‘ମୁର୍ମୁଙ୍କ ପାଇଁ ଭଲ ଫୁଲ ତୋଡା ନେଇଥିଲି, ହେଲେ ସେ…’ ଶୁଣନ୍ତୁ Draupadi Murmu ଙ୍କୁ ନେଇ ଏ କଣ କହିଦେଲେ Sura Routray, ଦେଖନ୍ତୁ Video

ବନ୍ଧୁଗଣ ଆପଣ ମାନେ ସମସ୍ତେ କଂଗ୍ରେସ ବିଧାୟକ ସୁର ରାଉତରାୟଙ୍କୁ ବେସ ଭଲ ଭାବରେ ଜାଣିଥିବେ । ସୁର ଭାଇଙ୍କ ଲୋକପ୍ରିୟତା ଓଡିଶାରେ ବହୁତ ଅଧିକ ରହିଛି । ଜଣେ ରାଜନେତା ହୋଇ ସୁର ଭାଇ ସବୁବେଳେ କିଛି ନା କିଛି କାରଣ ପାଇଁ ଚର୍ଚ୍ଚାରେ ରୁହନ୍ତି । ଅଧିକାଂଶ ସମୟ ସୁର ଭାଇ ନିଜ କଡା ବୟାନ ଓ ନିଜ ସମାଜସେବା ପାଇଁ ଚର୍ଚ୍ଚାରେ ରୁହନ୍ତି । ତେବେ ଗତ କିଛି ସମୟ ହେବ କିଛି ଅଲଗା କାରଣ ପାଇଁ ସୁର ଭାଇ ସୋସିଆଲ ମିଡିଆରେ ଚର୍ଚ୍ଚାରେ ରହିଛନ୍ତି ।

ତେବେ ବନ୍ଧୁଗଣ ବର୍ତ୍ତମାନ ପୁଣି ସୁର ଭାଇ ଚର୍ଚ୍ଚାକୁ ଆସିଛନ୍ତି । ତା ହେଲେ ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଏହି ଖବର ବିଷୟରେ କହିବାକୁ ଯାଉଛୁ । ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଖବର ବିଷୟରେ । ଆଉ ଆମ ଓଡିଶାରୁ ମଧ୍ୟ ପ୍ରଥମ ଥର ପାଇଁ ଜଣେ ମହିଳା ରାଷ୍ଟ୍ରପତି ହେବାକୁ ଯାଉଛନ୍ତି ଏହା ହେଉଛି ଆମ ମାନଙ୍କ ପାଇଁ ଗର୍ବ ଏବଂ ଗୌରବର କଥା ।

ବନ୍ଧୁଗଣ ଅନ୍ୟ ପଟେ ସମସ୍ତ ଓଡିଶା ବାସୀ ଦ୍ରୌପଦୀଙ୍କ ପାଇଁ ବେସ ଖୁସି ଅଛନ୍ତି ଆଉ ଦ୍ରୌପଦୀଙ୍କୁ ସୁବେଚ୍ଚା ଜଣାଉଛନ୍ତି । ଆଉ ଏହାରି ମଧ୍ୟରେ ସୁର ଭାଇ ଦ୍ରୌପଦୀଙ୍କୁ ନେଇ ଏକ ବୟାନ ଦେଇଛନ୍ତି । ସୁର ଭାଇ ଗଣମାଧ୍ୟମ ସାମ୍ନାରେ କହିଛନ୍ତି-‘ଆମେ ପାର୍ଟି ଆଇଡୋଲୋଜି ଲୋକ । ଗାଁ ମାଟି ଆଉ ଗାଁ ପାର୍ଟି ବହୁତ ଜାଗାରେ ପରିବର୍ତ୍ତନ ମଧ୍ୟ ହୁଏ ।

ଆମ ଓଡିଆ ଝିଅ ରାଷ୍ଟ୍ରପତି ପାର୍ଥୀ ହୋଇଛି ମୁଁ ତ 100 ପ୍ରତିଶତ ପ୍ରାଉଡ । ସେ ଓଡିଆ ଆଦିବାସୀ ଝିଅ ଆମ ସାଥିରେ ସେ ଏଇଠି ପାଠ ପଢିଛି ରମାଦେବୀରେ । ଏମଏଲଏ ହେଇଥିଲୁ ମନ୍ତ୍ରୀ ହେଇଥିଲୁ ସେ ଯାଇ ଝାଡ଼ଖଣ୍ଡ ଗଭର୍ନର ହେଲେ । ଆମେ ଚାହୁଁ ଥିଲୁ ସେ ପାନ୍ତୁ । ଯୋଗକୁ ତାଙ୍କ ଭାଗ୍ୟରେ ଜଗନ୍ନାଥ, ଆଲାହ, ଯୀଶୁ ଥୋଇ ଛନ୍ତି ଭାରତର ରାଷ୍ଟ୍ରପତି ।

ମୋର ଦେଖା ହେଇଗଲା ହଠାତ ଓଡିଶା ଭବନରେ । ମୁଁ ଗୋଟେ ଭଲ ଫୁଲ ତୋଡା ନେଇଥିଲି ସେ ହସି ହସି ଆସିଲେ । ଫୁଲ ତୋଡାଟି ନେଲେ ଆଉ ଅଭିନନ୍ଦନ ଭାରତର ରାଷ୍ଟ୍ରପତି ବୋଲି ମୁଁ କହିଲି । ମୁଁ ତାଙ୍କୁ ଜଣେଇ ସାରିଛି’ । ତା ହେଲେ ବନ୍ଧୁଗଣ ସୁର ଭାଇଙ୍କ ଏହି ଭିଡିଓଟି କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *