ଆକ୍ଟର Pintu Nanda ଙ୍କ ଜୀବନ କାହାଣୀ ! ଡାକ୍ତରୀ ପାଠ ପଢି କାହିଁକି ବନିଗଲେ ଆକ୍ଟର, ଜାଣନ୍ତୁ ପିନତୁଙ୍କ Biography

ର୍ଶକ ବନ୍ଧୁ ଓଡିଆ ଫିଲ୍ମ ଜଗତର ପ୍ରସିଦ୍ଧ ଅଭିନେତା ପିଣ୍ଟୁ ନନ୍ଦ ଆମ ମାନଙ୍କ ଗହଣରେ ନାହାନ୍ତି । ଗତ କିଛି ଦିନ ତଳେ ପିଣ୍ଟୁଙ୍କର ଦେହାନ୍ତ ହୋଇଛି । ତେବେ ମାତ୍ର 45 ବର୍ଷ ବୟସରେ ପିଣ୍ଟୁ ଆରପାରିକୁ ଚାଲି ଯାଇଛନ୍ତି । ଅନ୍ୟ ପକ୍ଷେ ପିଣ୍ଟୁଙ୍କ ଅକାଳ ମୃତ୍ୟୁକୁ ସହଜରେ ଗ୍ରହଣ କରିପାରୁ ନାହାନ୍ତି ଓଡିଶାବାସୀ । ବନ୍ଧୁଗଣ ଓଡିଆ ଇଣ୍ଡଷ୍ଟ୍ରିରେ ପିଣ୍ଟୁ ନିଜର ନିଖୁଣ ଅଭିନୟ ପଦର୍ଶନ କରି ସୁନାମ ଅର୍ଜନ କରିଥିଲେ ଏବଂ ତାଙ୍କର ଲୋକପ୍ରିୟତା ମଧ୍ୟ ବେସ ଅଧିକ ରହିଛି ।

ତେବେ ପିଣ୍ଟୁ ଯିବା ପରେ ଓଡିଆ ଇଣ୍ଡଷ୍ଟ୍ରିକୁ ମଧ୍ୟ ବହୁତ ବଡ କ୍ଷତି ସହିବାକୁ ପଡିଛି । ଦର୍ଶକ ବନ୍ଧୁ ଆଜି ଆମେ ଆପଣ ମାନଙ୍କୁ ପିଣ୍ଟୁନାକ ଯବାନ କାହାଣୀ ବିଷୟରେ କହିବାକୁ ଯାଉଛୁ ଯାହା ବିଷୟରେ ବହୁତ କମ ଲୋକ ଜାଣି ଛନ୍ତି । ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହା ବିଷୟରେ । 1993 ମସିହାରେ ପିଣ୍ଟୁ ଦୂରଦର୍ଶନରେ ନୂଆକରି ସିରିଏଲରେ ଅଭିନୟ କରିଥିଲେ । ପିଣ୍ଟୁଙ୍କ ଜବରଦସ୍ତ ଅଭିନୟ ସମସ୍ତଙ୍କୁ ଭଲ ଲାଗେ ।

ତେବେ ତାଙ୍କ ସହ କଳାକାର ମାନେ ବି ତାଙ୍କୁ ପିଣ୍ଟୁ ନାମରେ ଡାକନ୍ତି । ପିଣ୍ଟୁଙ୍କର ଗାଁ ହେଉଛି ଜଗତସିଂହ ପୁର ଜିଲ୍ଲା ଅନ୍ତର୍ଗତ ତରତଙ୍ଗ ନନ୍ଦ ସାହି ଯେଉଁଠି ଜମିଦାର ପରିବାରରେ ଜନ୍ମ ଗ୍ରହଣ କରିଥିଲେ ପିଣ୍ଟୁ । ପିଲା ଦିନରୁ ପିଣ୍ଟୁ ବହୁତ ଗେଲହା ଥିଲେ । ତାଙ୍କ ମା ଠିକେ ଶିକ୍ଷୟତ୍ରୀ ଏବଂ ବାପା ଥିଲେ ଇଞ୍ଜିନିୟର ତେଣୁ ଅଭାବ କଣ ପିଣ୍ଟୁ ଜାଣି ନଥିଲେ । ତେବେ ଭୁବନେଶ୍ବରର ଆଚାର୍ଯ୍ୟ ବିହାରରେ ପିଣ୍ଟୁ ରହୁଥିବା ବେଳେ କଲେଜରେ ପାଠ ପଢୁଥିଲେ ।

ପିଲା ଦିନରୁ ପିଣ୍ଟୁଙ୍କର ଅଭିନୟରେ ବହୁତ ରୁଚି ଥିଲା । ସେହି ରହୁଥିବା ସ୍ଥାନରେ ଏକ ଷ୍ଟୂଡିଓ ଥିଲା ଯାହାର ନାମ ଥିଲା ତ ଭଏସ ମାଷ୍ଟର । ସେହି ଷ୍ଟୂଡିଓ ପାଖରେ ଥିବା ଏକ ପଡିଆରେ ପିଣ୍ଟୁ କ୍ରିକେଟ ଖେଳୁ ଥାନ୍ତି ଆଉ ସେଠାରେ ପହଞ୍ଚି ଯାନ୍ତି କ୍ୟାମେରା ମ୍ୟାନ ତଥା ନିର୍ଦ୍ଦେଶକ ତଥା ରାଜୁ ଦାସ । ସେମାନେ ପିଣ୍ଟୁଙ୍କୁ ଡାକନ୍ତି ଆଉ ପିଣ୍ଟୁ ଭୟବିତ ହୋଇ ତାଙ୍କ ପାଖକୁ ଯାନ୍ତି ।

ସେମାନେ ପିଣ୍ଟୁଙ୍କୁ କୁହନ୍ତି ବାବା ଆମେ ଗୋଟେ ସିରିଏଲ କରୁଛୁ ତମେ ସେଥିରେ ନାୟକ ଭୂମିକାରେ ଅଭିନୟ କରିବ କି । ବାସ ଏହା ପରେ ପିଣ୍ଟୁଙ୍କ ଭାଗ୍ୟ ବଦଳି ଗଲା । ସେ ଏମିତି ଅନେକ ସିରିଏଲ ଏବଂ ଫିଲ୍ମ କରି ଚାଲିଲେ । ଆଉ ଓଡିଶାରେ ନିଜର ଏକ ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିପାରିଲେ । ତା ହେଲେ ବନ୍ଧୁଗଣ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *