ଯେତେବେଳେ ଡାକ୍ତର Amitabh Bacchan ଙ୍କୁ କରି ଦେଇଥିଲେ ମୃତ ଘୋଷିତ, ପତ୍ନୀ Jaya ଙ୍କ କାରଣରୁ ଏମିତି ବଞ୍ଚିଥିଲା ଜୀବନ

ବନ୍ଧୁଗଣ, ବଲିଉଡ ର ବିଗ ବି ଏବଂ ମହାନାୟକ ଅମିତାଭ ବଚ୍ଚନ ଜଣେ ଏଭଳି କଳାକାର ଅଟନ୍ତି, ଯାହାଙ୍କ ଅଭିନୟ କୁ ପ୍ରତ୍ୟକ ବର୍ଗ ର ଲୋକ ପସନ୍ଦ କରନ୍ତି । ଅମିତାଭ ନିଜ ଯୁବାବସ୍ଥାରେ ଯେଉଁଭଳି ହିଟ ଚଳଚ୍ଚିତ୍ର ଦେଉଥିଲେ, ଆଜି ତାଙ୍କ ବୃଦ୍ଧାବସ୍ଥା ରେ ମଧ୍ୟ ତାଙ୍କର ଚଳଚ୍ଚିତ୍ର ହିଟ ହୋଇଥାଏ । ଗୋଟିଏ ଚଳଚ୍ଚିତ୍ର ରେ ଅମିତାଭ ବଚ୍ଚନ କୁଲି ର କିରଦାର ନିଭାଇ ଥିଲେ । ଏହି ଚଳଚ୍ଚିତ୍ରରେ ଖଳନାୟକ ଭୂମିକରେ ଥିବା ଅଭିନେତା ଯେତେବେଳେ ଅମିତାଭ ବଚ୍ଚନ ଙ୍କୁ ଗୋଟେ ମୁକା ମାରଇଦେଲେ, ସେତେବେଳେ ଅମିତାଭ ବଚ୍ଚନ ଯାଇ ଟେବଲ ଉପରେ ପଡିଯାଇଥିଲେ ।

ଏହି ଦୃଶ୍ୟ ବହୁତ ଦମଦାର ଥିଲା । ଏଥିପାଇଁ ସେଟ ରେ ଲୋକ ମାନେ କରତାଳି ସହିତ ଅମିତାଭ ଙ୍କୁ ସାବାସୀ ଦେଇଥିଲେ । ମାତ୍ର ଏହାପରେ ଅମିତାଭ ଙ୍କ ପେଟରେ ବହୁତ ଦରଦ ହେବାକୁ ଲାଗିଲା । ଅମିତାଭ ଙ୍କ କହିବା ଅନୁଯାୟୀ ସେହି ସମୟରେ ତାଙ୍କ ପେଟରେ ଟେବୁଲ ର କୋଣ ଜୋରସେ ମାଡ ହୋଇଯାଇଥିଲା । ସେହି ସମୟରେ ଅଳ୍ପ ଲାଗିଲା ମାତ୍ର ଏହାପରେ ଏହି ଦରଦ କ୍ରମଶ ବଢିବାକୁ ଲାଗିଲା ।

ଏହାପରେ ହସ୍ପିଟାଲ ରେ ପରୀକ୍ଷା କରାଗଲା । କିନ୍ତୁ ରିପୋର୍ଟ ରେ ମଧ୍ୟ କିଛି ବାହାରିଲା ନାହିଁ । ଏହାପରେ ୨୭ ଜୁଲାଇ ୧୯୮୨ ମସିହାରେ ଡାକ୍ତର ତାଙ୍କ ପେଟ ଅପରେସନ କରିବାର ନିଷ୍ପତ୍ତି ନେଲେ । ଯେତେବେଳେ ଅମିତାଭ ଙ୍କ ପେଟ ଚିରା ଗଲା ସେତେବେଳେ ସୁରକ୍ଷା ଦଉଥିବା ଝିଲ୍ଲୀ ଫାଟି ଯାଇଥିଲା, ଯାହା ଆମ୍ଭ ଶରୀରକୁ ବିଭିନ୍ନ କେମିକାଲ ଠାରୁ ଦୂରେଇ ରଖିବାରେ ସାହାର୍ଯ୍ୟ କରିଥାଏ ।

