ନମସ୍କାର ବନ୍ଧୁଗଣ ତେବେ ଆପଣ ମାନେ ଜାଣିଥିବେ କି ବର୍ତ୍ତମାନ ସମୟରେ ସ୍ତ୍ରୀ ହିଁ ସ୍ୱାମୀ ନାଁ ରେ ଅଭିଯୋଗ ଆଣିଛନ୍ତି ଆଉ ଯାହା ଅଭିଯୋଗ ଆଣିଛନ୍ତି ତାହାକୁ ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇ ଯିବେ । ତେବେ ମହିଳା ରଶ୍ମିତା ଦାସ ସ୍ୱାମୀ ଦୀପକ କୁମାର ମହାନ୍ତି ଙ୍କ ନାଁ ରେ ଅଭିଯୋଗ କରି ଗଣ ମାଧ୍ୟମ ସାମ୍ନା ରେ କହିଛନ୍ତି କି ମୋ ସ୍ୱାମୀ କେନ୍ଦ୍ରାପଡ଼ା ଜିଲ୍ଲା ର କେନ୍ଦୁସାହି ର ଅମିତା ସାମଲ ନାମକ ଜଣେ ଯୁବତୀ କୁ ତିନି ବର୍ଷ ହେଲାଣି ଭଲ ପାଉଛନ୍ତି ।
ତେବେ ଏକଥା ସେ ଝିଅର ବାପା ଙ୍କୁ ବି ମୁଁ ଜଣାଇ ଥିଲି କିନ୍ତୁ ସେ ମୋ କଥା ବିଶ୍ୱାସ କରି ନଥିଲେ ଆଉ ମିଛ ବୋଲି ଭାବି ଥିଲେ । ସେ ଝିଅ କୁ ବି ମୁଁ ବହୁତ ଥର ବୁଝାଇଛି ମୋ ସ୍ୱାମୀ ଠୁ ଦୂରେଇ ରହିବା ପାଇଁ କିନ୍ତୁ ସେ ହଟିଲା ନାହିଁ । ଆଉ ଏବେ ବି ସେ ମତେ ଧମକ ଦେଉଛି କି ତୁ ଯଦି ରହିବୁ ତେବେ ତତେ ବହୁତ ହଇରାଣ କରିବି ।
ତେବେ ବର୍ତ୍ତମାନ ସେମାନେ ଅଶ୍ଳୀଳ ଭିଡ଼ିଓ ସେମାନେ ମୋର ଭାଇରାଲ କରି ଦେବେ ବୋଲି କହୁଛନ୍ତି ସେ ଭିଡ଼ିଓ ମୋର ଜଣେ ସାଙ୍ଗ ଦିଲ୍ଲୀପ କୁମାର ଜେନା କରିଛନ୍ତି ନହେଲେ ରୁମ ଭିତରୁ ସେ ଭିଡ଼ିଓ ବାହାରକୁ ଆସିବ କେମିତି । ତେବେ ମୋର ପ୍ରଥମ ଶ୍ରେଣୀ ସାଙ୍ଗ ଜଣେ ମୋ ସହ ଡ୍ରିଙ୍କ କରି ଖରାପ ବ୍ୟବହାର କରି ଥିଲା ମାନେ କେବଳ ଲିପ କିସ୍ସ କରି ଥିଲା ।
କିନ୍ତୁ ସେଥିରେ କୌଣସି ପ୍ରକାର ସେକ୍ସ ହୋଇ ନଥିଲା କେବଳ ସେ ଲିପ ରେ କିସ୍ସ କରି ଥିଲେ କିନ୍ତୁ ମୋ ସ୍ୱାମୀ ଆଉ ପ୍ରକାଶ ଜେନା ସେଥିରେ ସେକ୍ସ ସିନ ଆଡ଼ କରି ଏବେ ଭାଇରାଲ କରୁଛନ୍ତି । ତେବେ ଏହା ଉପରେ ମଧୁମିତା ରଥ ମ୍ୟାଡାମ କହିଛନ୍ତି କି କେହି କେବେ ଜଣଙ୍କୁ ଜବରଦସ୍ତି କିସ କରି ପାରିବେ କି ଯାହା ଏହି ଯୁବତୀ ଜଣଙ୍କ କହିଛନ୍ତି । ଆଉ ଏବେ କାହାର ଏତେ ସାହସ ହେବନି ଜୋର ଜବରଦସ୍ତ ଏମିତି କରି ପାରିବେ ନାହିଁ । ଆମକୁ ଯଦି କେହି ଧରି ଥାଆନ୍ତା ତେବେ ଆମେ ଦୁଇ ମୁଥା ମାରିଥାନ୍ତୁ ।
ତେବେ ଆଉ ଏବେ ଏହାକୁ ନେଇ ଘଟଣା ଜୋର ରେ ଭାଇରଲ ହୋଇଛି ଯାହା ଆପଣ ମାନେ ଏଠାରେ ଦେଖିବାକୁ ପାଇଥିବେ । ସେହି ମହିଳା ଜଣଙ୍କ ଏମିତି କହି ଯାହା କୁ ସିଧାସଳଖ ସେହି ଯୁବତୀ ଙ୍କ ଭୁଲ ବୋଲି କହିଛନ୍ତି । ଯାହା ଵି ହଉ ଏହି ପରି ଘଟଣା ପ୍ରେମ କୁ ନେଇ ଅନେକ ଘଟଣା ନଜରକୁ ଆସିଛି । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।