କଣ ଆପଣ ଜାଣନ୍ତି Ollywood ର ଏହି ଲୋକପ୍ରିୟ ଅଭିନେତା ମାନଙ୍କର ସ୍ତ୍ରୀ ମାନେ କି କାମ କରନ୍ତି ?

ନମସ୍କାର ବନ୍ଧୁଗଣ ବର୍ତ୍ତମାନ ର ସମୟରେ ଲୋକମାନେ ସିନେମା ପାଇଁ ବହୁତ ପାଗଳ ସେମାନେ ନିଜ ନିଜ ମନ ପସନ୍ଦ ର ଅଭିନେତା ଏବଂ ଅଭିନେତ୍ରୀ ମାନଙ୍କ ସିନେମା ଦେଖିବା ପାଇଁ ବହୁତ ଅପେକ୍ଷା ମଧ୍ୟ କରିଥାନ୍ତି । ବଲିଉଡ,ହଲିଉଡ଼, ଟଲିଉଡ଼ ଏବଂ ଓଲିଉଡ ସବୁ ଭାଷା ଭାଷୀ ର ସିନେମା ପାଇଁ ସମାନ ପ୍ରତିଶତ ର କ୍ରେଜ ଦେଖିବାକୁ ମିଳିଥାଏ ।

ଓଲିଉଡ ଜଗତରେ ନିଜ ମନ ପସନ୍ଦ ର ଅଭିନେତା ଏବଂ ଅଭିନେତ୍ରୀ ଙ୍କ ସିନେମା ଦେଖି ବାକୁ ଲୋକମାନେ କେବେବି ଭୁଲନ୍ତି ନାହିଁ ଏବଂ ସେମାନଙ୍କ ର ବାସ୍ତବ ଜୀଵନ ବିଷୟରେ ମଧ୍ୟ ତାଙ୍କୁ ସବୁ ଜାଣିବା ପାଇଁ ସେମାନେ ଇଛୁକ ରହିଥାନ୍ତି । ତେବେ ଆସନ୍ତୁ ଆଜି ଆମେ ଏହି ଓଲିଉଡ ଜଗତର କିଛି ଲୋକପ୍ରିୟ ଅଭିନେତା ଏବଂ ତାଙ୍କ ପତ୍ନୀ ଙ୍କ ବିଷୟରେ ଜାଣିନେବା ।

୧- ପ୍ରଥମ ଅଭିନେତା ହେଉଛନ୍ତି ଅନୁଭବ ମହାନ୍ତି । ଓଲିଉଡ କିଙ୍ଗ ଭାବେ ପରିଚିତ ଅନୁଭବ ମହାନ୍ତି ପ୍ରତ୍ୟେକ ଓଡ଼ିଆ ଲୋକଙ୍କ ର ପ୍ରିୟ ଅଭିନେତା । ସେ ନିଜର ସୁନ୍ଦର ଅଭିନୟ ଏବଂ ସଫଳ ସିନେମା ରେ ଅନେକ ଲୋକ ମାନଙ୍କ ହୃଦୟ କିଣିବାରେ ସଫଳ ହୋଇଛନ୍ତି । ଅନୁଭବ ମହାନ୍ତି ଙ୍କ ପତ୍ନୀ ହେଉଛନ୍ତି ବର୍ଷା ପ୍ରିୟଦର୍ଶିନୀ । ସେ ମଧ୍ୟ ଓଲିଉଡ ର କୁଇନ ବୋଲି ପରିଚିତ । ଏବଂ ଏହି ଯୋଡି କୁ ଲୋକମାନେ ବହୁତ ପସନ୍ଦ ମଧ୍ୟ କରନ୍ତି ।

୨- ଦ୍ୱିତୀୟ ଯୋଡି ହେଉଛନ୍ତି ବାବୁଶାନ ମହାନ୍ତି । ବାବୁଶାନ ନିଜ କମେଡି ସିନେମା କୁ ନେଇ ଅଧିକ ଲୋକ ପ୍ରିୟ ତାଙ୍କ ର ଅନେକ ସିନେମା ସୁପର ହିଟ ହୋଇଛି । ବାବୁଶାନ ଙ୍କ ପତ୍ନୀ ଙ୍କ ନାମ ହେଉଛି ତୃପ୍ତି ମହାନ୍ତି । ସେ ଜଣେ ହାଉସ ୱାଇଫ ଅଟନ୍ତି ।

