Katrina-Vicky ଙ୍କ ବିବାହ ପରେ କଣ ହେବ Salman Khan ଙ୍କ ଅବସ୍ଥା ? ସୋସିଆଲ ମିଡିଆରେ ଭାଇରାଲ ହେଲା Funny ମିମ୍ସ, ନଂ 5 କୁ ଦେଖିଲେ ଆପଣ ହସି ହସି ଗଡିବେ

ନମସ୍କାର ବନ୍ଧୁଗଣ ତେବେ ଆଜି ବିବାହ ବନ୍ଧନରେ ବାନ୍ଧି ହେବେ ବଲିଉଡ ଅଭିନେତା ବିକି କୌଶଲ ଏବଂ ଅଭିନେତ୍ରୀ କ୍ୟାଟ୍ରିନା କୌଫ୍ । ରାଜସ୍ଥାନର ମୋଧୋପୁରରେ ଥିବା ସିକ୍ସ ସେନ୍ସସ ଫୋର୍ଟରେ ବିବାହ ହେବ । ପ୍ରାୟ ଦୁଇ ବର୍ଷ ହେବ ପରସ୍ପରକୁ ଡେଟ୍ କରୁଥିବା ବେଳେ ଗତ ମାସରେ ଉଭୟ ବିବାହ ବନ୍ଧନର ବାନ୍ଧିବାକୁ ଯାଉଛନ୍ତି ବୋଲି ଖବର ଆସିଥିଲା । ବିବାହରେ ସାମିଲ ହେବାକୁ ଉଭୟଙ୍କ ପରିବାର ଲୋକ ଉପସ୍ଥିତ ଥିବା ବେଳେ ଅନେକ ସାଥୀ କଳାକାର ରାଜସ୍ଥାନର ଏହି ପ୍ୟାଲେସରେ ପହଂଚିଛନ୍ତି ।

ଏହି ହାଇପ୍ରୋଫାଇଲ ବିବାହ ପାଇଁ ସ୍ଥାନୀୟ ଅଂଚଳରେ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ୧୨ ତାରିଖ ଯାଏ ଉଭୟ ଏହି ଫୋର୍ଟରେ ରହିବେ ବୋଲି ଜଣାପଡିଛି । ଏହାପରେ ସ୍ଥାନୀୟ ଚୌଥ ମାତା ମନ୍ଦିରକୁ ଦର୍ଶନ ପାଇଁ ଯିବେ ବୋଲି ସୂଚନା ରହିଛି। ତେବେ ବିବାହ ରେ ମାତ୍ର ୧୨୦ ଜଣ ଅତିଥିଙ୍କୁ ନିମନ୍ତ୍ରଣ କରାଯାଇଛି ଏବଂ ଅତିଥିମାନଙ୍କ ପାଇଁ ବି କେତେକ ସର୍ତ୍ତ ରଖାଯାଇଛି ଯେ ସେମାନେ ଫଟୋ ଉଠାଇପାରିବେ ନାହିଁ କି ବାହାଘର ବିଷୟରେ ବାହାରେ ଚର୍ଚ୍ଚା କରିବେ ନାହିଁ ଇତ୍ୟାଦି ।

କିନ୍ତୁ ଫଟୋଉଠା ଉପରେ ପ୍ରତିବନ୍ଧ ଲାଗିଥିଲେ ମଧ୍ୟ ଦୀପାବଳିରେ ହୋଇଥିବା ସେମାନଙ୍କ ନିର୍ବନ୍ଧଠାରୁ ଆରମ୍ଭ କରି ବର୍ତ୍ତମାନର ସଂଗୀତ ଓ ମେହେନ୍ଦି ଆଦି ସବୁ କାର୍ଯ୍ୟକ୍ରମର ଭଳିକି ଭଳି ଫଟୋ ସୋସିଆଲ ମିଡ଼ିଆରେ ଓ ବିଭିନ୍ନ ୱେବ୍‌ସାଇଟରେ ଦେଖିବାକୁ ମିଳୁଛି । ତେବେ ବିବାହ ସମାରୋହକୁ ପ୍ରାଇଭେଟ୍ ରଖାଯିବାର କାରଣ କ’ଣ ତାହା ଏବେ ପଦାକୁ ଆସିଛି।

