ବନ୍ଧୁଗଣ, ସୂଚନା ଅନୁଯାୟୀ ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଯେ ତାହା ବହୁତ ନିନ୍ଦନୀୟ ର ବିଷୟ ପାଲଟିଛି । ତେବେ ଆସନ୍ତୁ ଜାଣିନେବା ସଂପୂର୍ଣ୍ଣ ଘଟଣା ଟି କ’ଣ ? ୫ ଜଣ ଯୁବକ ଏଭଳିକାଣ୍ଡ ଭିଆଇଛନ୍ତି । ଯୁବକ ଯୁବତୀ ଦୁହେଁ ଦୁହିଁଙ୍କୁ ଭଲ ପାଉଥିଲେ । ଦୁହେଁ ଦୁହିଁଙ୍କ ସାଙ୍ଗେ କଥା ହେବା ପାଇଁ ନିରଳାରେ ଆସିଥିଲେ ଶିବ ମନ୍ଦିର ଜୟପୁର ର ତାରାଗଡା ନିକଟସ୍ଥ ଶିବ ମନ୍ଦିରକୁ ଆସିଥିଲେ । ଆଉ ସେଠାରେ ଉଭୟଙ୍କ ଭେଟ ହୋଇଥିଲା ଏବଂ କଥା ମଧ୍ୟ ହୋଇଥିଲା ।
ଠିକ ଏହି ସମୟରେ ଦୁଇଜଣ ଯୁବକ ସେମାନଙ୍କୁ ଛୁରୀ ଦେଖାଇ ପାହାଡ ଉପରକୁ ନେଇଗଲେ । ଆଉ ସେଠାରେ ଥିବା ଅନ୍ୟ ଯୁବକ ମାନେ ମିଶି ମଧ୍ୟ ଯାଇଥିଲେ । ଏହି ଯୁବକ ଯୁବତୀ ଙ୍କୁ ଅଶ୍ଳୀଳ କାର୍ଯ୍ୟ କରିବା ନିମନ୍ତେ ବାଧ୍ୟ ମଧ୍ୟ କରିଥିଲେ । ଏହାପରେ ସେହି ଦୃଶ୍ୟ କୁ ଅଭିଯୁକ୍ତ ମାନେ ମୋବାଇଲ ରେ ରେକର୍ଡ କରିଥିଲେ । ଆଉ ସେହି ଭି-ଡି-ଓ କୁ ଡିଲେଟ କରିବା ନିମନ୍ତେ ୫୦ ହଜାର ଟଙ୍କା ଦାବୀ କରିଥିଲେ ।
ତେବେ ଏହିଭଳି ଏକ ଅଭାବନୀୟ ଘଟଣା ଆସିଛି ଜୟପୁର ରୁ । ଜୟପୁର ରେ ଦୁଇଦିନ ତଳେ ଘଟିଥିବା ଏହି ଘଟଣା ରେ ୫ ଜଣଙ୍କୁ ଗିରଫ କରିଛି ଜୟପୁର ଟାଉନ ଥାନା ପୋଲିସ । ଆଜି ଜୟପୁର ଥାନା ରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀ ରେ ପୋଲିସ ଏହିଭଳି କିଛି ସୂଚନା ଦେଇଛନ୍ତି । ତେବେ ଅଭିଯୋଗକରି ତାଙ୍କ ସାଙ୍ଗମାନଙ୍କ ଠାରୁ ଧାର ଉଧାର କରି ୭ ହଜାର ଟଙ୍କା ଦେଇଥିଲେ ।
ପରବର୍ତ୍ତୀ ସମୟରେ କହିଥିଲେ ଯେ ଆଉ ୧୩ ହଜାର ଟଙ୍କା କାଲି ଦେଇଦେଲେ । ତେବେ ଘଟଣା ଦିନ ପୀଡିତ ଯୁବକ ପାଖରେ ଥିବା କିଛି ଟଙ୍କା ଏବଂ ମୋବାଇଲ ନେଇ ସେଠାରୁ ଫେରାର ହୋଇଯାଇଥିଲେ ୫ ଜଣ । ଏବଂ ତାହା ପରେ ଦାବୀ ମୁତାବକ ବଳକା ଟଙ୍କା ଶୀଘ୍ର ନ କରିଲେ ଭି-ଡି-ଓ ଭା-ଇ-ରା-ଲ କରିବେ ବୋଲି ଅଭିଯୁକ୍ତ ମାନେ ଧମକ ଦେଇଥିଲେ ।
ଏବଂ ଏହାପରେ ଏହି ଘଟଣା ନେଇ ଉଭୟ ଯୁବତୀ ଙ୍କ ପକ୍ଷରୁ ଟାଉନ ଥାନା ରେ ଲିଖିତ ଅଭିଯୋଗ ହୋଇଥିଲା ଏବଂ ଏହାପରେ ବଳକା ଟଙ୍କା ଦେବା ପାଇଁ ଅଭିଯୁକ୍ତ ମାନଙ୍କୁ ଡକାଇଥିଲେ । ଯୋଜନା ମୁତାବକ ଅଭିଯୁକ୍ତ ମାନେ ଟଙ୍କା ନେବା ସମୟରେ ମାଡି ବସିଥିଲା ପୋଲିସ । ତେବେ ଏହା ଦେଖିବାକୁ ବାକି ରହିଲା ଯେ ଏଭଳି ଅପରାଧ ଭିଆଇ ଥିବା ଅଭିଯୁକ୍ତ ମାନଙ୍କ ବିରୁଦ୍ଧରେ କେଉଁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି ପୋଲିସ ।
ତେବେ ଏହାକୁ ନେଇ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ । ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।