Bollywood ରେ ସବୁଠୁ ଅଧିକ ଡେଙ୍ଗା ଅଟନ୍ତି ଏହି 10 ଜଣ Actress, ଯାହାଙ୍କ ଆଗରେ ହିରୋମାନେ ବି ହୁଅନ୍ତି ଲଜ୍ଜିତ, ନମ୍ବର 1 ଙ୍କ ହାଇଟ କେତେ ଶୁଣିଲେ ଆପଣ ଚମକି ପଡିବେ

ନମସ୍କାର ବନ୍ଧୁଗଣ ବଲିଉଡ ଇଣ୍ଡଷ୍ଟ୍ରୀ ରେ ଅଭିନେତ୍ରୀ ମାନଙ୍କ ସୁନ୍ଦରତା ଓ ଲୁକ୍ସ ର ତ ଅନେକ ଚର୍ଚ୍ଚା କରାଯାଇଥାଏ।ତାଙ୍କର ସୁନ୍ଦରତା ସମସ୍ତ ଦର୍ଶକ ଙ୍କୁ ଆକର୍ଷିତ କରିଥାଏ। କିନ୍ତୁ ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ କହିବୁ ବଲିଉଡ ଇଣ୍ଡଷ୍ଟ୍ରୀ ର ଏଭଳି ଅଭିନେତ୍ରୀ ମାନଙ୍କ ସମ୍ବନ୍ଧରେ ଯେଉଁ ମାନେ ବହୁତ ସୁନ୍ଦର ଅଟନ୍ତି ଏବଂ ଏହା ସହିତ ତାଙ୍କ ଉଚ୍ଚତା ମଧ୍ୟ ବହୁତ ଅଧିକ। ଉଚ୍ଚତା ମାମଲାରେ ଏମାନେ ଅଭିନେତା ମାନଙ୍କ ଠାରୁ ମଧ୍ୟ ଆଗୁଆ ଅଟନ୍ତି। ତେବେ ଆସନ୍ତୁ ଏହି ସମ୍ବନ୍ଧରେ ବିସ୍ତାର ରୂପରେ ଜାଣିବା।

୧.ବନ୍ଧୁଗଣ ଏହି ଲିଷ୍ଟ ର ପ୍ରଥମ ସ୍ଥାନରେ ଅଛନ୍ତି ବଲିଉଡ ଇଣ୍ଡଷ୍ଟ୍ରୀ ର ସୁନ୍ଦର ଅଭିନେତ୍ରୀ ଯୁକ୍ତା ମୁଖୀ। ଏହି ଅଭିନେତ୍ରୀ ଏକ୍ସରସାଇଜ ମାଧ୍ୟମରେ ନିଜକୁ ଫିଟ୍ ରଖିଛନ୍ତି। ସେ ନିଜର ଇଂଷ୍ଟାଗ୍ରାମ ଆକାଉଣ୍ଟ ରେ ନିଜ ଫିଟ୍ନେସ ଟିପ୍ସ ମଧ୍ୟ ସେୟାର କରନ୍ତି। ଯୁକ୍ତା ଙ୍କ ହାଇଟ୍ ସମ୍ବନ୍ଧରେ ଯଦି କହିବା ତେବେ ତାଙ୍କ ହାଇଟ୍ ୬.୧ ଇଞ୍ଚ ଅଟେ।

୨. ବନ୍ଧୁଗଣ ଏହି ଲିଷ୍ଟ ର ଦ୍ଵିତୀୟ ସ୍ଥାନରେ ଅଛନ୍ତି ବଲିଉଡ ଇଣ୍ଡଷ୍ଟ୍ରୀ ର ଲୋକପ୍ରିୟ ଅଭିନେତ୍ରୀ କଟ୍ରିନା କୈଫ।ଏହି ଅଭିନେତ୍ରୀ ବହୁତ ହି କମ ସମୟ ମଧ୍ୟରେ ବଲିଉଡ ଇଣ୍ଡଷ୍ଟ୍ରୀ ରେ ନିଜର ସ୍ଥାନ ସୃଷ୍ଟି କରିଛନ୍ତି।ଏହି ଅଭିନେତ୍ରୀ ଅନେକ ସୁପରହିଟ ଫିଲ୍ମ ରେ କାମ କରିଛନ୍ତି। ଏହି ଅଭିନେତ୍ରୀ ଙ୍କ ହାଇଟ୍ ସମ୍ବନ୍ଧରେ ଯଦି କହିବା ତେବେ ତାଙ୍କ ହାଇଟ୍ ୫.୧୦  ଇଞ୍ଚ ଅଟେ।

