Astrology- କାର୍ତ୍ତିକ ମାସରେ ଚମକିବ 6 ଟି ରାଶିର ଭାଗ୍ୟ, ଦେଖନ୍ତୁ ଏଥିରେ ଆପଣଙ୍କ ରାଶି ବି ଥାଇପାରେ !

ନମସ୍କାର ବନ୍ଧୁଗଣ ତେବେ କାର୍ତ୍ତିକ ମାସ ହେଉଛି ପୂଣ୍ୟର ମାଷ । ଏହି ମାଷରେ ଯିଏ ଯେଉଁ ଭଳି ପାପ କରିଲେ ମଧ୍ୟ ଏହି ମାସରେ ସବୁ ନୀତି ନିୟମ ମନି ଚାଲିଥାନ୍ତି । ଆଜି ଆମେ କହିବା ପାଇଁ ଯାଉଛୁ କି ଏହି ମାସରେ କେଉଁ କେଉଁ ରାଶିର ଭାଗ୍ୟ ବଦଳିବ। ତେବେ ଆସନ୍ତୁ ଜାଣିନେବା ସେହି ରାଶି ଗୁଡିକ ବିଷୟ ରେ।

୧- ପ୍ରଥମରେ ହେଉଛି କନ୍ୟା ରାଶି ଜୀବନର ସବୁ ବାଧା ଆଡେଇ ସୁଖ ଶାନ୍ତି ରେ ସମୟ ହେବ । ବନ୍ଧୁମାନଙ୍କ ସାହାଜ୍ଯ ହେବ । ପରିବାରରେ ଜୀବନରେ ସୁଖ ଶାନ୍ତି ରହିବ । ଆପଣ ଯେଉଁ ଭି କାମ କରିବେ ଏହା ପାଇଁ ଆପଣ କିଛି ନୂଆ ଉପାୟ ଚିନ୍ତା କରିବେ । ଅସୁବିଧା ଆସିବା କିନ୍ତୁ ଆପଣ ଏହାକୁ କାଟି ଆଗକୁ ଯିବେ । ଆପଣଙ୍କ ମାନଙ୍କ ଶତ୍ରୁ ଆପଣକ ସହ ରହିବ । ବିଦ୍ୟାର୍ଥୀ ମାନେ ଖୁବ ଭଲ କରିବେ । ଯେଉଁ ମାନେ ବେପାର କରୁଛନ୍ତି ଲାଭ ପାଇବେ।


୨- ଦ୍ଵିତୀୟ ରେ ହେଉଛି ବୃଷ ରାଶି ଏହି ରାଶିର ଲୋକମାନେ ଭୟରୁ ମୁକ୍ତି ପାଇବେ । ବହୁଦିନ ରୁ କରା ଯାଉଥିବା ଅନୁସଂଧାନ ରୁ ଆପଣ ମୁକ୍ତ ହେବେ । ଆପଣଙ୍କ ପରିବାର ରେ ଖୁଶି ଆସିବ କିଛି ନୂଆ ଖୁଶି ଖବର । ଆପଣଙ୍କ ପାଇଁ ସମସ୍ଯା ସୃଷ୍ଟି ହୋଇ ପାରେ ଏହି ମାସର ଆପଣ କିଛି ସମୟ ପାଇଁ ଉତେଜିତ ହୋଇ ପାରନ୍ତି ।


୩- ତୃତୀୟ ରେ ହେଉଛି ତୁଳା ରାଶି ଚାକିରି ରେ ଆଶାତୀତ ଫଳ ପାଇବେ । ଆପଣ ଯାନବାହାନ କିଣିବେ । ସ୍ଵାସ୍ଥ୍ୟ ଖୁବ ଭଲ ରହିବ । କେଉଁ ଜାଗାକୁ ଯାତ୍ରା କରି ପାରନ୍ତି ଶିକ୍ଷା କ୍ଷେତ୍ରରେ ଫଳ ମିଶା ମିଶି ରହିବ । ଆପଣ ଭଗବାନ ଶିବ ଙ୍କ ଆରାଧନା କରିବେ । ଧାର୍ମିକ ହେବା ସହ ଆପଣ ଏହି ସମୟରେ ମାଙ୍ଗଳିକ କାମରେ ମଧ୍ୟ ଯୋଗ ଦାନ ଦେଇ ପାରନ୍ତି । ଆପଣ ମାନଙ୍କ ମଧ୍ୟରୁ ଯେଉଁ ମାନେ ଚାକିରି କରୁଛନ୍ତି ଉପଉର୍ଣ୍ଣାତି ଯୋଗ ହେଉଛି।

୪- ଚତୁର୍ଥ ରେ ହେଉଛି ସିଂହ ରାଶି ଦୀର୍ଘ ଦିନ ଧରି ଆମେ ଯେଉଁ କାମ କୁ ଅପେକ୍ଷା କରିଥିବେ ଏହା ପୂରଣ ହେବ । ପରିବେଶ ଖୁବ ଭଲ ହେବ ଅପାଇନ ଯାଉଛି । ପରିବେଶ ରୁ ଆପଣ ମୂଲ୍ଯବାନ ଜିନିଷ କିଣିବେ । ଆପଣ କିଛି ବନ୍ଧୁ ଙ୍କୁ ସାକ୍ଷାତ କରିବା ପାଇଁ ଯିବେ।


୫- ପଞ୍ଚମ ରେ ହେଉଛି କୁମ୍ଭ ରାଶି ଆପଣ ଙ୍କ ପାଇଁ ସମୟ ଭଲ ହେବା ସହ କିଛି ଉତ୍ତମ ଜାଗାରୁ ଆପଣ କିଛି ଭଲ ସମ୍ବାଦ ପାଇବେ । ଆପଣ ଏହି ସମୟ ରେ ସମାଜର କଲ୍ୟାଣ ପାଇଁ କମ କରିବେ ଯେଉଁ ମାନେ ଚାକିରି କରିବା ପାଇଁ ଚାହୁଞ୍ଚନ୍ତି ସେମାନେ ଏବେ ନିଶ୍ଚିତ ଭାବେ ନିଜ ମନସ୍କାମନା କୁ ପୂରଣ କରିବେ।

୬- ଷଷ୍ଠ ରେ ହେଉଛି ମକର ରାଶି। ତେବେ ଆପଣଙ୍କ ଭାଗ୍ୟ ଚମକିବ । ଘର ପରିବାର ରେ ସୁଖ ଶାନ୍ତି ବଢିବ ସମାଜରେ ମାନସମାନ ବଢିବ । ବିଦେଶ ରୁ କିଛି ନୂଆ ଖବର ଆସିବ । ଆପଣ କରିଥିବା କାମ ର ଫଳ ଏବେ ଆପଣଙ୍କୁ ମିଳିବ।

ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।

Leave a Reply

Your email address will not be published. Required fields are marked *