ନମସ୍କାର ବନ୍ଧୁଗଣ । ସୂଚନା ମୁତାବକ ବାପା ନିଜ ହାତରେ ଭେଣ୍ଡିଆ ପୁଅର ପ୍ରାଣ ନେଇ ଗଲା । ହଁ ଦର୍ଶକବନ୍ଧୁ ଯିଏ ଜନ୍ମ ଦେଲା ସେ ହିଁ ଆଜି ପ୍ରାଣ ବି ନେଇଗଲା । ଏଭଳି ଏକ ଛାତିଥରା ଦୃଶ୍ୟ ଦେଖିବାକୁ ମିଳିଛି ନବରଂଙ୍ଗ ପୁର ଜିଲ୍ଲା ଉମରକୋର୍ଟ ବ୍ଲକ ଅନ୍ତରଗତ ବାରଖଣ୍ଡା ଗ୍ରାମରେ ॥ ପୁଅକୁ ହ-ତ୍ୟା କରିବା ପରେ ହତ୍ୟାକାରୀ ବାପା ନିଜେ ଉମରକୋର୍ଟ ଥାନାରେ ଆତ୍ମସମର୍ପଣ କରିଦେଇଥିଲେ ।
ଯାହାକୁ ଦେଖିଥିବା ମା ‘ଦୁଆର ମୁହଁରେ ବସି ଛାତିକୁ ମାରି ମାରି କାନ୍ଦୁଛନ୍ତି । ଭେଣ୍ଡିଆ ପୁଅକୁ ନିଜ ଆଖି ଆଗରେ ହରାଇ ଥିବା ମା ‘ ର ଦୁଃଖକୁ କିଏ ବା ବୁଝିବ । ବାପା ମଦ୍ୟପାନ କରି ଘରକୁ ଆସନ୍ତି ତେବେ ବାପା ଆସି ଘରେ ଏମିତି କାର୍ଯ୍ୟ କରୁଥିବା ଦେଖି ପୁଅ ତାହାକୁ ବିରୋଧ କରିବାକୁ ଲାଗିଲା । ତେବେ ବାପା ରାଗିଯାଇ ତୁ କାହିଁକି ଦେଖିଲୁ ବୋଲି କହି ପୁଅକୁ ପାଖରେ ଥିବା କୋଦାଳ ରେ ଆକ୍ରମଣ କଲା ।
ବାପାଙ୍କ ଆଘାତରେ ପୁଅ ଟି ଚଟଫଟ ହୋଇ ତଳେ ଗଡିପଡିଲା । ଘଟଣା ସ୍ଥଳରେ ପୁଅଟିର ଜୀବନ ଚାଲିଯାଇଥିବା ସୂଚନା ମିଳିଛି । ମୃତକ ସମୀରଣୀ ରାୟଙ୍କ ଭାଇଙ୍କ କହିବା ଅନୁସାରେ ତାଙ୍କ ବାପା ବିପିଲ ରାୟ ସବୁବେଳେ ପିଇକି ଆସି ଭାଇ ସହ ଝଗଡା କରନ୍ତି । ତେବେ ଗତକାଲି ମଧ୍ୟ ଉଭୟଙ୍କ ଭିତରେ ଘର୍ଷଣ ବିବାଦ ହୋଇଥିଲା ଏବଂ ବାପା ନିକଟରେ ଥିବା କୋଦାଳରେ ଭାଇର ମୁଣ୍ଡ ଉପରେ ଗୋଟିଏ ମାଡ ମାରିଥିଲେ ଯାହା ଫଳରେ ଭାଇ ତା ଜୀବନ ହାରିଲା ।
ପୁଅଟି କୁ ମାରିଲା ପରରେ ବାପା ନିଜେ ଯାଇ ପୋଲିସ ଥାନାରେ ଆତ୍ମସମର୍ପଣ କରିଛି ଏବଂ ମୁଖରେ ଟିକେ ହେଲେ ଦୁଃଖ ଦେଖିବାକୁ ମିଳୁନି । ଏଭଳି ନିଷ୍ଠୁର ବାପା ଯେ ନିଜ ଛୁଆଁକୁ ନିଜେ ମାରି ଆଖିରୁ ପଦେ ଲୁହ ଗଢାଉନି । ଯାହାକୁ ଦେଖି ସ୍ଥାନୀୟ ଲୋକେ ଚକିତ ହେଉଛନ୍ତି ।
ମଦ୍ୟପାନ ନିଶା ବ୍ୟକ୍ତିକୁ ରାକ୍ଷସ କରିଦେଇଥାଏ । ଏଭଳି ଘଟଣା ଦେଖି ଗାଁ ଲୋକେ ଭୟପ୍ରକାଶ କରୁଛନ୍ତି ଓ ପୁଅଟି ପାଇଁ ଦୁଃଖିତ ମଧ୍ୟ ଅନୁଭବ କରୁଛନ୍ତି । ମା ‘ତାର କାନ୍ଦିଚାଲିଛି । ଏହି ଖବରକୁ ନେଇ ଆପଣଙ୍କ ମତ କଣ ଆମକୁ କମେଣ୍ଟ କରି ଜଣାନ୍ତୁ ଓ ଆଗକୁ ଆମ ସହ ରହିବାକୁ ଆମ ପେଜ୍ କୁ ଲାଇକ ,ଶେୟାର କରନ୍ତୁ ।