‘“ଦଙ୍ଗଲ ଗାର୍ଲ” Fatima Sana Shaikh ଙ୍କ ବଡ ଖୁଲାସା, କହିଲେ- କାମ ବଦଳରେ ବହୁତ ଥର ପ୍ରଡ୍ୟୁସରଙ୍କ ସହିତ ଶୋଇ-ବାକୁ କୁହାଗଲା ଓ ଶେଷରେ…’

ନମସ୍କାର ବନ୍ଧୁଗଣ ତେବେ ଆମୀର ଖାନ ଙ୍କ ଫିଲ୍ମ ‘ଦଙ୍ଗଲ’ ରେ ନିଜର ଦମଦାର ଡେବ୍ୟୁ ବଳରେ ଅଭିନେତ୍ରୀ ‘ଫତିମା ସନା ଶେଖ’ ନିଜ ଟ୍ୟାଲେଣ୍ଟ ଜରିଆରେ ବଲିଉଡ ଇଣ୍ଡଷ୍ଟ୍ରୀ ରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ । ତାଙ୍କର ପ୍ରଥମ ଫିଲ୍ମ ବକ୍ସ ଅଫିସ ରେ ସୁପରହିଟ ସାବ୍ୟସ୍ତ ହୋଇଥିଲା । ଏହା ସହିତ ଏହି ଅଭିନେତ୍ରୀ ଙ୍କୁ ବିଭିନ୍ନ ରିଜେକ୍ସନ ର ମଧ୍ୟ ସାମ୍ନା କରିବାକୁ ପଡିଥିଲା । ଅଭିନେତ୍ରୀ ନିଜର ଏକ ଇଣ୍ଟରଭ୍ୟୁ ରେ କହିଥିଲେ ଯେ ତାଙ୍କୁ ରିଜେକ୍ସନ ର ସାମ୍ନା କରିବାକୁ ପଡୁଥିଲା ।


ତାଙ୍କୁ କୁହା ଯାଇଥିଲା ଯେ ସେ, ଅଭିନେତ୍ରୀ ଦୀପିକା ପାଦୁକୋନ ଅଥବା ଐଶ୍ଚର୍ଯ୍ୟା ରାୟ ଙ୍କ ଭଳି ଦେଖିବାକୁ ସୁନ୍ଦର ନୁହେଁ ଓ ସେ ବଲିଉଡ ଅଭିନେତ୍ରୀ ହେବାର ଯୋଗ୍ୟ ନୁହନ୍ତି । ଏହି ଅଭିନେତ୍ରୀ ଙ୍କୁ କୋଷଟିଂ କାଉଚ୍ଚ ର ସାମ୍ନା କରିବାକୁ ପଡିଥିଲା ଏବଂ ବହୁତ ଥର ସେ ନିଜର କାମ ମଧ୍ୟ ହରାଇଥିଲେ । ତେବେ ସେ  ନିଜର ଇଣ୍ଟରଭ୍ୟ ମାଧ୍ୟମରେ ନିଜ କ୍ୟାରିଅର କୁ ନେଇ ପର୍ସନାଲ ଲାଇଫ ସମ୍ବନ୍ଧରେ ମଧ୍ୟ ଚର୍ଚ୍ଚା କରିଥିଲେ ।

ସେ କହିଥିଲେ ଲୋକମାନେ ତାଙ୍କୁ ବଲିଉଡ ଇଣ୍ଡଷ୍ଟ୍ରୀ ର ପ୍ରସିଦ୍ଧ ଅଭିନେତ୍ରୀ ମାନଙ୍କ ସହିତ ତୁଳନା କରୁଥିଲେ ଏବଂ ଏହା ଅନୁଭବ କରାଉଥିଲେ ଯେ ସେ କେବେବି ଜଣେ ଅଭିନେତ୍ରୀ ହୋଇ ପାରିବେ ନାହିଁ । ସଂକ୍ଷେପରେ କହିବାକୁ ଗଲେ ଲୋକମାନେ ତାଙ୍କ ମନୋବଳ ଭାଙ୍ଗିବାକୁ ସର୍ବଦା ଆଗଭର ରହୁଥିଲେ । କିନ୍ତୁ ଅଭିନେତ୍ରୀ ଫତିମା ସନା ଶେଖ ନିଜେ ମନୋବଳ ଭାଙ୍ଗିବାକୁ ଦେଇନଥିଲେ ଏବଂ ଜୀବନ ରେ ବହୁତ ପରିଶ୍ରମ ମଧ୍ୟ କରିଥିଲେ ।


