ବନ୍ଧୁଗଣ, ଅନେକ ଦିନ ଧରି ତପସ୍ଵିନୀ ଏବଂ ସୁମିତ ଙ୍କ ମାମଲା ବର୍ତ୍ତମାନ ଗମ୍ଭୀର ହେବାରେ ଲାଗିଛି । ଗୋଟେ ପରେ ଗୋଟେ ବର୍ତ୍ତମାନ କଥା ବାହାରେ ଜନସାଧାରଣଙ୍କ ମଧ୍ୟରେ ବର୍ତ୍ତମାନ ଚର୍ଚ୍ଚା ର ବିଷୟ ପାଲଟିବାରେ ଲାଗିଛି । ବନ୍ଧୁ ଏହାପରେ ପ୍ରେମ, ବିବାହ ବର୍ତ୍ତମାନ ବିଛେଦ । ମାସେ ପରେ ହେବ ସ୍ଵାମୀ ସ୍ତ୍ରୀ ଙ୍କର ଏହି ମାମଲା ଆହୁରି ବଢି ଚାଲିଛି । ନ୍ୟାୟ ଅପେକ୍ଷାରେ ତପସ୍ଵିନୀ । ବର୍ତ୍ତମାନ ତପସ୍ଵିନୀ କହିଛନ୍ତି ଆମର କୋର୍ଟ ବିବାହ ପରେ ସୁମିତ ଓ ମୁଁ ମିଶିକି ରହୁଥିଲୁ ।
କୋର୍ଟ ବିବାହ ପୂର୍ବରୁ ମଧ୍ୟ ଆମେ ମିଶିକି ଭଲରେ ଥିଲୁ । ଯେତେବେଳେ ମୁଁ ଗର୍ଭବତୀ ଅଛି ବୋଲି ଜଣା ପଡିଲା । ସେତେବେଳେ ମୋହର ଅବୋର୍ଶନ କରିଥିଲେ । ମୋତେ କହିଲେ ଆମର ଗୋଟେ ମାଇଗ୍ରନ୍ ଅଛି । ଆୟୁର୍ବେଦିକ ଓ ହୋମିଓପାଥିକ ମେଡିସିନ ମୋତେ ଶ୍ଵଶୁର ଦିଅନ୍ତି । ମୋତେ ଲାମିନେସନ ହେଇଥିବା ଗୋଟେ ଜରିରେ ମେଡିସିନ ଆଣିକି ଦେଲେ ତାହାକୁ ମୁଁ ଖାଇଥିଲି ।
ତାହା ପରଦିନ ମୁଁ ଯେତେବେଳେ ଅଳିଆ ଗାଡ଼ିରେ ଅଳିଆ ପକେଇବାକୁ ଡଷ୍ଟବିନ ନେଇକି ଆସିଥିଲି ସେତିକି ବେଳେ ମୁଁ ଦେଖିଲି ସେଥିରେ ଗୋଟେ ଆବର୍ଶନ ପିଲ୍ ଥିଲା । ଆଉ କଣ ଶାଶୁ ଖାଇବେ କି ଆବର୍ଶନ ପିଲ୍ ? ମୋତେ ଗୋଟେ ପିଲ୍ ଦେଇଥିଲେ ଖାଇବାକୁ ସେହିଠାରୁ ମୁଁ ଜାଣିଲି ।
ଯେତେବେଳେ ଜାଣିଲି ମୁଁ ପ୍ରେଗନାନ୍ଟ ଅଛି ତାହାପରେ ମୋର ପ୍ରଥମ ପିରିୟଡ଼ ହୋଇଥିଲା ସେବେ ମୁଁ ଜାଣିଲି ଏହି ପିଲ୍ ଯୋଗୁଁ ମୋର ଆବର୍ଶନ ହୋଇଛି । ଆଉ ତାହାପରେ ମୋର ଦେହ ବହୁତ ଖରାପ ହୋଇଯାଇଥିଲା । ଏତେ ସିରିଅସ ହେଲା ପରେ ମଧ୍ୟ ସେମାନେ ମୋତେ ହସପିଟାଲ ନେଇ ନ ଥିଲେ । ମୋତେ ଘରେ ମୋର ସ୍ଵାମୀ ଓ ସ୍ଵଶୁର ରଖି ଚିକିତ୍ସା କରିଥିଲେ । ମୋତେ ନିଜେ ସୁମିତ ମୋର ଦୁଇ ହାତରେ ସାଲାଇନ ଓ ଇଞ୍ଜେକ୍ସନ ଲଗେଇଥିଲେ ।
ଏହାର ପ୍ରମାଣ ମଧ୍ୟ ମୋହର ପାଖରେ ଅଛି । ଯାହାକୁ ମୁଁ କୋର୍ଟରେ ଦେଖେଇବି ମୋର କେସ ଚାଲିଲା ବେଳେ । ବନ୍ଧୁଗଣ ଏହି ଘଟଣା ସମ୍ବନ୍ଧରେ ଆପଣ ମାନଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ । ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।