ମୋ ରାଗ ଚିଡ଼ିଲା ,ମୁଁ ତାଙ୍କୁ କହିଲି ତୁମେ ଲୁନାଗାଡି ହେଇକି ହ୍ୱାଇବା ଗାଡି ଉପରେ କାହିଁକି ଆଖିପକାଉଛ…

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ଭାରି ନୁଙ୍ଗୁଡା ଥିଲେ ସେ ବଡ କଳାକାର ! କଳା ଜଗତରେ ନିଜର ଅଭିନୟ ମାଧ୍ୟମରେ ବହୁ ଅଭିନେତା ଓ ଅଭିନେତ୍ରୀ ଅନେକ ଲୋକଙ୍କର ମନୋରଞ୍ଜନ କରାଇଥାନ୍ତି । ତେବେ ସେଥିମଧ୍ୟରୁ ଜଣେ ଅଭିନେତ୍ରୀ ହେଉଛନ୍ତି ନଲିନୀ ଦାସ । ଯାହାଙ୍କ ମୁହଁରୁ ଓଡିଆ ଫିଲ୍ମ ତଥା ସିରିଏଲ ଭଳି ଆକ୍ଟିଙ୍ଗ ଇଣ୍ଡଷ୍ଟ୍ରିରେ ହେଉଥିବା କିଛି ଏଭଳି ବିଷୟରେ ଶୁଣିବାକୁ ମିଳିଛି । ଯେଉଁଠାରେ ଅଭିନେତ୍ରୀ ନଲିନୀ ଦାସ କୌଣସି କଳାକାର ନାମ ତ ଗଣ ମାଧ୍ୟମ ସାମ୍ନାରେ ସ୍ପଷ୍ଠ ଭାବରେ କହିନାହାନ୍ତି ।

ହେଲେ ତାଙ୍କ କହିବା ଆଧାରରେ ଇଣ୍ଡଷ୍ଟ୍ରି ମାନଙ୍କରେ କାସଟିଙ୍ଗ କାଉଚ କରାଯାଇଥାଏ । ସବୁ ଝିଅ କଳାକାର ଯେଉଁ ମାନେ ମଧ୍ୟ ଫିଲ୍ମ କିମ୍ବା ସିରିଏଲ ଇଣ୍ଡଷ୍ଟ୍ରିରେ କାମ କରିବାକୁ ଆସିଥାନ୍ତି । ସେମାନେ କୋଊଠି ନା କୋଉଠି ଏହି ସମସ୍ଯାର ସାମ୍ନା ନିହାତି ଭାବରେ କରିଥିବେ । ଯଦିଓ ସମସ୍ତେ ସେମିତି ନୁହନ୍ତି ହେଲେ ଫିଲ୍ମରେ କାମ କରିବାକୁ ହେଲେ । ସେଠାରେ ରହିଥିବା ଡ଼ିରେକ୍ଟର, ପ୍ରଡୁସର ହୁଅନ୍ତୁ ବା ଯିଏ ବି ପାୱାରରେ ରହିଥିବେ ।

ସେମାନେ ପ୍ରଥମେ ନିଉ କାମର ଠାରୁ କିଛି ଆଶା କରିବେ । ତାପରେ ତାଙ୍କୁ କାମ କରିବାର ସୁଯୋଗ ଦିଆଯିବ କି ନାହିଁ । ସେମାନେ ନିଷ୍ପତ୍ତି ନେବେ । ତେବେ ଅଭିନେତ୍ରୀ ନଳିନୀ ଦାସ ଗଣ ମାଧ୍ୟମ ସାମ୍ନାରେ ଏପରି କିଛି ପ୍ରତିକ୍ରିୟା ମଧ୍ୟ ନିଜ ଉପରେ ରଖିଛନ୍ତି । ଯେ ମୁଁ ମଧ୍ୟ ସେହି ସବୁ ସମସ୍ଯାର ସାମ୍ନା କରିଛି । କାରଣ ମୋର ଗୋଟେ ଫିଲ୍ମରେ ନେଗେଟିଭ ରୋଲ୍ ପାଇଁ ଅଡିସନ ଦେବାର ଥିଲା । ସେଠାକୁ ମୋତେ ଡକା ଯାଇଥିଲା । ସେଠାରେ ଜଣେ ମିଶ୍ର ବାବୁ ମୋତେ ଆସି କହିଥିଲେ ।

ଯେ ଘରେ କେହି ନଥିବା ବେଳେ ମୋତେ ଡାକିବ ଏକୁଟିଆରେ ଆମେ କିଛି କଥା ହେବା । ସେଠାରେ ମୁଁ ତାଙ୍କ ତାଙ୍କ ଉପରେ ରାଗିକି ସିଧା ସିଧା କହିଦେଇଥିଲି । ଯେ ତୁମେ ଲୁନା ଗାଡି ହେଇକି ହାଇୱା ଗାଡି ଉପରେ କାହିଁକି ଆଖି ପକାଉଛ । ଖାଲି ସେତିକି ନୁହେଁ ଆମ ଓଡିଆ ଇଣ୍ଡଷ୍ଟ୍ରିର ଜଣେ ବରିଷ୍ଟ କଳାକାର ଯାହାଙ୍କର ବର୍ଷେ ତଳେ ଦେହାନ୍ତ ଘଟିଛି । ତାଙ୍କ ନାମ ତ ମୁଁ ସମସ୍ତଙ୍କ ସାମ୍ନାରେ କହି ପାରିବିନି ।

ହେଲେ ତାଙ୍କର ସ୍ତ୍ରୀ ନଥିଲା । ସେ ପ୍ରେମ ପାଇଁ ମହାଭାରତ ଫିଲ୍ମର ସୁଟିଙ୍ଗ ସମୟରେ ମୋତେ କହିଥିଲେ । ଯେ ମୋର ତ ସ୍ତ୍ରୀ ନାହିଁ । ମୋ କଥା ଟିକେ ମଝିରେ ମଝିରେ ବୁଝୁଥିବୁ । ହେଲେ ସେହି ସବୁ ସମସ୍ଯା ଏବେ ଆଉ ଏତେଟା ପିଲା ଯଦିଓ ସାମ୍ନା କରୁନାହାନ୍ତି । ହେଲେ ଆଗରୁ ବହୁତ ଗୁଡିଏ ସମସ୍ଯା ପରେ ଲୋକ ଯାଇ କଳାକାର ହେବାର ସୁଯୋଗ ପାଉଥିଲେ । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *