28 ବର୍ଷର ପୁରୁଷ ଜନ୍ମ ଦେଲେ ପିଲା, ଖାଉଥିଲେ ଏହି ଜିନିଷ ! ଶୁଣି ଡାକ୍ତର ବି ହେଲେ ଆଶ୍ଚର୍ଯ୍ୟ

ବନ୍ଧୁଗଣ, ଆଜି ଆମ୍ଭେ କହିବାକୁ ଯାଉଅଛୁ ଯେ ୨୮ ବର୍ଷ ର ଏକ ପୁରୁଷ ଙ୍କ ସମ୍ବନ୍ଧରେ, ଯେ କି ଜଣେ ଝିଅ କୁ ଜନ୍ମ ଦେଇଛନ୍ତି । ଏହା ସହିତ କହିବାକୁ ଯାଉଅଛୁ ଯେ ଦୁନିଆର କେଉଁ ସ୍ଥାନ ରେ ମାଛ ମାନେ ମନୁଷ୍ୟ ଉପରେ ଆକ୍ରମଣ କରିଛନ୍ତି । ଏହା ଫଳରେ ଅନେକ ଜୀବନ ମଧ୍ୟ ଯାଇଅଛି । ଏହାପରେ କହିବାକୁ ଯାଉଛୁ ଯେ ଇଂଲାଣ୍ଡ ର ଏଭଳି ଏକ ଘଟଣା ଯେଉଁଠାରେ ମଦ୍ୟପାନ କରିବା ପାଇଁ ଏକ ସିଲ ଅନେକ ବାଟ ପରିକ୍ରମା କରିବାକୁ ଚାଲିଗଲା ।

୧; ଆମେରିକାର ଏକ ୨୮ ବର୍ଷୀୟ ଯୁବକ ଙ୍କ ସମ୍ବନ୍ଧରେ ଜଣା ପଡିଛି ଯେ କି ୨୦୨୦ ରେ ନିଜ ଝିଅ କୁ ଜନ୍ମ ଦେଇଥିଲେ । ଏହି ଯୁବକ ସୋସିଆଲ ମିଡିଆ ରେ ବହୁତ ଆକ୍ଟିଭ ରହିଥାନ୍ତି । ୱେଷ୍ଟଭର୍ଜିନିଆ ର ୨୮ ବର୍ଷ ର “ଆସ ପ୍ୟାଟ୍ରିକ ସ୍କେସ” ର ଜନ୍ମ ମହିଳା ଙ୍କ ରୂପରେ ହୋଇଥିଲା । ମାତ୍ର ସେ ନିଜକୁ ପୁରୁଷ ବନାଇବାକୁ ଚାହୁଁଥିଲେ । ସେ କିଛି ବର୍ଷ ପୂର୍ବ ରୁ ଟେଷ୍ଟୋଶିରନ ଏବଂ ଏଷ୍ଟୋଜେନ ବ୍ଲୋକ୍କର ର ସେବନ କରୁଥିଲେ ।

ଯାହା ଦ୍ଵାରା ସେ ଟ୍ରାନଯାକସନ କରିପାରିବେ । ମାତ୍ର ଫେବ୍ରୁଆରି ୨୦୨୦ ରେ ସେ ଜାଣିବାକୁ ପାଇଲେ ଯେ ସେ ପ୍ରେଗନେଣ୍ଟ ଅଛନ୍ତି । ସୋସିଆଲ ମିଡିଆ ମାଧ୍ୟମରେ ତାଙ୍କର ଶାରୀରିକ ସମ୍ବନ୍ଧ ଜଣେ ପୁରୁଷ ସହିତ ହେଲା । ଏବଂ ସେହି ବର୍ଷ ହିଁ ସେ ଜାଣିବାକୁ ପାଇଲେ ଯେ ସେ ପ୍ରେଗନାଣ୍ଟ ଅଛନ୍ତି । ତାଙ୍କର କହିବା ଅନୁସାରେ ଡାକ୍ତର ମାନେ ମଧ୍ୟ ଏହା ଜାଣି ଆଶ୍ଚର୍ଯ୍ୟ ଯେ ସେ କିଭଳି ପ୍ରେଗନେଣ୍ଟ ହୋଇଗଲେ ।

