‘ରୁମୁକୁ ଝୁମା’ ଗୀତରେ ଏମିତି ଠୁମକା ଲଗେଇଲେ ଅଙ୍ଗନବାଡି ଦିଦି ସମସ୍ତେ ଦେଖି କାବା !

ଦର୍ଶକ ବନ୍ଧୁ ଆମେ ମାନେ ସମସ୍ତେ ନିଜ ଦୈନଦିନ ଜୀବନରେ ବ୍ୟସ୍ତ ରାହୁଛୁ । ଏମିତିରେ କହିବାକୁ ଗଲେ ଆମେ କେବଳ ଟଙ୍କା ପାଇଁ ଦିନ ରାତି କଷ୍ଟ କରୁଛୁ ଆଉ ଆମ ମାନଙ୍କ ମୁଣ୍ଡରେ ବି ହଜାରେ ଚିନ୍ତା । ହେଲେ ବେଳେବେଳେ କିଛି ଏପରି କଥା ରହିଛି ଯାହା ଆମେ ମାନେ ମନେ ପକାଇଲେ ବହୁତ ଭାବ ବିହୁଳ ହୋଇଥାଉ । ଏହିସବୁ କଥା ହେଉଛି ଆମ ପିଲା ଦିନର କଥା । ବନ୍ଧୁଗଣ ବର୍ତ୍ତମାନ ସମୟରେ ତ ଶିକ୍ଷା ବ୍ୟବସ୍ଥାକୁ ନେଇ ଅନେକ ଉନ୍ନତି ହେଇଗଲାଣି ।

ପ୍ରତ୍ୟକ ସହର ଆଉ ଗାଁରେ ଇଂରାଜୀ ମିଡିଅମ ସ୍କୁଲ ରହିଛି ଆଉ ପିଲା ମାନେ ପ୍ରାଥମିକ ଶିକ୍ଷା ମଧ୍ୟ ଇଂରାଜୀ ମିଡିଅମ ସ୍କୁଲରୁ ଗ୍ରହଣ କରୁଛନ୍ତି । ହେଲେ ଆଗ କାଳରେ କେବଳ ସରକାରୀ ସ୍କୁଲ ଥିଲା ଆଉ ସମସ୍ତ ଛାତ୍ର ଛାତ୍ରୀ ପ୍ରାଥମିକ ଶିକ୍ଷା ପାଇଁ ଅଙ୍ଗନବାଡି ଯାଉଥିଲେ ।

ଆପଣ ମାନେ ବି ନିଶ୍ଚୟ ଯାଇ ଥିବେ ଆଉ ଯଦି ଯାଇଥିବେ ତା ହେଲେ ଆପଣ ମାନେ ଜାଣି ପାରୁଥିବେ ସେତେବେଳର ଅନୁଭୃତି କେତେ ସୁନ୍ଦର ଆଉ ଜୀବନ୍ତ ଥିଲା । ସେତେବେଳେ ସମାଜ ବହୁତ ଅଲଗା ଥିଲା ସମାଜ ଏତେ ମଡର୍ନ ନଥିଲା ପିଲା ମାନେ ଅଙ୍ଗନବାଡି ଯାଉଥିଲେ ଆଉ ସେଠାରେ ଅନେକ ଛାତ୍ର-ଛାତ୍ରୀ ଏକା ସହ ବସି ପାଠ ପଢୁଥିଲେ ।

ସେହି ଅନୁଭୃତି ଆପଣ ସମସ୍ତଙ୍କ ମନରେ ରହିଥିବ କେବଳ ଏତିକି ଯେ ଆପଣ ନିଜ ବ୍ୟସ୍ତ ବହୁଳ ଜୀବନରେ ସେସବୁକୁ ଏତେ ମନେ ପକାନ୍ତି ନାହିଁ । ହେଲେ ଆପଣଙ୍କ ସେହି ଅନୁଭୃତିକୁ ଜୀବନ୍ତ କରିବା ପାଇଁ ବର୍ତ୍ତମାନ ସୋସିଆଲ ମିଡିଆରେ ଏକ ଆଲବମ ଭିଡିଓ ଖୁବ ଭାଇରାଲ ହେବାରେ ଲାଗିଛି । ଏହି ଆଲବମ ଭିଡିଓଟି ଦେଖିଲେ ଆପଣ ମାନଙ୍କର ଅଙ୍ଗନବାଡିରେ ପାଠ ପଢିବାର ସମସ୍ତ ସ୍ମୃତି ମନେ ପଡିଯିବ ।

ହଁ ଦର୍ଶକ ବନ୍ଧୁ ଏହି ଆଲବମ ଭିଡିଓରେ ନାମ ହେଉଛି ରୁମୁକୁ ଝୁମା ଅଙ୍ଗନବାଡି । ଏହି ଆଲବମ ଭିଡିଓଟି ଏବେ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି ଆଉ ଏହାକୁ 20 ଲକ୍ଷରୁ ଅଧିକ ଲୋକ ଦେଖି ସାରିଲେଣି । ଆପଣ ମାନେ ବି ଏହି ଭିଡିଓଟିକୁ ନିଶ୍ଚୟ ଦେଖନ୍ତୁ ଆଉ ଆପଣଙ୍କୁ କେମିତି ଲାଗିଲା ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାନ୍ତୁ । ଆଉ ଅନ୍ୟ ମାନଙ୍କୁ ବି ଏହି ଭିଡିଓଟି ଦେଖିବା ପାଇଁ ସେୟାର କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *