ଏମାନେ ହେଲେ ଓଡିଆ ସିରିଏଲ ‘Maya’ ର Actor ମାନଙ୍କ Real life ପାର୍ଟନର, ଦେଖନ୍ତୁ ଆପଣଙ୍କୁ କେଉଁ ଯୋଡିଟି ପସନ୍ଦ ?

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଆପଣ ମାନେ ତରଙ୍ଗ ଟିଭି ରେ ପ୍ରସାରିତ ଧାରାବାହିକ ‘ମାୟା’ ନିଶ୍ଚିତ ଭାବରେ ଦେଖିଥିବେ । ଏହି ଧାରାବାହିକ ରେ ଅଭିନୟ କରୁଥିବା ସମସ୍ତ କଳାକାର ମାନଙ୍କୁ ମଧ୍ୟ ଆପଣ ମାନେ ନିଶ୍ଚିତ ଭାବରେ ଜାଣିଥିବେ । କିନ୍ତୁ କଣ ଆପଣ ମାନେ ଏହି ଧାରାବାହିକ ରେ ଥିବା ଅଭିନେତା ମାନଙ୍କ ପ୍ରକୃତ ଜୀବନସାଥୀ ଙ୍କ ସମ୍ବନ୍ଧରେ ଜାଣିଛନ୍ତି? ଆଜି ଆମେ ଆପଣ ମାନଙ୍କୁ ସେହି ସମ୍ବନ୍ଧରେ କହିବୁ । ଆସନ୍ତୁ ଏହି ସମ୍ବନ୍ଧରେ ବିସ୍ତାର ରୂପରେ ଜାଣିବା ।

୧. ବନ୍ଧୁଗଣ ଏହି ଲିଷ୍ଟ ର ପ୍ରଥମ ସ୍ଥାନରେ ଅଛନ୍ତି ପିୟୁସ ତ୍ରିପାଠୀ । ଯିଏ ଏହି ଧାରାବାହିକ ରେ ଗିରିଶ ନାମକ ଭୂମିକା ରେ ଅଭିନୟ କରୁଛନ୍ତି । ପିୟୁସ ବାସ୍ତବରେ ବିବାହିତ ଅଟନ୍ତି ଏବଂ ତାଙ୍କ ପତ୍ନୀ ଙ୍କ ନାମ ହେଉଛି ସୁନିତା ତ୍ରିପାଠୀ ।


୨. ଏହି ଲିଷ୍ଟ ର ଦ୍ଵିତୀୟ ସ୍ଥାନରେ ଅଛନ୍ତି ମମତା ନନ୍ଦ । ଯିଏ ଏହି ଧାରାବାହିକ ରେ ଗାର୍ଗୀ ଭୂମିକା ରେ ଖୁବ ସୁନ୍ଦର ଭାବରେ ଅଭିନୟ କରୁଛନ୍ତି । ଏହା ଶୁଣିବାକୁ ମିଳୁଛି ଯେ ମମତା ରିଅଲ ଲାଇଫ ରେ ଚିନ୍ମୟ ମିଶ୍ର ଙ୍କୁ ଡେଟ କରୁଛନ୍ତି ।

୩. ଏହି ଲିଷ୍ଟ ର ତୃତୀୟ ସ୍ଥାନରେ ଅଛନ୍ତି ଶ୍ରାବଣୀ ପଣ୍ଡା । ଯିଏ ଏହି ଧାରାବାହିକ ରେ ରାକ୍ଷୀ ନାମକ ଭୂମିକା ରେ ବିଶେଷ ଲୋକପ୍ରିୟତା ହାସଲ କରିଛନ୍ତି । ଏହି ଅଭିନେତ୍ରୀ ପ୍ରକୃତ ରେ ବିବାହିତା ଅଟନ୍ତି । ଆପଣ ମାନେ ଶ୍ରାବଣୀ ଙ୍କ ସ୍ୱାମୀ ଙ୍କୁ ଏହି ଫଟୋ ମାଧ୍ୟମରେ ଦେଖି ପାରୁଥିବେ ।


୪. ଏହି ଲିଷ୍ଟ ର ଚତୁର୍ଥ ସ୍ଥାନରେ ଅଛନ୍ତି ନିବେଦିତା । ଯିଏ ଏହି ଧାରାବାହିକ ରେ ଗୋଲାପ ନାମକ ଭୂମିକା ରେ ଅଭିନୟ କରୁଛନ୍ତି । ନିବେଦିତା ବାସ୍ତବରେ ବିବାହ କରିଛନ୍ତି ଏବଂ ଫଟୋ ରେ ଥିବା ବ୍ୟକ୍ତି ତାଙ୍କ ସ୍ୱାମୀ ଅଟନ୍ତି ।


୫. ଏହି ଲିଷ୍ଟ ର ପଞ୍ଚମ ସ୍ଥାନରେ ଅଛନ୍ତି ଜାସ୍ମିନ ରଥ । ଯିଏ ଏହି ଧାରାବାହିକ ରେ ରୁଦ୍ରୀ ନାମକ ଚରିତ୍ର ରେ ମୁଖ୍ୟ ଭୂମିକା ରେ ଅଭିନୟ କରୁଛନ୍ତି । ସେ ରିଅଲ ଲାଇଫ ରେ ସିଙ୍ଗଲ ଅଛନ୍ତି ଏବଂ ତାଙ୍କର କେହି ବଏଫ୍ରେଣ୍ଡ ମଧ୍ୟ ନାହାନ୍ତି ।


୬. ଏହି ଲିଷ୍ଟ ର ଷଷ୍ଠ ସ୍ଥାନରେ ଅଛନ୍ତି ମାନସ ମହାପାତ୍ର । ଯିଏ ଏହି ଧାରାବାହିକ ରେ ନାଗେଶ ନାମକ ଚରିତ୍ର ରେ ମୁଖ୍ୟ ଭୂମିକା ରେ ନଜର ଆସୁଛନ୍ତି । ନାଗେଶ ମଧ୍ୟ ରିଅଲ ଲାଇଫ ରେ ସିଙ୍ଗଲ ଅଛନ୍ତି ଏବଂ ତାଙ୍କର କେହି ଗାର୍ଲଫ୍ରେଣ୍ଡ ମଧ୍ୟ ନାହାନ୍ତି ।

୭. ଏହି ଲିଷ୍ଟ ର ସପ୍ତମ ସ୍ଥାନରେ ଅଛନ୍ତି ଅମ୍ବିକା ସିହ୍ନା । ଯିଏ ଏହି ଧାରାବାହିକ ରେ ମଞ୍ଜରୀ ନାମକ ଭୂମିକା ରେ ଅଭିନୟ କରି ବିଶେଷ ପ୍ରସିଦ୍ଧି ଲାଭ କରିଛନ୍ତି । ଅମ୍ବିକା ମଧ୍ୟ ରିଅଲ ଲାଇଫ ରେ ସିଙ୍ଗଲ ଅଛନ୍ତି ଏବଂ ସେ କାହାକୁ ବି ଡେଟ୍ କରୁ ନାହାନ୍ତି । ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।

Leave a Reply

Your email address will not be published. Required fields are marked *