ବନ୍ଧୁଗଣ ଆପଣ ମାନେ ସମସ୍ତେ ଆମ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିରେ ଅଭିନୟ କରୁଥିବା ସମସ୍ତ ଅଭିନେତ୍ରୀ ମାନଙ୍କୁ ବେସ ଭଲ ଭାବରେ ଜାଣିଥିବେ । ଏହି ଅଭିନେତ୍ରୀ ମାନେ ନିଜ ପର୍ଶନାଲ ଲାଇଫ ଓ ନିଜ ସୁନ୍ଦରତା ପାଇଁ ସବୁବେଳେ ଚର୍ଚ୍ଚାରେ ରୁହନ୍ତି । ତେବେ ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଯେଉଁ ଓଡିଆ ଅଭିନେତ୍ରୀ ଜଣକଙ୍କ ବିଷୟରେ କହିବାକୁ ଯାଉଛୁ ସେ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିରେ ପ୍ରସିଦ୍ଧି ହାସଲ କରିଛନ୍ତି ।
ବନ୍ଧୁଗଣ ଏହି ଅଭିନେତ୍ରୀ ଜଣକ ଆଉ କେହି ନୁହେଁ ଏ ହେଉଛନ୍ତି ଝିଲିକ ଭଟ୍ଟାଚାର୍ଜ୍ୟ । ବନ୍ଧୁଗଣ ଆପଣ ମାନେ ସମସ୍ତେ ଓଡିଆ ଅଭିନେତ୍ରୀ ଝିଲିକଙ୍କ ଅନେକ ସୁପର ହିଟ ଫିଲ୍ମ ଦେଖିଥିବେ । ଝିଲିକ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିର ଜଣେ ପ୍ରସିଦ୍ଧ ଅଭିନେତ୍ରୀ ଅଟନ୍ତି । ଝିଲିକ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିରେ ଅନେକ ସୁପର ହିଟ ଫିଲ୍ମ କରି ପ୍ରସିଦ୍ଧି ହାସଲ କରିଛନ୍ତି ଓ ତାଙ୍କ ଲୋକପ୍ରିୟତା ମଧ୍ୟ ବେସ ଅଧିକ ରହିଛି ।
ତେବେ ବନ୍ଧୁଗଣ ଆସିବା ଦିନରୁ ଝିଲିକ ସୋସିଆଲ ମିଡିଆରେ କିଛି ନା କିଛି କାରଣ ପାଇଁ ସବୁବେଳେ ଚର୍ଚ୍ଚାରେ ରୁହନ୍ତି । ହେଲେ ଏବେ ଝିଲିକ କିଛି ଅଲଗା କାରଣ ପାଇଁ ଚର୍ଚ୍ଚାକୁ ଆସିଛନ୍ତି । ବନ୍ଧୁଗଣ ଆପଣ ମାନେ ସମସ୍ତେ ତ ଏହା ନିଶ୍ଚୟ ଜାଣିଥିବେ ଯେ, ଝିଲିକ ଗତ କିଛି ଦିନ ତଳେ ଦୁଇଟି କନ୍ୟା ସନ୍ତାନକୁ ଜନ୍ମ ନେଇ ମା ହୋଇଛନ୍ତି । ଝିଅ ଜନ୍ମ ହେବାର ଦୁଇ ଦିନ ପରେ ମିଳିଛି ସୁକିନ୍ଦା ବିଧାୟକ ପ୍ରୀତି ରଞ୍ଜନ ଘଡାଇଙ୍କୁ ମନ୍ତ୍ରୀ ପଦ ।
ସତରେ ବନ୍ଧୁଗଣ ଦୁଇଟି କନ୍ୟା ସନ୍ତାନ ପ୍ରୀତିରଞ୍ଜନଙ୍କ ପାଇଁ ଲକି ହୋଇଛନ୍ତି । ତେବେ ଗତ କାଲି ଝିଲିକ୍ ଓ ଡ୍ୟାନି ନିଜ ଦୁଇ ଯାଁଳା ଝିଅଙ୍କର ଏକଉସିଆ ପାଳନ କରିଛନ୍ତି । ନିଜ ଦୁଇ ଯାଁଳା ଝିଅଙ୍କ ଏକଉସିଆ ଅତି ଧୁମଧାମର ସହ ପାଳନ କରିଛନ୍ତି ଡ୍ୟାନି ଓ ଝିଲିକ ।
ଏକଉସିଆରେ ଘରର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ । ଆମ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିର ଅନେକ କଳାକାର ମାନେ ବି ଝିଲିକଙ୍କୁ ସୁବେଚ୍ଚା ଜଣାଇଛନ୍ତି । ବନ୍ଧୁଗଣ ଝିଲିକଙ୍କର ଯାଁଳା ଛୁଆ ଜନ୍ମ ହେବା ପରେ ସେ ବହୁତ ଅଧିକ ଖୁସି ଅଛନ୍ତି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ଏହି ଖବରଟି କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।