କାହିଁକି ବଢୁଛି ସିଜରିଆନ୍‌ ଡେଲିଭରି ? Dr Jaya Prakash Pani

ନମସ୍କାର ବନ୍ଧୁଗଣ ତେବେ ସିଜରନ ଡେଲିଭର ର ଇଣ୍ଡିକେସନ ମୁଖ୍ୟତ ଦୁଇଟା ଥାଏ । ତାହା ହେଉଛି ମା’ ନିମନ୍ତେ ଅଥବା ଛୁଆ ନିମନ୍ତେ । ମା’ର ଇଣ୍ଡିକେସନ ମଧ୍ୟରେ ରହୁଅଛି ମା’ର ସର୍ଟ ହାଇଟ ଅଥବା ବାଟ ପେସେସ ଟା ଛୋଟ ହେବା । ଏହା ସହିତ ମା’ ର ଡାଇବେଟିକ୍ସ ଥିବା ହାଇପର ଟେନସନ ଥିବା ଅଥବା ଅଲଗା କିଛି କାଡିୟା ଡିଜିଜ ଥିବା ।ଏଗୁଡିକ ହେଉଛି ମଦର ଇଣ୍ଡିକେସନ । ସେହିଭଳି ପେଟ ଭିତରେ ଶିଶୁ ଥିବାବେଳେ କଡି କୌଣସି ଛୁଆର ପାଣି କମି ଯାଇଥାଏ।


ତେବେ ଛୁଆର ପୋଜିସନ ଓଲଟା ରହିଥାଏ । ଅଥବା ଫୁଲ ତଳେ ରହିଥାଏ, ଛୁଆ ର ବେକରେ ଯଦି ଆମ୍ଳିକଣ୍ଡ କର୍ଡ ଟା ରାଉଣ୍ଡ ହୋଇ ରହିଥାଏ । ଏହିଭଳି କେସ ରେ ଛୁଆ କୁ ଯଦି ନର୍ମାଲ ଡେଲିଭରି କରୁ ତେବେ ଛୁଆ ପାଇଁ ରିସ୍କ ହୋଇଥାଏ । ଏଥି ନିମନ୍ତେ ସିଜରିନଅପ କରାଯାଇଥାଏ । ମାତ୍ର ଆଜି କାଲି ଏହା ଅତ୍ୟନ୍ତ ବଢିଯାଉଛି କାରଣ ଆମ୍ଭେ ମାନେ ଦେଖୁଛୁ ଯେ ଅଧିକାଂଶ ମା ମାନେ ଆସି କହୁଛନ୍ତି ଯେ ଆମ୍ଭେ ପେନ ନେବୁ ନାହିଁ ।

ତେବେ ମାତ୍ର ଛୁଆର କିଛି କର୍ଡ ରହୁଛି ସେଥିରେ ରିସ୍କ ଅଛି କିନ୍ତୁ ନର୍ମାଲ ଡେଲିଭରି ମଧ୍ୟ ହୋଇପାରେ କିନ୍ତୁ ୫୦ ପ୍ରତିଶତ ଚାନ୍ସ ରହିଅଛି । ମାତ୍ର ମହିଳା ମାନେ ରିସ୍କ ନେବାକୁ ଚାହୁଁ ନାହାନ୍ତି ଅଥବା ପେନ ନେବାକୁ ଚାହୁଁ ନାହାନ୍ତି । ଏଥି ନିମନ୍ତେ ସିଜେରେନ ରେଟ ବଢିଯାଉଅଛି । ମାତ୍ର ଶୀଘ୍ର ପେନ ଆସିଲେ ଲେବର ରୁମ କୁ ଯାଇଥାନ୍ତି ।


ଯେଉଁ ମାନଙ୍କର ପ୍ରଥମ ପ୍ରସବ ଥାଏ ସେମାନଙ୍କୁ ୬ ରୁ ୭ ଘଣ୍ଟା ପରେ ଡେଲିଭରି ହୋଇଥାଏ । ମାତ୍ର ଏଥି ମଧ୍ୟରୁ ୨ ରୁ ୩ ଘଣ୍ଟା ପରେ କେହି ଏତେ ପେନ ସହି ପାରି ନଥାନ୍ତି । ତେବେ ଏଥି ନିମନ୍ତେ ଆମ୍ଭେ ପେସେଣ୍ଟ ର କିଛି କଣ୍ଡିସନ ଦେଖି ସିଜରିଙ୍ଗ କରିଥାଉ । ଯଦି କୌଣସି ଲୋକର ୬ ରୁ ୮ ବର୍ଷ ଡେଲିଭରି ହେଇଛି ତେବେ ସେମାନଙ୍କୁ ଆମେ ନର୍ମାଲ ନିମନ୍ତେ ଛାଡି ପାରିବା ।


ଯେଉମାନଙ୍କର ୬ ବର୍ଷ ହୋଇଥାଏ ପ୍ରଥମ ବେବି କୁ ସେମାନଙ୍କୁ ସିଜରିଙ୍ଗ କରିବା ପାଇଁ ଅନୁମତି ଦିଆ ଯାଇନଥାଏ । ମାତ୍ର ଯେଉଁ ମାନଙ୍କର ୬ ବର୍ଷ ରୁ ଅଧିକ ହୋଇଥାଏ ସେମାନଙ୍କର ସିଜରିଙ୍ଗ ହୋଇ ପାରିବ। ତେବେ ସିଜରିଆନ ଡେଲିଭରି ପରେ ପେଟ ଖୋଲାଯାଇଥାଏ ମାତ୍ର ସେଥିରେ ରିସ୍କ ରହିଥାଏ । ସିଜରିଆନ ର ୩ ଦିନ ପରେ ଡିଶ୍ଚାର୍ଜ କରାଯାଇଥାଏ । ଏବଂ ତାହାର ୨ ଦିନ ପରେ ଆମ୍ଭେ ଆଡଭାଇସ କରିଥାଉ ଗାଧୋଇବା ନିମନ୍ତେ।

ତେବେ ଏହାକୁ ନେଇ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ । ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।

Leave a Reply

Your email address will not be published. Required fields are marked *