ବାହାରିଥିବା ପେଟ (Belly Fat), ମୋଟାପା, ଚଉଡା ଅଣ୍ଟା, Double Chin ଓ ଜଙ୍ଘର ର ଚର୍ବି ତରଳିଯିବ, କେବଳ କରନ୍ତୁ ଏହି ଉପାୟ (Lose Belly Fat)

ନମସ୍କାର ବନ୍ଧୁଗଣ ତେବେ ବର୍ତ୍ତମାନ ସମସ୍ତେ ସ୍ଲିମ ଏବଂ ଜିରୋ ଫିଗର ରଖିବାକୁ ଚାହୁଁଛୁ । ଏବଂ ସର୍ଵଦା ଫିଟ ହେବାକୁ ମଧ୍ୟ ଚାହିଁ ଥାଉ । କିନ୍ତୁ ଏହା ଆମ ଦ୍ୱାରା ହୋଇ ପାରେ ନାହିଁ କାରଣ ଆମେ ନିଜ ଖାଇବା ଏବଂ ନିଜ ଜୀଵନ ରେ କୌଣସି ପରିବର୍ତ୍ତନ ଆଣି ନଥାଉ । ଆମେ ଯୋଗ ବ୍ୟାୟାମ କରି ନ ଥାଉ । ଠିକ ପରିମାଣ ର ଜଳ ମଧ୍ୟ ପିଇ ନଥାଉ । ଏବଂ ସର୍ଵଦା ବାହାର ର ତେଲ ମସଲା ଜାତୀୟ ଖାଦ୍ୟ ଖାଇ ଥାଉ । ଏବଂ ସେଥିରେ ଥିବା ଅଶୁଦ୍ଧ ଏବଂ କ୍ୟାଲେରି ଆମ ଶରୀର ରେ ଚର୍ବି କୁ ବଢ଼ାଇ ଥାଏ ।

ଅଶୁଦ୍ଧତା ଯୋଗୁ ଆମ ଚେହେରା ରେ ବ୍ରଣ ଏବଂ ଅନେକ ସମସ୍ୟା ମଧ୍ୟ ଦେଖା ଦେଇଥାଏ । ତେବେ ଏହା ଯୋଗୁଁ ଆମକୁ ଅନେକ ଗମ୍ଭୀର ରୋଗ ମଧ୍ୟ ହୋଇ ପାରେ । ତେବେ ସେଥି ପାଇଁ ଆଜି ଆମେ ଏହାର ଏକ ସାଧାରଣ ଏବଂ ଘରୋଇ ଉପଚାର ବିଷୟରେ ଆଲୋଚନା କରିବୁ । ତେବେ ଚାଲନ୍ତୁ ଜାଣିନେବା ସେହି ଉପାୟ ଟି କଣ ଏବଂ ତାହା ଆମକୁ କିପରି ସାହାର୍ଯ୍ୟ କରି ପାରିବା ।

ଏହି ଉପଚାର ଟି ଆପଣ ଘରେ ଆରାମରେ ଅତି ସହଜରେ ଏବଂ କମ ଖର୍ଚ୍ଚରେ ପ୍ରସ୍ତୁତ କରି ପାରିବେ । ତେବେ ଆସନ୍ତୁ ସେହି ଉପଚାର ପ୍ରସ୍ତୁତ କିପରି କରିବା ଜାଣି ନେବା । ପ୍ରଥମେ ଆପଣ ଙ୍କୁ ଅଳସୀ ର ମଞ୍ଜି ଦରକାର । ତାପରେ ପାନ ମଧୁରୀ ଦରକାର ତା ସହ ଜିରା ଏବଂ ଜୁଆଣି ଏହି ଚାରଟି ଜିନିଷ ର ଆବଶ୍ୟକ । ଏହି ଚାରଟି ଜିନିଷ କୁ ଆପଣ ଏକଦମ ସମାନ ପରିମାଣ ରେ ନେବେ ।


ତାପରେ ଜୁଆଣି, ଅଳସୀ, ପାନ ମଧୁରୀ ଏବଂ ଜିରା କୁ କିଛି ସମୟ ଭାଜିଦେବା ତାପରେ ତାକୁ କିଛି ସମୟ ଥଂଡା ଏବଂ ହେବାକୁ ଦେବା ମିଶ୍ରଣ ପ୍ରସ୍ତୁତ କରନ୍ତୁ ଅର୍ଥାତ ଗ୍ରାଇଡିଂ କରିଦେବା । ଏହି ପାଉଡର କୁ ଆପଣ ରାତିରେ ଶୋଇବା ପୂର୍ବରୁ ଗରମ ପାଣି ସହ ଏକ ଚାମଚ ପକାଇ ସେବନ କରିବେ । ଏଥିରେ ଆପଣ ଲେମ୍ବୁ ମଧ୍ୟ ପକାଇ ପାରିବେ । ଖାଇବାର ଏକ ଘଂଟା ପରେ ଏହାକୁ ପିଇଦେବେ ଏବଂ ଏହାକୁ ପିଇବା ପରେ ଆପଣ ଙ୍କୁ କିଛି ବି ଖାଇବାର ନାହିଁ ।


ଏହି ପରି ସେବନ କରିବା ଦ୍ୱାରା ଆପଣ ଙ୍କ ଶରୀର ରେ ଥିବା ଚର୍ବି କିମ୍ବା ମୋଟାପା ଆଦି ସବୁ ଦୁର ହୋଇ ଯାଇ ଥାଏ । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ଏହା କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।

Leave a Reply

Your email address will not be published. Required fields are marked *