ଗାନ୍ଧୀ 3 ଟା ଗୁଳିରେ ଗଲେ ନବୀନ ବାବୁ 5 ଟା ଗୁଳିରେ ଯିବ , ଏମିତି କାହିଁକି କହିଲେ ସୁର ? ଦେଖନ୍ତୁ…

ଦର୍ଶକ ବନ୍ଧୁ କଂଗ୍ରେସ ବିଧାୟକ ସୁର ରାଉତରାୟଙ୍କୁ ଆପଣ ସମସ୍ତେ ଜାଣିଥିବେ । ତେବେ ଅଧିକାଂଶ ସମୟ ସୁର ଭାଇ ସମାଜସେବା ଏବଂ ନିଜର କଡା ବୟାନ ପାଇଁ ଚର୍ଚ୍ଚାରେ ରୁହନ୍ତି । ସୁର ଭାଇଙ୍କୁ କୌଣସି ଓଡିଆ ସେଲିବ୍ରେଟି କହିଲେ ଭୁଲ ହେବ ନାହିଁ କାରଣ ଓଡିଶାରେ ତାଙ୍କର ଲୋକପ୍ରିୟତା ବହୁତ ଅଧିକ ରହିଛି । ତେବେ ବନ୍ଧୁଗଣ ଏହାରି ମଧ୍ୟରେ ସୁର ଭାଇ ଗଣମାଧ୍ୟମ ସାମ୍ନାକୁ ଆସି ଏକ ବଡ ବୟାନ ଦେଇଛନ୍ତି ।

ଯାହାକୁ ନେଇ ଏବେ ସବୁ ଆଡେ ଚର୍ଚ୍ଚା ଜୋର ଧରିଛି । ଦର୍ଶକ ବନ୍ଧୁ ଆଜି ଆମେ ଆପଣ ମାନଙ୍କୁ ଏହି ଖବର ବିଷୟରେ କହିବାକୁ ଯାଉଛୁ । ତା ହେଲେ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଖବର ବିଷୟରେ । ସୁର ଭାଇ ଗଣମାଧ୍ୟମ ଆଗରେ କହିଛନ୍ତି-‘ସ୍କୁଟି ଦେବେନି ସାଇକେଲ ଦେବେ ସାଇକେଲ ବାଣ୍ଟି ସାରିଲେଣି ତାଙ୍କରି ଭଉଣୀ ମାନଙ୍କୁ । ଯାହା ହେଉ ଭଉଣୀ ମାନେ ଚଲାନ୍ତୁ ।

ଆଉ ଯେଉଁ ରହିଲେଣି ହଜାର ହଜାର ଲକ୍ଷ ଲକ୍ଷ ଭଉଣୀ ନବୀନ ବାବୁ ସେ ତମ ଭଉଣୀ ନୁହଁ । ତମ ଝିଅ ନୁହଁ ତମ ମାଉସୀ ନୁହଁ ତମ ପିଉସୀ ନୁହଁ ଖାଲି ସମସ୍ତେ ତମ ବୋଉ । ତମରି ଲୋକକୁ ବାଣ୍ଟି ଦେବ ସାଇକେଲ ହାଁ ଲକ୍ଷ ଲକ୍ଷ ଲୋନ ଦେବ । ପିଠାରେ ତମ ଭଉଣୀଙ୍କୁ ଡେଲ କାଳିଆରେ ତମ ଭାଇଙ୍କୁ ଦେଲ ସାଇକେଲ ତମ ଭଉଣୀଙ୍କୁ ଦେଲ ଚପଲରେ ତମ ଭାଇଙ୍କୁ ଦେଲ ।

ଦେଇ ଯାଅ ଏ ଦୁଇ ଦିନ ହେଲାଣି ବିଜୁ ବାବୁଙ୍କ ନାଁରେ ଗରିବ ଲୋକଙ୍କ ପଇସାରେ ବୁଲି ଯାଆ । ଏଗୁଡାକ ସବୁ ନିକିତିରେ ଓଜନ ହେଉଛି । 2024 ଭୋଟରେ ବି-ସ୍ଫୋ-ଓର-ଣ ହେଇ ବାହାରିବ ରାହୁଲ ଗାନ୍ଧୀ ଫରରେ ଶରତ ପଟ୍ଟନାୟକ ଫରରେ । ପାଣ୍ଡିଆନଙ୍କ ସ୍ତ୍ରୀ ମିସନ ଶକ୍ତିର ହେଉଛନ୍ତି ଚେୟାର ମ୍ୟାନ ତମେ ଜାଣିନ । ପାଣ୍ଡିଆନ ସ୍ତ୍ରୀ ଯଦି ମିସନ ଶକ୍ତି ଚେୟାର ମ୍ୟାନ ହେଇ ନଥାନ୍ତେ ଲକ୍ଷ ହଜାର କୋଟି ହାଁ ।

ଆମେ ଭଲ ପାଇଛୁ ତାଙ୍କୁ ତାଙ୍କ ସ୍ତ୍ରୀଙ୍କୁ ବି ଭଲ ପାଇଛୁ  । ଆମେ ଦେଲୁ ଆମ ଭଉଣୀ ମାନଙ୍କୁ ଭୋଟ କିଣିବା ପାଇଁ । ସାଇକେଲ ଦେଲୁ ଲକ୍ଷ ଲକ୍ଷ ଟଙ୍କା ଦେବୁ’ । ତା ହେଲେ ବନ୍ଧୁଗଣ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *