ମୋବାଇଲରେ ଜୋର ଜବରଦସ୍ତ ରେକର୍ଡ କଲେ ଯୁବତୀଙ୍କ ଅଶ୍ଳୀଳ ଭିଡିଓ, ଆଉ ତା’ପରେ କଲେ କିଛି ଏମିତି କାଣ୍ଡ ଶୁଣିଲେ ଆପଣଙ୍କ ହୋସ ଉଡିଯିବ, ଦେଖନ୍ତୁ Video

ବନ୍ଧୁଗଣ, ସୂଚନା ଅନୁଯାୟୀ ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଯେ ତାହା ବହୁତ ନିନ୍ଦନୀୟ ର ବିଷୟ ପାଲଟିଛି । ତେବେ ଆସନ୍ତୁ ଜାଣିନେବା ସଂପୂର୍ଣ୍ଣ ଘଟଣା ଟି କ’ଣ ? ୫ ଜଣ ଯୁବକ ଏଭଳିକାଣ୍ଡ ଭିଆଇଛନ୍ତି । ଯୁବକ ଯୁବତୀ ଦୁହେଁ ଦୁହିଁଙ୍କୁ ଭଲ ପାଉଥିଲେ । ଦୁହେଁ ଦୁହିଁଙ୍କ ସାଙ୍ଗେ କଥା ହେବା ପାଇଁ ନିରଳାରେ ଆସିଥିଲେ ଶିବ ମନ୍ଦିର ଜୟପୁର ର ତାରାଗଡା ନିକଟସ୍ଥ ଶିବ ମନ୍ଦିରକୁ ଆସିଥିଲେ । ଆଉ ସେଠାରେ ଉଭୟଙ୍କ ଭେଟ ହୋଇଥିଲା ଏବଂ କଥା ମଧ୍ୟ ହୋଇଥିଲା ।

ଠିକ ଏହି ସମୟରେ ଦୁଇଜଣ ଯୁବକ ସେମାନଙ୍କୁ ଛୁରୀ ଦେଖାଇ ପାହାଡ ଉପରକୁ ନେଇଗଲେ । ଆଉ ସେଠାରେ ଥିବା ଅନ୍ୟ ଯୁବକ ମାନେ ମିଶି ମଧ୍ୟ ଯାଇଥିଲେ । ଏହି ଯୁବକ ଯୁବତୀ ଙ୍କୁ ଅଶ୍ଳୀଳ କାର୍ଯ୍ୟ କରିବା ନିମନ୍ତେ ବାଧ୍ୟ ମଧ୍ୟ କରିଥିଲେ । ଏହାପରେ ସେହି ଦୃଶ୍ୟ କୁ ଅଭିଯୁକ୍ତ ମାନେ ମୋବାଇଲ ରେ ରେକର୍ଡ କରିଥିଲେ । ଆଉ ସେହି ଭି-ଡି-ଓ କୁ ଡିଲେଟ କରିବା ନିମନ୍ତେ ୫୦ ହଜାର ଟଙ୍କା ଦାବୀ କରିଥିଲେ ।

ତେବେ ଏହିଭଳି ଏକ ଅଭାବନୀୟ ଘଟଣା ଆସିଛି ଜୟପୁର ରୁ । ଜୟପୁର ରେ ଦୁଇଦିନ ତଳେ ଘଟିଥିବା ଏହି ଘଟଣା ରେ ୫ ଜଣଙ୍କୁ ଗିରଫ କରିଛି ଜୟପୁର ଟାଉନ ଥାନା ପୋଲିସ । ଆଜି ଜୟପୁର ଥାନା ରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀ ରେ ପୋଲିସ ଏହିଭଳି କିଛି ସୂଚନା ଦେଇଛନ୍ତି । ତେବେ ଅଭିଯୋଗକରି ତାଙ୍କ ସାଙ୍ଗମାନଙ୍କ ଠାରୁ ଧାର ଉଧାର କରି ୭ ହଜାର ଟଙ୍କା ଦେଇଥିଲେ ।

ପରବର୍ତ୍ତୀ ସମୟରେ କହିଥିଲେ ଯେ ଆଉ ୧୩ ହଜାର ଟଙ୍କା କାଲି ଦେଇଦେଲେ । ତେବେ ଘଟଣା ଦିନ ପୀଡିତ ଯୁବକ ପାଖରେ ଥିବା କିଛି ଟଙ୍କା ଏବଂ ମୋବାଇଲ ନେଇ ସେଠାରୁ ଫେରାର ହୋଇଯାଇଥିଲେ ୫ ଜଣ । ଏବଂ ତାହା ପରେ ଦାବୀ ମୁତାବକ ବଳକା ଟଙ୍କା ଶୀଘ୍ର ନ କରିଲେ ଭି-ଡି-ଓ ଭା-ଇ-ରା-ଲ କରିବେ ବୋଲି ଅଭିଯୁକ୍ତ ମାନେ ଧମକ ଦେଇଥିଲେ ।

ଏବଂ ଏହାପରେ ଏହି ଘଟଣା ନେଇ ଉଭୟ ଯୁବତୀ ଙ୍କ ପକ୍ଷରୁ ଟାଉନ ଥାନା ରେ ଲିଖିତ ଅଭିଯୋଗ ହୋଇଥିଲା ଏବଂ ଏହାପରେ ବଳକା ଟଙ୍କା ଦେବା ପାଇଁ ଅଭିଯୁକ୍ତ ମାନଙ୍କୁ ଡକାଇଥିଲେ । ଯୋଜନା ମୁତାବକ ଅଭିଯୁକ୍ତ ମାନେ ଟଙ୍କା ନେବା ସମୟରେ ମାଡି ବସିଥିଲା ପୋଲିସ । ତେବେ ଏହା ଦେଖିବାକୁ ବାକି ରହିଲା ଯେ ଏଭଳି ଅପରାଧ ଭିଆଇ ଥିବା ଅଭିଯୁକ୍ତ ମାନଙ୍କ ବିରୁଦ୍ଧରେ କେଉଁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି ପୋଲିସ ।

ତେବେ ଏହାକୁ ନେଇ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ । ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।

Leave a Reply

Your email address will not be published. Required fields are marked *