ସୂଚନା ଅନୁସାରେ ଏକ ଓଟିଟି କମ୍ପାନି ବିବାହ ଫଟୋ ପାଇଁ ବଡ଼ ଅଫର ଦେଇଛି । ୧୦୦ କୋଟି ଟଙ୍କାର ଅଫର। ସେଥିପାଇଁ କ୍ୟାଟ୍ରିନା ଓ ବିକିଙ୍କ ଫଟୋ ଯେପରି ଲିକ୍ ନ ହୁଏ ସେଥିପାଇଁ ଖାସ୍ ବ୍ୟବସ୍ଥା କରିଛନ୍ତି। ତେବେ ଏହି ବିବାହ ରେ ସଲମାନ ଖାନ ଙ୍କୁ ନିମନ୍ତ୍ରଣ କରାଯାଇ ନାହିଁ। ତେବେ ଆପଣ ମାନେ ଜାଣିଥିବେ ଗୋଟିଏ ସମୟ ଏଭଳି ଥିଲା ଯେତେବେଳେ କ୍ୟାଟ ଏବଂ ସଲମାନ ଙ୍କ ପ୍ରେମ ର ଚର୍ଚ୍ଚା ଜୋରରେ ଚାଲିଥିଲା।

ତେବେ କୌଣସି କାରଣ ଯୋଗୁଁ ଦୁହିଁଙ୍କ ବ୍ରେକଅପ ହୋଇଗଲା। ତେବେ ବିବାହ ରେ ସଲମାନ ଙ୍କ ବଡ଼ି ଗାର୍ଡ ଙ୍କୁ ନିଯୁକ୍ତି କରାଯାଇଛି କିନ୍ତୁ ସଲମାନ ଙ୍କୁ ଆମନ୍ତ୍ରଣ କରାଯାଇ ନାହିଁ। ତେବେ ଏହି ଖବର ଯୋଗୁଁ ଲୋକମାନେ ଅନେକ ମିମ ମଧ୍ୟ ବନାଉଛି ତେବେ।

ତେବେ କିଏ କହୁଛି ରାନଝନା ଫିଲ୍ମ ର ଡାଇଲଗ କି ମହଲୋ କି ଲୋଣ୍ଡେ କି ପ୍ୟାର କୋ ଡାକ୍ତର କିମ୍ବା ଇଞ୍ଜିନିୟର ଉଡେଇ ନେଇ ଯାଆନ୍ତି ତେବେ ସଲମାନ ଏଠାରେ ମହଲୋ ର ପୁଅ ଏଵଂ ବିକି ହେଉଛନ୍ତି ଇଞ୍ଜିନିୟର ତେବେ ବାସ୍ତବ ଜୀବନରେ ମଧ୍ୟ ବିକି ଜଣେ ଇଞ୍ଜିନିୟର। ତେବେ ଆଉ ଜଣେ ଲେଖିଛି କି ବିବାହ ରେ ସଲମାନ ଙ୍କୁ ଆମନ୍ତ୍ରଣ କରାଯାଇ ନାହିଁ ବୋଲି କଳା ହରିଣ ବହୁତ ଖୁସି ଥିବ ଏବଂ ବିକି ଏବଂ କ୍ୟାଟ୍ରିନା ଙ୍କୁ ଧନ୍ୟବାଦ ଜଣାଉ ଥିବ।

ତେବେ ଏହା ସହ ଆଉ ଜଣେ ଲେଖିଛନ୍ତି କି ହୁଏତ ସଲମାନ ବ୍ରାହ୍ମଣ କିମ୍ବା ବଡୀଗାର୍ଡ ଭାବରେ ଆସି ପାରନ୍ତି ଏବଂ ବିବାହ ରେ ସଲମାନ ଆସିଲେ ତାଙ୍କୁ ବିକି ତେରେ ବାପ କି ଶାଦୀ ହେ କ୍ୟା କହୁଛନ୍ତି। ତେବେ ଏହି ଭଳି ଭାବରେ ଅନେକ ଲୋକମାନେ ସଲମାନ ଙ୍କ ମଜାକ ଉଡେଇଛନ୍ତି। ତେବେ ଆପଣ ଙ୍କୁ ଏହି ଲେଖା ଏବଂ ସଲମାନ ଙ୍କ ଉପରେ ହୋଇଥିବା ମିମ କିପରି ଲାଗିଲା ନିଜର ମତାମତ ନିଶ୍ଚିତ ଜଣାନ୍ତୁ।

Leave a Reply

Your email address will not be published. Required fields are marked *