ବିନା ବିବାହରେ ଲିଭ ଇନରେ ରହୁଥିବା ସମୟରେ ପ୍ରେଗନେଣ୍ଟ ହେଇ ଯାଇଥିଲେ Bollywood ର ଏହି 6 ହିରୋଇନ

ନମସ୍କାର ବନ୍ଧୁଗଣ ତେବେ ଅଭିନେତ୍ରୀ ମାନେ ପ୍ରାୟତ ଖବରରେ ବନି ରହିଥାନ୍ତି ଚମତ୍କାର ବଲିଉଡ ଦୁନିଆରେ ଏହି ଅଭିନେତ୍ରୀମାନଙ୍କ ଜୀବନ ମଧ୍ୟ ବହୁତ ରଙ୍ଗୀନ ହୋଇଥାଏ । ବୃତ୍ତି ଗତ ଜୀବନକୁ ଉପଭୋଗ କରିବା ସହିତ ସେମାନେ ନିଜ ବ୍ୟକ୍ତିଗତ ଜୀବନକୁ ମଧ୍ୟ ଖୁବ ଉପଭୋଗ କରନ୍ତି । ପ୍ରାୟତ ଅଭିନେତ୍ରୀମାନେ ନିଜ ବ୍ୟକ୍ତିଗତ ଜୀବନର ନିଷ୍ପତ୍ତି ନିଜେ ନିଅନ୍ତି ଏବଂ ବିନ୍ଦାସ ନିଜ ଜୀବନ ବଞ୍ଚନ୍ତି ।

ଅଭିନେତ୍ରୀମାନେ ପ୍ରାୟତ ସେମାନଙ୍କର ବୟଫ୍ରେଣ୍ଡ, ଲିଭ-ଇନ ରିଲେଶନସିପ, ବିବାହ ଏବଂ ପ୍ରେଗନେନ୍ସି ବିଷୟକୁ ନେଇ ଖବରରେ ବନି ରହିଥାନ୍ତି । ଆହୁରି ମଧ୍ୟ ସେମାନଙ୍କ ପ୍ରଶଂସକମାନେ ମଧ୍ୟ ସେମାନଙ୍କର ପ୍ରିୟ ଅଭିନେତ୍ରୀଙ୍କ ପ୍ରତ୍ୟେକ ଛୋଟ ଜିନିଷ ବିଷୟରେ ଜାଣିବାକୁ ବହୁତ ଆଗ୍ରହୀ ରୁହନ୍ତି । ତେବବ ଆଜି ଆମେ ଆପଣଙ୍କୁ ସେହି ଅଭିନେତ୍ରୀମାନଙ୍କ ବିଷୟରେ କହିବାକୁ ଯାଉଛୁ ଯେଉଁମାନେ ବିବାହ ପୂର୍ବରୁ ହିଁ ଲିଭ ଇନରେ ରହି ପ୍ରେଗନେଣ୍ଟ ହୋଇ ଯାଇଥିଲେ ।

୧- ପ୍ରଥମ ରେ ହେଉଛନ୍ତି ଅଭିନେତ୍ରୀ ସୁସ୍ମିତା ସେନ ବଲିବୁଡ଼ ଇଣ୍ଡଷ୍ଟ୍ରିର ସବୁଠୁ ହଟ ଓ ଫିଟ ଅଭିନେତ୍ରୀ ଅଟନ୍ତି । ସୁସ୍ମିତା ସେନ ଅସଲ ଜୀବନରେ କୁଆଁରୀ ଅଛନ୍ତି । କିଛିଦିନ ପୂର୍ବରୁ ତାଙ୍କର ଛୋଟ ଭାଇ ବାହା ହୋଇଛନ୍ତି କିନ୍ତୁ ସୁସ୍ମିତା ସେନ କରିନାହାନ୍ତି, ପରନ୍ତୁ ସେ ବଏଫ୍ରେଣ୍ଡ ରୋହମନ ଶାଲଙ୍କ ସହିତ ବହୁତ ଖୁସି ଅଛନ୍ତି ।

