ୍ୱା ଓ ଘନ କରିବା ପାଇଁ ଚାହୁଁଥାନ୍ତି ତେବେ ସୋରିଷ ତେଲ ନିଶ୍ଚୟ ଏଡ୍ କରନ୍ତୁ । ଏହାପରେ ଦୁଇଟି ସାମଗ୍ରୀକୁ ଭଲ ଭାବରେ ମିକ୍ସ କରି ନିଅନ୍ତୁ । ଏହାକୁ ଆପଣ ମାନେ ହେୟାର ରେ ଆପ୍ଲାଏ କରନ୍ତୁ ଯାହାଫଳରେ ଆପଣଙ୍କ ହେୟାର ଫଲର ସମସ୍ୟା ଦୂର ହୋଇଯିବ। ତେବେ ଏହି ତେଲକୁ ଲଗାଇବା ପୂର୍ବରୁ ପ୍ରଥମେ ଟିକିଏ ଉଷୁମ କରି ନିଅନ୍ତୁ ନହେଲେ ଖରାରେ ଟିକିଏ ରଖି ଦିଅନ୍ତୁ ।

ଏହାପରେ ଏହି ତେଲକୁ ଆପଣଙ୍କ ହେୟାରରେ ଲଗେଇବେ ଯେମିତି ଆପଣ ମାନେ ନରମାଲ ତେଲ ବ୍ୟବହାର କରିଥାନ୍ତି । ପ୍ରଥମେ ଆପଣ ମାନେ ଆଙ୍ଗୁଳି ସାହାର୍ଯ୍ୟରେ ତେଲକୁ ନେଇ ଚୁଟି ର ମୂଳରେ ମସାଜ କରନ୍ତୁ । ଯେଉଁ ମାନଙ୍କର ଚନ୍ଦାପଣର ସମସ୍ୟା ରହିଛି ତାହା ମଧ୍ୟ ଦୂର ହେବ ଏବଂ ଚୁଟି କଳା ମଧ୍ୟ କରିଥାଏ । ତେଣୁ ଆପଣ ମାନେ ସମ୍ପୂର୍ଣ୍ଣ କେଶରେ ଲଗାଇ ସାରିବା ପରେ ଏହାକୁ ଏକ ଘଣ୍ଟା ରଖି ପାରିବେ ନଚେତ୍ ପୂରା ରାତି ଲଗାଇ ରଖିପାରିବେ ।

ସକାଳେ ନରମାଲ ପାଣିରେ ୱାସ କରିନେବେ । ଏହି ତେଲକୁ ଲଗେଇବା ଦ୍ୱାରା ଆପଣଙ୍କ ଚୁଟି ଷ୍ଟ୍ରଙ୍ଗ ହେବା ସହ କଳା ଓ ଘନ ମଧ୍ୟ କରାଇଥାଏ । ତେବେ ଏହି ଲେଖା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ। ତେବେ ଏହାକୁ ନେଇ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ । ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।

Leave a Reply

Your email address will not be published. Required fields are marked *