୩- ତୃତୀୟ ଅଭିନେତା ହେଉଛନ୍ତି ସମ୍ବିତ । ସମ୍ବିତ ମଧ୍ୟ ଓଲିଉଡ ଜଗତର ଜଣେ ସଫଳ ଅଭିନେତା । ସେ ମଧ୍ୟ ଅନେକ ହିଟ ସିନେମା ପ୍ରଦାନ କରିଛନ୍ତି । ତାଙ୍କ ପତ୍ନୀ ଙ୍କ ନାମ ହେଉଛି ସାୟନା । ସେ ଜଣେ ହାଉସ ୱାଇଫ ଅଟନ୍ତି ।

୪- ଚତୁର୍ଥ ଅଭିନେତା ହେଉଛନ୍ତି ସବ୍ୟସାଚୀ । ଓଲିଉଡ ର ଚକଲେଟ ହିରୋ ଭାବେ ସେ ପରିଚିତ । ତାଙ୍କ ପ୍ରଥମ ପତ୍ନୀ ହେଲେ ସୀମା । କିନ୍ତୁ ଶୁଣିବାକୁ ମିଳୁଛି ଯେ ତାଙ୍କ ର ଛାଡ଼ ପତ୍ର ହୋଇ ସାରିଛି । ସେ ଅର୍ଚିତାଙ୍କୁ ଦ୍ଵିତୀୟ ବିବାହ କରିଛନ୍ତି । ସେ ଜଣେ ଅଭିନେତ୍ରୀ ଅଟନ୍ତି ।

୫- ପଞ୍ଚମ ଅଭିନେତା ହେଉଛନ୍ତି ଅର୍ଧେନ୍ଦୁ । ଓଲିଉଡ ରେ ଜଣେ ଲୋକପ୍ରିୟ ଅଭିନେତା ହେଉଛନ୍ତି ଅର୍ଧେନ୍ଦୁ । ତେବେ ସେ ଅନେକ ସଫଳ ସିନେମା ପ୍ରଦାନ କରିଛନ୍ତି । ତାଙ୍କ ପତ୍ନୀ ହେଉଛନ୍ତି ପଲ୍ଲବୀ ସେ ଜଣେ ଡାକ୍ତର ।

୬-ଷଷ୍ଠ ଅଭିନେତା ହେଉଛନ୍ତି ଶୁଭାଶିଷ । ସେ ଛୋଟ ପରଦା ଏବଂ ବଡ଼ ପରଦା ଉଭୟ ରେ ଅଭିନୟ କରି ଲୋକପ୍ରିୟ ହୋଇ ପାରିଛନ୍ତି । ତାଙ୍କ ପତ୍ନୀ ଅନିଶା ମଧ୍ୟ ଜଣେ ସଫଳ ଅଭିନେତ୍ରୀ ।

୭- ସପ୍ତମ ଅଭିନେତା ହେଲେ ଦୀପକ । ସେ ମଧ୍ୟ ଜଣେ ଓଲିଉଡ ର ସଫଳ ଅଭିନେତା । ତାଙ୍କ ପତ୍ନୀ ଙ୍କ ନାମ ହେଉଛି ତନୁଜା । ସେ ଜଣେ ହାଉସ ୱାଇଫ ଅଟନ୍ତି ।

୮- ଅଷ୍ଟମ ରେ ହେଉଛନ୍ତି ଅମ୍ଳାନ । ତେବେ ଓଲିଉଡ ର ଜଣେ ହ୍ୟାଣ୍ଡସମ ଅଭିନେତା ହେଉଛନ୍ତି ଅମ୍ଳାନ । ତେବେ ତାଙ୍କ ପତ୍ନୀ ଙ୍କ ନାମ ହେଉଛି ଭୂମିକା ସେ ଜଣେ ଗୃହିଣୀ ।

ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।

Leave a Reply

Your email address will not be published. Required fields are marked *