South ର ଲୋକପ୍ରିୟ ଅଭିନେତ୍ରୀ Samantha Ruth Prabhu ଙ୍କର ଏହି 4 ଟି ଫିଲ୍ମକୁ ବହୁତ ଘୃଣା କରନ୍ତି ଶ୍ଵଶୁର Nagarjuna

ବନ୍ଧୁଗଣ ଆପଣ ମାନେ ସମସ୍ତେ ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରିର ଲୋକପ୍ରିୟ ଅଭିନେତ୍ରୀ ସାମନ୍ଥାଙ୍କୁ ବେସ ଭଲ ଭାବରେ ଜାଣିଥିବେ । ସାମନ୍ଥା ବହୁତ କମ ସମୟରେ ନିଜ ସୁନ୍ଦରତା ଓ ନିଜ ଦମଦାର ଅଭିନୟ ପାଇଁ ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରିରେ ସୁନାମ ଅର୍ଜନ କରିଛନ୍ତି । ସାମନ୍ଥା ଆଜି ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରିର ହାଇଏଷ୍ଟ ପେ ଅଭିନେତ୍ରୀ ମଧ୍ୟରେ ରହିଛନ୍ତି । ହେଲେ ଏତେ ବଡ ସଫଳତା ପଛରେ ତାଙ୍କ ପରିବାର ଲୋକ ଓ ତାଙ୍କ ଶଶୁର ଘର ଲୋକଙ୍କର ବିଶେଷ ଭୂମିକା ରହିଛି ।

ଆଜି ନାଗ ଚୈତନ୍ୟ ଓ ସାମନ୍ଥା ଅଲଗା ହୋଇ ରହୁଥିଲେ ମଧ୍ୟ ତାଙ୍କ ଶଶୁର ନାଗାର୍ଜୁନ ସପୋର୍ଟ କରନ୍ତି । ହେଲେ ସାମନ୍ଥାଙ୍କ କାରିୟରରେ କିଛି ଏପରି ଫିଲ୍ମ ରହିଛି ଯାହାକୁ ନାଗାର୍ଜୁନ ଘୃଣା କରନ୍ତି । ତେବେ ଆଜି ଆମେ ଆପଣ ମାନଙ୍କୁ ସେହି ସବୁ ଫିଲ୍ମ ଗୁଡିକ ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହା ବିଷୟରେ ।

ମଖି- ବନ୍ଧୁଗଣ ଆମ ଲିଷ୍ଟର ପ୍ରଥମ ସ୍ଥାନରେ ଅଛି ଫିଲ୍ମ ‘ମଖି’ । ବନ୍ଧୁଗଣ ଏହି ଫିଲ୍ମଟି ସୁପର ହିଟ ହୋଇଥିଲା ହେଲେ ନାଗାର୍ଜୁନ ଏହି ଫିଲ୍ମକୁ ଘୃଣା କରନ୍ତି । କାରଣ ଏହି ଫିଲ୍ମରେ କାମ କରିବା ବେଳେ ସାମନ୍ଥା ଓ ଅଭିନେତା ନାନି ବହୁତ କ୍ଳୋଜ ହୋଇଯାଇଥିଲେ । ନାଗାର୍ଜୁନ ସେଥିପାଇଁ ଏହି ଫିଲ୍ମ ଦେଖନ୍ତି ନାହିଁ ।

ଜାନୁ- ବନ୍ଧୁଗଣ ଆମ ଲିଷ୍ଟର ଦ୍ଵିତୀୟ ସ୍ଥାନରେ ଅଛି ସାଉଥ ଫିଲ୍ମ ‘ଜାନୁ’ । ଏହି ଫିଲ୍ମଟିକୁ ମଧ୍ୟ ନାଗାର୍ଜୁନ ଦେଖିବା ପାଇଁ ଘୃଣା କରନ୍ତି । କାରଣ ଏହି ଫିଲ୍ମରେ ସାମନ୍ଥାଙ୍କ ସହ ଅଭିନେତାଙ୍କର ଅନେକ ରୋମାଣ୍ଟିକ ସିନ୍ସ ଅଛି ଯାହା ଦ୍ୱାରା ସାମନ୍ଥାଙ୍କ ପର୍ଶନାଲ ଲାଇଫରେ ବହୁତ ପ୍ରଭାବ ପଡିଥିଲା ।

ପୁଷ୍ପା- ବନ୍ଧୁଗଣ ଆମ ଲିଷ୍ଟର ତୃତୀୟ ସ୍ଥାନରେ ଅଛି ସାଉଥର ସୁପର ହିଟ ଫିଲ୍ମ ‘ପୁଷ୍ପା’ । ଏହି ଫିଲ୍ମର ଏକ ଆଇଟମ ସଙ୍ଗରେ ସାମନ୍ଥା ନିଜର ଦମଦାର ଡ୍ୟାନ୍ସ ଦେଖାଇ ଚର୍ଚ୍ଚାକୁ ଆସିଛନ୍ତି । ସାମନ୍ଥା ଏହି ଫିଲ୍ମର ଆଇଟମ ସଙ୍ଗରେ ବହୁତ ବୋଲ୍ଡ ଅବତାରରେ ନଜର ଆସିଥିଲେ । ତେଣୁ ନାଗାର୍ଜୁନ ତାଙ୍କର ଏହି ଫିଲ୍ମକୁ ପସନ୍ଦ କରନ୍ତି ନାହିଁ ।

ସୀମା ରାଜା- ବନ୍ଧୁଗଣ ଆମ ଲିଷ୍ଟର ଶେଷ ସ୍ଥାନରେ ଅଛି ସାଉଥ ଫିଲ୍ମ ସୀମା ରାଜା । ଏହି ଫିଲ୍ମଟିକୁ ଲୋକମାନେ ବହୁତ ପସନ୍ଦ କରିଛନ୍ତି । ହେଲେ ଏହି ଫିଲ୍ମକୁ ଦେଖିବା ପାଇଁ ସାମନ୍ଥାଙ୍କ ଶଶୁର ନାଗାର୍ଜୁନ ପସନ୍ଦ କରନ୍ତି ନାହିଁ । ଏହି ଫିଲ୍ମରେ ସାମନ୍ଥାଙ୍କ ଭୂମିକା ନାଗାର୍ଜୁନଙ୍କୁ ବିଲକୁଲ ପସନ୍ଦ ଆସି ନଥିଲା । ସେଥିପାଇଁ ସେ ଏହି ଫିଲ୍ମକୁ ଦେଖିବା ପାଇଁ ପସନ୍ଦ କରନ୍ତି ନାହିଁ । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ସାଉଥ ଅଭିନେତ୍ରୀ ସାମନ୍ଥା କେମିତି ଲାଗନ୍ତି ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।

Leave a Reply

Your email address will not be published. Required fields are marked *