ଅମିତାଭ ଙ୍କର ଅପରେସନ କରାଗଲା, ମାତ୍ର ଗୋଟେ ଦିନ ପରେ ତାଙ୍କୁ ନିମୋନିଆ ହୋଇଗଲା । ଜ୍ଵର ଅତ୍ୟଧିକ ହେବାକୁ ଲାଗିଲା । ଶରୀରରେ ଜହର ବ୍ୟାପିବାକୁ ଲାଗିଲା । ଏହାପରେ ତାଙ୍କ ଶରୀର ଅବସ୍ଥା ବହୁତ ଖରାପ ହେବାକୁ ଲାଗିଲା । ତାଙ୍କୁ ୩୧ ଜୁଲାଇ ମୁମ୍ବାଇ ନିଆଗଲା । ଅମିତାଭ ଙ୍କୁ ମୁମ୍ବାଇ ର ଏକ ଘରୋଇ ହସ୍ପିଟାଲ ରେ ଭର୍ତ୍ତି କରାଗଲା । ତାଙ୍କ ଚିକିତ୍ସ୍ୟା ହେଲା ଏବଂ ୧ ଅଗଷ୍ଟ କୁ ତାଙ୍କ ଶରୀର ଅବସ୍ଥା ଠିକ ହେବାକୁ ଲାଗିଲା ।

ଅମିତାଭ ଙ୍କ ଫ୍ୟାନ୍ସ ତାଙ୍କ ସୁସ୍ଥ ହେବାର ପ୍ରାର୍ଥନା କରିଥିଲେ । ୨ ତାରିଖ ରେ ଅଚାନକ ଅମିତାଭ ଙ୍କ ଶରୀର ଅସୁସ୍ଥ ହେବାକୁ ଲାଗିଲା ତାଙ୍କ ଶରୀରରେ ପୁନ୍ନର୍ବାର ଜହର ବ୍ୟାପିବାକୁ ଲାଗିଲା । ଏବଂ ଡାକ୍ତର ପୁଣିଥରେ ୩ ଘଣ୍ଟା ପର୍ଯ୍ୟନ୍ତ ଅପରେସନ କରିଲେ । ଏହି ସ୍ଥିତିରେ ସବୁଠାରୁ ଅଧିକ ଖରାବ ଅବସ୍ଥା ଜୟା ବଚ୍ଚନ ଙ୍କର ହେବାକୁ ଲାଗିଲା । ଡାକ୍ତର ମାନେ ଅମିତାଭ ଙ୍କୁ ମେଡିକାଲୀ ମୃ-ତ ଘୋଷିତ କରିଦେଇଥିଲେ । ଜାୟା ବଚ୍ଚନ ବାହାରୁ ସବୁ ଦେଖୁଥିଲେ ।

ହଟାତ ଜୟା ଚିତ୍କାର କରି କହିଲେ ଡାକ୍ତରଙ୍କୁ ଯେ ଅମିତାଭ ଙ୍କ ପାଦ ହଲୁଚି ଆପଣ ମାନେ ଦୟାକରି ଚେଷ୍ଟା କରନ୍ତୁ । ଡାକ୍ତର ତାଙ୍କ ପାଦ ର ମାଲିସ କରିବାକୁ ଲାଗିଲେ ଏବଂ କିଛି ସମୟ ପରେ ଅମିତାଭ ଙ୍କ ନିଶ୍ଵାସ ଚାଲିବାକୁ ଲାଗିଲା । ଏହାପରେ ଡାକ୍ତରଙ୍କ ଚେଷ୍ଟା କ୍ରମେ ଅମିତାଭ ସୁସ୍ଥ ହୋଇ ଘରକୁ ଯାଇ ଭଗବାନ, ନିଜ ପତ୍ନୀ ତଥା ଶୁଭଚିନ୍ତକ ମାନଙ୍କୁ ଧନ୍ୟବାଦ ଦେଲେ । ବନ୍ଧୁଗଣ ଆପଣ ମାନଙ୍କୁ ଏହି ବିଶେଷ ବିବରଣୀ ଟି କିଭଳି ଲାଗିଲା ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ । ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।

Leave a Reply

Your email address will not be published. Required fields are marked *