ସୁସ୍ମିତା ସେନ ଓ ରୋହମନ ଶାଲ ବାନ୍ଦ୍ରାର ଗୋଟେ ଫ୍ଲାଟରେ ଏକ ସହିତ ମାନେ ଲିଭ ଇନ ରିଲେସନସିପ ରେ ରହୁଛନ୍ତି । ସୁସ୍ମିତା ସେନ ସୋସିଆଲ ମେଡିଆରେ ସେୟାର କରିଛନ୍ତି କି ରେହମନ ତାଙ୍କ ଝିଅର ବାପା ଅଟନ୍ତି । ସୁସ୍ମିତା ସେନ ଦୁଇଟି ଝିଅକୁ ପୋଷ୍ୟ ସନ୍ତାନ ରୂପରେ ନେଇଥିଲେ । ତେବେ ଶୁଣିବାକୁ ମିଳୁଥିଲା କି ସେ ଗର୍ଭବତୀ ବୋଲି ।

୨- ଦ୍ଵିତୀୟ ରେ ହେଉଛନ୍ତି ଗେବ୍ରିଏଲା । ତେବେ ଗେବ୍ରିଏଲା ସାଉଥ ଆଫ୍ରିକାର ଜଣେ ସୁନ୍ଦର ମଡେଲ ଓ ଅଭିନେତ୍ରୀ ଅଟନ୍ତି । ୟାଙ୍କର ଆଫେୟାର ବଲିବୁଡ଼ ଅଭିନେତା ଅର୍ଜୁନ ରାମପାଲଙ୍କ ସହିତ ଅଛି । ପତ୍ନୀ ମେହର ଜେସିୟା ଛାଡପତ୍ର ଦେବା ପରେ ଅର୍ଜୁନ ଗେବ୍ରିଏଲାଙ୍କୁ ଡେଟ କରୁଛନ୍ତି । ଦୁଇଜଣ ବହୁତ ସମୟରୁ ଲିଭ-ଇନ-ରିଲେସନସିପରେ ଅଛନ୍ତି । ୧୮ ଜୁଲାଇ ୨୦୧୯ରେ ଗେବ୍ରିଏଲା ଗୋଟେ ପୁଅକୁ ଜନ୍ମ କରିଛନ୍ତି । ଗେବ୍ରିଏଲା ନିଜ ଇନଷ୍ଟାଗ୍ରାମର ଷ୍ଟୋରୀରେ ଗୋଟେ ଫୋଟ ସେୟାର କରିଥିଲେ ।


୩- ତୃତୀୟ ରେ ହେଉଛନ୍ତି ଏମୀ ଜ୍ୟାକ୍ସନ । ତେବେ ବଲିବୁଡ଼ ଅଭିନେତ୍ରୀ ଏମୀ ଜେକ୍ସନ ବହୁତ ସମୟ ହେବ ଜର୍ଜ ପାନାୟିଟୂଙ୍କ ସହିତ ରିଲେସନସିପରେ ଅଛନ୍ତି । କିଛି ଦିନ ପୂର୍ବରୁ ଏମୀ ଜେକ୍ସନ ସୋସିଆଲ ମେଡିଆରେ ନିଜେ ପ୍ରେଗନେଣ୍ଟ ହେବାର ଖୁସି ଖବର ଫ୍ୟାନ୍ସଙ୍କ ସହିତ ସେୟାର କରିଛନ୍ତି । ସେ ସୋସିଆଲ ମେଡିଆରେ ଗୋଟେ ଫୋଟ ସେୟାର କରିଛନ୍ତି ଯେଉଁଥିରେ ସେ ନିଜ ବଏଫ୍ରେଣ୍ଡ ଜର୍ଜ ସହିତ ଅଛନ୍ତି ।

ଏମୀ ଜେକ୍ସନ ଓ ଜର୍ଜ ପାନାୟିଟୂ ବହୁତ ସମୟରୁ ପରସ୍ପରକୁ ଡେଟ କରୁଛନ୍ତି । ଏବେ ଖବର ଆସିଛି କି ଏହି ଅଭିନେତ୍ରୀ ନିଜ ଲଙ୍ଗ ରିଲେସନସିପକୁ ବାହାଘରରେ ବଦଳେଇବାକୁ ଯାଉଛନ୍ତି । ଏହି ଦୁଇଜଣ ଜଲ୍ଦି ବାହାଘରର ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି ।