ସେ ଏହା ମଧ୍ୟ କହିଥିଲେ ଯେ ସେ ନିଜ ମନରେ ସ୍ଥିର କରିଥିଲେ ଯେ କୌଣସି ଉପାୟ ରେ ସେ ନିଜ କ୍ୟାରିଅର ରେ ଆଗକୁ ବଢ଼ିବେ ଏବଂ ଲୋକ ମାନଙ୍କୁ ଏହା ସାବ୍ୟସ୍ତ କରି ଦେଖାଇବେ ଯେ ଫିଲ୍ମ କେବଳ ସୁନ୍ଦର ଦେଖା ଯାଉଥିବା ଅଥବା ମଡେଲର ମାନଙ୍କ ପାଇଁ ନିର୍ମିତ ହେଉନାହିଁ । ତେବେ ସାଧାରଣ ଦେଖା ଯାଉଥିବା ଝିଅ ମାନେ ମଧ୍ୟ ଜଣେ ସଫଳ ଅଭିନେତ୍ରୀ ହୋଇପାରିବେ । ଅଭିନେତ୍ରୀ ଫତିମା ସନା ଶେଖ କହିଥିଲେ ଯେ, ସେ ନିଜ କ୍ୟାରିଅର ଆରମ୍ଭ ରେ ସେକ୍ସିଜିମ ର ସାମ୍ନା କରିଥିଲେ ।

ତାଙ୍କୁ କୁହା ଯାଇଥିଲା ଯେ ବଲିଉଡ ଅଭିନେତ୍ରୀ ହେବା ନିମନ୍ତେ କେବଳ ଗୋଟିଏ ଉପାୟ ରହିଛି ତାହା ହେଉଛି ସେକ୍ସ । ଏହି କାରଣରୁ ତାଙ୍କ ହାତରୁ ବହୁତ କାମ ହାତଛଡା ହୋଇଯାଇଥିଲା । ଏହା ସହ ସେ  କହିଥିଲେ ଯେ, ତାଙ୍କୁ ମଧ୍ୟ ସେକ୍ସିଜିମ ର ସାମ୍ନା କରିବାକୁ ପଡିଥିଲା । ସେ ଏହା ମଧ୍ୟ କହିଥିଲେ ଯେ କେବଳ ଇଣ୍ଡଷ୍ଟ୍ରୀ ହିଁ ନୁହେଁ, ଅନ୍ୟ ସ୍ଥାନ ମାନଙ୍କ ରେ ମଧ୍ୟ ପ୍ରାୟ ବ୍ୟକ୍ତି ଙ୍କୁ ସେକ୍ସିଜିମ କାରଣ ରୁ ବିଭିନ୍ନ ପ୍ରକାର ସଂଘର୍ଷ ର ସାମ୍ନା କରିବାକୁ ପଡ଼ିଥାଏ ।


ସେ ଶେଷରେ ଏହା କହିଥିଲେ ଯେ ଯେତେବେଳେ ସେ ମାତ୍ର ୩ ବର୍ଷ ବୟସ ର ଥିଲେ ତାଙ୍କୁ ଉତ୍ପୀଡ଼ନ ର ସାମ୍ନା କରିବାକୁ ପଡିଥିଲା ।   ତେବେ ଏହିଥିରୁ ଜାଣି ପାରୁଥିବେ ଯେ ସେକ୍ସିଜିମ କେତେ ଗଭୀର ମାତ୍ରା ରେ ସମାଜ ରେ ସ୍ଥାନ ବନାଇ ସାରିଛି । ତେବେ ଏହି ଲେଖା ଟି କିପରି ଲାଗିଲା ନିଜର ମତାମତ ନିଶ୍ଚିତ ଜଣାନ୍ତୁ । ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।

Leave a Reply

Your email address will not be published. Required fields are marked *