Modi ଙ୍କ ନୂଆ ଟିମରେ ସବୁଠୁ ଧନୀ ମନ୍ତ୍ରୀ ଓ ଗରିବ ମନ୍ତ୍ରୀ, 5 ନଂ ଙ୍କ ସମ୍ପତି ଜାଣିଲେ ଆପଣଙ୍କୁ ବିଶ୍ଵାସ ହେବନାହିଁ

ବନ୍ଧୁଗଣ ଭାରତ ଏକ ସ୍ୱତନ୍ତ୍ର ଦେଶ । ଏହି ଦେଶ କୁ ଶାସନ କରିବା ପାଇଁ କିଛି ମନ୍ତ୍ରୀ ମଣ୍ଡଳ ଲୋକ ମାନଙ୍କ ଦ୍ଵାରା ଗଠିତ ହୋଇଛି ସେଥିମଧ୍ୟ୍ୟରୁ ମୁଖ୍ୟଭୂମିକା ଭାବେ କେନ୍ଦ୍ର ରେ ପ୍ରଧାନ ମନ୍ତ୍ରୀ ର ଦାଇତ୍ୱ ଭାର ଅଧିକଥାଏ । ଆମ ପ୍ରଧାନମନ୍ତ୍ରୀ ଙ୍କ ଅଧୀନ ରେ କେତେଗୁଡିଏ ମନ୍ତ୍ରୀଥାନ୍ତି । ମନ୍ତ୍ରୀ ମାନଙ୍କ ମାଧ୍ୟ୍ୟମ ପ୍ରଧାନମନ୍ତ୍ରୀ ତାଙ୍କ ଉପରେ ଥିବା କାର୍ଯ୍ୟ ଭାର କୁ ସେ ଠିକି ଭେବେ ପରିଚାଳିତ କରିପାରନ୍ତି । ଆଜି ଆମେ କହିବାକୁ ଯାଉଛୁ ଏହି ମନ୍ତ୍ରୀ ମାନଙ୍କ ବିଷୟରେ ।

ବନ୍ଧୁଗଣ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ନିଜ କ୍ୟାବିନେଟରେ କିଛି ନୂଆ ପରିବର୍ତ୍ତନ କରିଛନ୍ତି । ରାଷ୍ଟ୍ରପତି ରାମନାଥ କୋବିନ୍ଦ ୪୩ ନୂଆ ମନ୍ତ୍ରୀ ଙ୍କୁ ନେଇ ଆସନଭାର ଗ୍ରହଣ କରାଇଛନ୍ତି । ମୋଟଉପରେ ମନ୍ତ୍ରୀ ପରିଷଦରେ ୩୬ ନୂଆ ଚେହେରା ଦେଖିବାକୁ ମିଳିଛି । ଏମାନଙ୍କ ମଧ୍ୟରୁ ୧୫ କ୍ୟାବିନେଟ ମନ୍ତ୍ରୀ । ୨୮ ରାଷ୍ଟ୍ରପତି ମନ୍ତ୍ରୀ ଭାବରେ ଶପଥ ନେଇଛନ୍ତି । ବର୍ତମାନ ସମୟ ରେ ନିଜର ମନ୍ତ୍ରୀ ସଂଖ୍ୟା ବଢାଇ ୭୮ ରେ ପହଞ୍ଚାଇଛନ୍ତି । ମୋଦିଙ୍କ କ୍ୟାବିନେଟରେ ଥିବା ଧନୀ ଓ ଗରିବ ଙ୍କୁ ନେଇ ଜୋର୍ସୋର ଚର୍ଚ୍ଚାର ବିଷୟ ପାଲଟିଛନ୍ତି ।

ମନ୍ତ୍ରୀ ମଧ୍ୟରେ ୫ ଜଣ ନେତା ଅଛନ୍ତି ଯାହାକି ୫୦ କୋଟିରୁ ଅଧିକ ମୂଲ୍ୟ ସମ୍ପତି ରହିଛି । ମନ୍ତ୍ରୀ ମଣ୍ଡଳରେ ଏମିତି ଲୋକ ଅଛନ୍ତି ଯାହାର ମୂଲ୍ୟ ୧ କୋଟିରୁ ବି କମ୍ ହେବ । ଆସନ୍ତୁ ଜାଣିବା ମୋଦିଙ୍କ ନୂଆ କ୍ୟାବିନେଟ୍ ରେ ଅଧିକ ଧନୀ ମନ୍ତ୍ରୀ ହେଉଛନ୍ତି । ଜ୍ୟୋତିରାଜ୍ ଆଦିତ୍ଯସିଂ ସେ ହେଉଛନ୍ତି ମଧ୍ୟପ୍ରଦେଶ ବଳିଆରରାଜ ପରିବାର ରେ ପିଲ । ତାଙ୍କ ପାଖରେ ଅଧିକ ସମ୍ପତ୍ତି ରହିବା ସ୍ବଭାବିକ ।

ପ୍ରଧାନ ମନ୍ତ୍ରୀ ତାଙ୍କୁ ପେସାବଣିକ ମନ୍ତ୍ରଣାଳୟ ଦାୟିତ୍ବ ଦେଇଛନ୍ତି । ସୂଚନା ଅନୁଯାୟୀ ସେ ୩୭୯ କୋଟି ଟଙ୍କାର ମୂଲ୍ୟ ର ମାଲିକ୍ । କଂଗ୍ରେସ ଶାସନ ସମୟରେ ବି ମନ୍ତ୍ରୀ ଥିଲେ । ନାରାୟଣ ରାଣୀ ବି ମଧ୍ୟ ଧନୀ ମନ୍ତ୍ରୀ ୮୭ କୋଟି ଟଙ୍କାରେ ମାଲିକ୍ ଯେହେତୁ ସେ ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟ ମନ୍ତ୍ରୀ ଓ ପୂର୍ବତନ ରାଜସ୍ୱ ମନ୍ତ୍ରୀ ଅଧିକ ସମ୍ପତ୍ତି ରହିବା ସ୍ବଭାବିକ । ତାଙ୍କୁ ଏଥର କ୍ଷୁଦ୍ର ମଧ୍ୟମ ଶିଳ୍ପ ମନ୍ତ୍ରଣାଳୟ ମିଳିଛି । ସେହି ପରି ବିୟୋଷ କୋଏଲ୍ ଙ୍କୁ ମଧ୍ୟ ଜୋର୍ ସୋର ଚର୍ଚାର ଚାଲିଛି ।

୯୫ କୋଟି ର ଅଧିକ ମୂଲ୍ୟ ସମ୍ପତ୍ତି ରହିଛି । ତାଙ୍କୁ ଏଥର ଶିଳ୍ପ ବାଣିଜ୍ୟ ଖାଦ୍ୟ ଉପଭୋକ୍ତା ଓ ବୟନଶିଳ୍ପ ମନ୍ତ୍ରଣାଳୟ ଦାୟିତ୍ଵ ମିଳିଛି । ସେହିପରି ତ୍ରିପୁରା ବିଜେପି ର ମହିଳା ପ୍ରତିମା ଭୋଇଙ୍କ ପାଖରେ ସବୁଠାରୁ କମ୍ ସମ୍ପତ୍ତି ରହିଛି । ମାତ୍ର ୧୦ଲକ୍ଷ କମ୍ ୫୨ ବର୍ଷୀୟ ଜଣେ ମହିଳା ଚାଷୀ ରୁ କେନ୍ଦ୍ରମନ୍ତ୍ରୀ ହେବାର ସ୍ବଭାବ ଲାଭ କରିଛନ୍ତି ।

Leave a Reply

Your email address will not be published. Required fields are marked *