୨; ଦକ୍ଷିଣ ଆମେରିକା ରେ ବେସପାରାଗ୍ୱା ରେ ପେରାନା ମାଛ ମନୁଷ୍ୟ ଉପରେ ଆକ୍ରମଣ କରିଛି । ଏହା ଫଳରେ ବର୍ତ୍ତମାନ ପର୍ଯ୍ୟନ୍ତ ୪ ଜଣ ଙ୍କର ଜୀବନ ମଧ୍ୟ ଯାଇ ସାରିଛି । ଏହା ସହିତ ଏହି ଆକ୍ରମଣ ରେ ୨୦ ଜଣ ଆହତ ମଧ୍ୟ ହୋଇଛନ୍ତି । ଏହି ଖତରନାକ ମାଛ କୁ ନେଇ ଆଖପାଖ ର ଲୋକେ ଡରିଗଲେଣି । ଗୋଟେ ମିଡିଆ ରିପୋର୍ଟ ରେ କୁହାଯାଇଅଛି ଯେ ଏକ ୨୨ ବର୍ଷ ର ଯୁବକ ଲାପତା ହୋଇଯାଇଥିଲେ, ଏହାପରେ ପରିବାର ଲୋକେ ବହୁତ ଖୋଜିଲେ, ମାତ୍ର ତାହାର ସନ୍ଧାନ କେଉଁଠାରୁ ମଧ୍ୟ ମିଳିଲା ନାହିଁ ।

ଏହାପରେ ସମୁଦ୍ର ପାଖରୁ ଯୁବକ ଙ୍କର ଶବ ମିଳିଲା । ସେହି ଯୁବକ ପାରାଗ୍ୱା ନଦୀ ରେ ସ୍ନାନ କରିବାକୁ ଯାଇଥିଲେ, ସେହିଠାରେ ଯୁବକ ଉପରେ ମାଛ ମାନେ ଆକ୍ରମଣ କରିଥିଲେ । ଯାଞ୍ଚ ରୁ ଜଣା ପଡିଲା ଯେ ପାରାନା ମାଛ ଯୁବକ ଉପରେ ଆକ୍ରମଣ କରିବାରୁ ଯୁବକ ଙ୍କ ଜୀବନ ଚାଲିଗଲା ।

୩; ଇଂଲଣ୍ଡ ରେ ଏକ ସିଲ ମାଛ ର ଛୁଆ ୩୦୦ ମିଲ ର ଯାତ୍ରା କରି ପବ ରେ ପହଞ୍ଚଗଲା । ସେ ପର୍ଯ୍ୟନ୍ତ ପହଞ୍ଚି ସେ ବହୁତ କମଜୋର ହୋଇଯାଇଥିଲା । ଭୋକ ଲାଗିବାରୁ ସେ ଏ ଯାତ୍ରା ଅତିକ୍ରମ କରି ଆସି ପବ ରେ ପହଞ୍ଚିଯାଇଥିଲା । ୬ ମାସ ର ସିଲ ଛୁଆ କୁ ଦେଖି ହୋଟେଲ ମାଲିକ କହିଲେ ଯେ ହୁଏତ ସେ ମଦ୍ୟପାନ କରିବାକୁ ଆସିଛି । ମାତ୍ର ସେ ଅସୁସ୍ଥ ଥିବାରୁ ସେଠାକାର ଲୋକେ ତାକୁ ସୁସ୍ଥ କରିବାକୁ ପ୍ରୟାସ କରିଲେ । ବନ୍ଧୁଗଣ ଆପଣ ମାନଙ୍କୁ ଏହି ବିଶେଷ ବିବରଣୀ ଜାଣି କିଭଳି ଲାଗିଲା ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *