‘ତୁ ରାଣୀ କଙ୍କଡାର ଝୋଳ…’ ଗୀତ ଗାଇଲେ କଂଗ୍ରେସ ବିଧାୟ Sura Routray, ଶୁଣିଲେ ହସି ହସି ଗଡିଯିବେ…ଦେଖନ୍ତୁ Video 

ବନ୍ଧୁଗଣ ଆପଣ ମାନେ ସମସ୍ତେ କଂଗ୍ରେସ ବିଧାୟକ ସୁର ରାଉତରାୟଙ୍କୁ ବେସ ଭଲ ଭାବରେ ଜାଣିଥିବେ । ସୁର ଭାଇଙ୍କ ଲୋକପ୍ରିୟତା ଓଡିଶାରେ ବହୁତ ଅଧିକ ରହିଛି । ଜଣେ ରାଜନେତା ହୋଇ ସୁର ଭାଇ ସବୁବେଳେ କିଛି ନା କିଛି କାରଣ ପାଇଁ ଚର୍ଚ୍ଚାରେ ରୁହନ୍ତି । ଅଧିକାଂଶ ସମୟ ସୁର ଭାଇ ନିଜ କଡା ବୟାନ ଓ ନିଜ ସମାଜସେବା ପାଇଁ ଚର୍ଚ୍ଚାରେ ରୁହନ୍ତି । ତେବେ ଗତ କିଛି ସମୟ ହେବ କିଛି ଅଲଗା କାରଣ ପାଇଁ ସୁର ଭାଇ ସୋସିଆଲ ମିଡିଆରେ ଚର୍ଚ୍ଚାରେ ରହିଛନ୍ତି ।

ତେବେ ବନ୍ଧୁଗଣ ବର୍ତ୍ତମାନ ପୁଣି ସୁର ଭାଇ ଚର୍ଚ୍ଚାକୁ ଆସିଛନ୍ତି । ତା ହେଲେ ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଏହି ଖବର ବିଷୟରେ କହିବାକୁ ଯାଉଛୁ । ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଖବର ବିଷୟରେ । ବନ୍ଧୁଗଣ ଆପଣ ମାନେ ସମସ୍ତେ ତ ଏହା ନିଶ୍ଚୟ ଜାଣିଥିବେ ଯେ ସୁର ଭାଇ ଆମ ଓଡିଆ ଇଣ୍ଡଷ୍ଟ୍ରିରେ ଅନେକ ଆଲବମ ଗୀତ ଗାଇଛନ୍ତି ଆଉ ଅନେକ ଆଲବମ ଗୀତରେ ଅଭିନୟ ବି କରିଛନ୍ତି ।

କେବଳ ସେ ନୁହେଁ ତାଙ୍କ ପତ୍ନୀ ମଧ୍ୟ ଅଭିନୟ କରିଛନ୍ତି । ତେବେ ବନ୍ଧୁଗଣ ଗତ କିଛି ସମୟ ହେବ ସୁର ଭାଇଙ୍କର ଏକ ଆଲବମ ଗୀତ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ସୁର ଭାଇ ପୁଣି ଏକ ଆଲବମ ଗୀତ ଗାଇ ଏବେ ଚର୍ଚ୍ଚାକୁ ଆସିଛନ୍ତି । ସୁର ଭାଇଙ୍କର ଏହି ଗୀତର ନାମ ଶୁଣିଲେ ଆପଣ ମାନେ ନିଜ ହସ ରୋକିପାରିବେ ନାହିଁ । ତାଙ୍କର ଏହି ଗୀତର ନାମ ହେଉଛି ତୁ ରାଣୀ କଙ୍କଡାର ଝୋଳ । 

ବନ୍ଧୁଗଣ ଏହି ଗୀତ ଗାଇବା ସମୟରେ ସୁର ଭାଇ ନିଜ ଜଲୱା ଦେଖାଇଛନ୍ତି । ସେ ନିଜର ଫେମସ ଡାଇଲଗ ତଥା ରେଡି ତ, ଚମତ୍କାର, ବିଉଟିଫୁଲ ଆଦି କହିଛନ୍ତି । ସୁର ଭାଇଙ୍କର ଏହି ଗୀତ ଷ୍ଟୂଡିଓରେ ସୁଟିଙ୍ଗ ହେବାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ବନ୍ଧୁଗଣ ଖୁବ ଶୀଘ୍ର ଆପଣ ମାନେ ୟୁଟ୍ୟୁବରେ ସୁର ଭାଇଙ୍କ ଏହି ନୂଆ ଆଲବମ ଦେଖିବାକୁ ପାଇବେ ।

ତେବେ ଏହି ସୁଟିଙ୍ଗ ଭିଡିଓଟି ମଧ୍ୟ ଏବେ ବହୁତ ଚର୍ଚ୍ଚାରେ ଅଛି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ସୁର ଭାଇଙ୍କ ଏହି ଭିଡିଓଟି କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ । 

Leave a Reply

Your email address will not be published. Required fields are marked *