୩. ବନ୍ଧୁଗଣ ଏହି ଲିଷ୍ଟ ର ତୃତୀୟ ସ୍ଥାନରେ ଅଛନ୍ତି ବଲିଉଡ ଇଣ୍ଡଷ୍ଟ୍ରୀ ରେ ନିଜର କାୟା ବିସ୍ତାର କରିଥିବା ଅଭିନେତ୍ରୀ ଦୀପିକା ପାଦୁକୋନ୍। ଏହି ଅଭିନେତ୍ରୀ ବର୍ତ୍ତମାନ ସମୟ ର ସବୁଠାରୁ ସଫଳ ଅଭିନେତ୍ରୀ ଅଟନ୍ତି। ଦୀପିକା ଙ୍କ ହାଇଟ୍ ସମ୍ବନ୍ଧରେ ଯଦି କହିବା ତେବେ ତାଙ୍କ ହାଇଟ୍ ୫.୯ ଇଞ୍ଚ ଅଟେ। ସେ ବର୍ତ୍ତମାନ ନିଜର ଆଗାମୀ ଫିଲ୍ମ ରେ ସୁ-ଟିଂ ରେ ବ୍ୟସ୍ତ ଅଛନ୍ତି।

୪ ବନ୍ଧୁଗଣ ଏହି ଲିଷ୍ଟ ର ଚତୁର୍ଥ ସ୍ଥାନରେ ଅଛନ୍ତି ସୋନମ କପୂର। ଏହି ଅଭିନେତ୍ରୀ ବଲିଉଡ ରେ ବହୁତ କମାଲ କରି ସାରିଛନ୍ତି ଯଦି ଏହି ଅଭିନେତ୍ରୀ ଙ୍କ ହାଇଟ୍ ସମ୍ବନ୍ଧରେ ଯଦି କହିବା ତେବେ ତାଙ୍କ ହାଇଟ୍ ୫.୯ ଇଞ୍ଚ ଅଟେ।

୫. ବନ୍ଧୁଗଣ ଏହି ଲିଷ୍ଟ ର ପଞ୍ଚମ ସ୍ଥାନରେ ଅଛନ୍ତି ଅଭିନେତ୍ରୀ ସୁସ୍ମିତା ସେନ୍। ହାଇଟ୍ ମାମଲାରେ ଏହି ଅଭିନେତ୍ରୀ ଙ୍କ ନାମ ସର୍ବ ପ୍ରଥମେ ଆସିଥାଏ। ଯଦିଓ ଏହି ଅଭିନେତ୍ରୀ ବର୍ତ୍ତମାନ ଫିଲ୍ମ ଇଣ୍ଡଷ୍ଟ୍ରୀ ରୁ ଦୂରରେ ଅଛନ୍ତି, କିନ୍ତୁ ବର୍ତ୍ତମାନ ମଧ୍ୟ ତାଙ୍କ ଅଭିନୟ ର ଯାଦୁ ବଲିଉଡ ଇଣ୍ଡଷ୍ଟ୍ରୀ ରେ ରହିଛି।ଅଭିନେତ୍ରୀ ସୁସ୍ମିତା ସେନ୍ ୨୦୨୦ ମସିହାରେ ଓଟିଟି ପ୍ଲାଟଫର୍ମ ରେ ଆର୍ୟ୍ଯ ମାଧ୍ୟମରେ ଇଣ୍ଡଷ୍ଟ୍ରୀ କୁ ଜୋରଦାର ଏଣ୍ଟ୍ରି କରିଥିଲେ। ଯଦି ଏହି ଅଭିନେତ୍ରୀ ଙ୍କ ହାଇଟ୍ ସମ୍ବନ୍ଧରେ କହିବା ତେବେ ସୁସ୍ମିତା ଙ୍କ ହାଇଟ୍ ୫. ୧୦ ଇଞ୍ଚ ଅଟେ।

୬- ବନ୍ଧୁଗଣ ଏହି ଲିଷ୍ଟ ରେ ଷଷ୍ଠ ସ୍ଥାନରେ ଅଛନ୍ତି ଅନୁଷ୍କା ଶର୍ମା। ତେବେ ଅନୁଷ୍କା ବଲିଉଡ ର ଜଣେ ଲୋକପ୍ରିୟ ଏବଂ ସୁନ୍ଦରୀ ଅଭିନେତ୍ରୀ। ସେ ନିଜର ସବୁ ଫିଲ୍ମ ରେ ଖୁବ ଭଲ କାମ କରନ୍ତି। ତେବେ ତାଙ୍କ ହାଇଟ ହେଉଛି ୫.୯ ଇଞ୍ଚ।

Leave a Reply

Your email address will not be published. Required fields are marked *