୪- ଚତୁର୍ଥ ରେ ହେଉଛନ୍ତି ନିନା ଗୁପ୍ତା । ତେବେ ଅଭିନେତ୍ରୀ ନୀନା ଗୁପ୍ତା ଏବଂ କ୍ରିକେଟର ଭିଭିଆନ୍ ରିଚାର୍ଡଙ୍କ ସମ୍ପର୍କ ବିଷୟରେ ସମସ୍ତେ ଜାଣନ୍ତି । ଉଭୟ ବିବାହ କରିଥିଲେ କିନ୍ତୁ ଉଭୟଙ୍କର ଗୋଟିଏ ଝିଅ ଅଛି । କିଛି ସମୟ ପରେ, ନିନା ଏବଂ ରିଚାର୍ଡ ଅଲଗା ହୋଇଗଲେ । ସେମାନଙ୍କ ଝିଅର ନାମ ମାସାବା । ନୀନା କେବଳ ମାସାବାଙ୍କର ଯତ୍ନ ନେଇଛନ୍ତି । ଆଜି ମଧ୍ୟ ମାସାବା ଜଣେ ପ୍ରସିଦ୍ଧ ଫ୍ୟାଶନ୍ ଡିଜାଇନର୍ ଏବଂ ସେ ନିଜର ସୌନ୍ଦର୍ଯ୍ୟ ଉତ୍ପାଦ ମଧ୍ୟ ତିଆରି କରନ୍ତି ।

୫- ପଞ୍ଚମରେ ହେଉଛନ୍ତି ଅଭିନେତ୍ରୀ ସାରିକା । ତେବେ ଅଭିନେତ୍ରୀ ସାରିକାଙ୍କର ମଧ୍ୟ ସମାନ କାହାଣୀ ଅଛି । ସେ କମଲ ହାସନଙ୍କ ପ୍ରେମରେ ପଡ଼ିବା ପୂର୍ବରୁ ଅନ୍ୟର ସନ୍ତାନର ମାତା ହୋଇଥିଲେ । କିନ୍ତୁ ପରିସ୍ଥିତି ହେତୁ ତାଙ୍କୁ ଗର୍ଭପାତ କରିବାକୁ ପଡିଲା । ଏହା ଜାଣିବା ପରେ କମଲ ହାସନ ତାଙ୍କୁ ବିବାହ କରିଥିଲେ ଏବଂ ପରେ ସେମାନଙ୍କର ଦୁଇଟି ଝିଅ ଥିଲେ । ବିବାହ ପୂର୍ବରୁ ସାରିକା କମଲ ହାସନଙ୍କ ସହ ଗର୍ଭବତୀ ହୋଇଥିବାର ଖବର ମଧ୍ୟ ଆସିଥିଲା ​​ତେଣୁ ଦୁହେଁ ଶୀଘ୍ର ବିବାହ କରିଥିଲେ ।

୬- ଷଷ୍ଠ ରେ ହେଉଛନ୍ତି କଲ୍କି କୋଏଚଲିନ । ତେବେ ୨୦୧୧ରେ କଲ୍କି ଫିଲ୍ମ ନିର୍ଦ୍ଦେଶକ ଅନୁରାଗ କଶ୍ୟପକୁ ବିବାହ କରିଥିଲେ । ବାହାଘର ୪ବର୍ଷ ପରେ ଉଭୟ ଅଲଗା ମଧ୍ୟ ହୋଇ ଯାଇଥିଲେ । ଏହାପରଠାରୁ ସେ ଗାୟ ହର୍ଷବର୍ଗଙ୍କୁ ଡେଟ୍ କରି ଆସୁଥିଲେ । ତେବେ ବର୍ତ୍ତମାନ କଲ୍କିଙ୍କ କନ୍ୟା ସନ୍ତାନ ତାଙ୍କ ବୟଫ୍ରେଣ୍ଡ ଗାୟ ହର୍ଷବର୍ଗଙ୍କ ଔରସରୁ ଜନ୍ମ ହୋଇଛି । ୨୦୧୯ ମସିହାରେ ସେ ମା’ ହେବା ନେଇ ସୋସିଆଲ ମିଡିଆରେ ସେୟାର କରିଥିଲେ ।

ଯାହାକୁ ନେଇ ବେଶ୍ ଖୁସି ମଧ୍ୟ ଥିଲେ । ପ୍ରେଗନେନ୍ସି ସମୟରେ ସେ ସବୁବେଳେ ନିଜର ଫଟୋ ସୋସିଆଲ ମିଡିଆରେ ସେୟାର କରୁଥିଲେ । ତେବେ ଦୁହେ ବିବାହ କରି ନାହାନ୍ତି । ତେବେ ଏହାକୁ ନେଇ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ । ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।

Leave a Reply

Your email address will not be published. Required fields are marked *