‘ଟୁଙ୍ଗୁରୁ ଭୋଳ ପ୍ରେମିକା ବର୍ଷା ଜଣେ ସେକ୍ସ୍ ପେସେଣ୍ଟ…’ ବର୍ଷାଙ୍କୁ ନେଇ କିଛି ଏମିତି କହିଲେ ଓକିଲ ମହାଶୟ ଶୁଣିଲେ ଆପଣ କାବା ହେବେ…ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ । ଆପଣ ମାନେ ଜାଣିଥିବେ ଟୁଙ୍ଗୁରୁ ଭୋଳ ନାମକ ଅଟୋ ଡ୍ରାଇଭରଙ୍କ ସହ ଜଣେ ମହିଳାଙ୍କର ପ୍ରେମ ସମ୍ପର୍କ ଗଢି ଉଠିବା ଘଟଣା ଏବେ ସାରା ରାଜ୍ୟ ରେ ଚାଞ୍ଚଲ୍ୟକର ସ୍ଥିତି ସୃଷ୍ଟି କରିଛି । ଏହି ଘଟଣା କୁ ଏବେ ଚାରିଆଡେ ଚର୍ଚ୍ଚା ଜୋର ଧରିଛି । ଆଜିର ସମୟରେ ସ୍ତ୍ରୀ ମାନେ ନିଜ ସ୍ଵାମୀ ଙ୍କୁ ଛାଡି ଅନ୍ୟ କାହାର ପ୍ରେମରେ ପଡ଼ୁଛନ୍ତି ବା ସ୍ତ୍ରୀ ଛାଡି କି ପଳାଉଛି ବା ଛୁଆ ଥାଇ ମଧ୍ୟ ମା ଫେରାର ହୋଇ ଯାଉଛି ଏଭଳି ଘଟଣା ଦେଖିବାକୁ ମିଳୁଛି ।

ତେବେ ଏହି ବାବଦରେ ଜଣେ ବ୍ୟକ୍ତି ମତ ଦେଇଛନ୍ତି କି ଯେଉଁ ମାନେ ଅଧିକ ସେକ୍ସ ପାଇଁ ଆଗ୍ରହୀ ହୋଇଥାନ୍ତି ବା ଏହି ଲାଇନ ରେ ରହିଥାନ୍ତି ଯେମିତି ଆଜିର ସମୟରେ ଦୁଇ ଛୁଆ ସ୍ଵାମୀ ଥାଇ ମଧ୍ୟ ସ୍ତ୍ରୀ ଅଟୋ ଡ୍ରାଇଭର ଟୁଙ୍ଗୁରୁ ଭୋଳ ସହ ପ୍ରେମ ସମ୍ପର୍କ ଗଢିଛନ୍ତି । ତେବେ ଏଭଳି ମଣିଷ ହେଉଛନ୍ତି ସାଇକ୍ରାଟିକ ରୋଗୀ ଯାହା ଏହି ବିଷୟରେ ବ୍ୟକ୍ତି ଜଣକ କହିଛନ୍ତି ।

ଏଭଳି ବ୍ୟକ୍ତି ଏହୁଛନ୍ତି ସାଇକୋ ରୋଗୀ । ଯଦି ଏମାନଙ୍କୁ ବୁଝାଯାଏ ତେବେ ଏମାନେ ହୁଏ ତ କାହାକୁ ହତୟଆ ମଧ୍ୟ କରିଦେଇ ପାରନ୍ତି । ତେଣୁ ଏଭଳି କ୍ଷେତ୍ର ରେ ରୋଗୀକୁ ଠିକ ଭାବେ ଚିକିତ୍ସା କରାଇବା ଉଚିତ । ଏହା ବ୍ଯତୀତ ଆଜିର ସମୟରେ ଯେଉଁ ମାନେ ପରକୀୟା ପ୍ରୀତି ରେ ପଡ଼ୁଛନ୍ତି ସେହି କେସ ରେ ଦେଖାଯାଏ କି ସ୍ଵାମୀ ମାନେ ଚୋରୀ କରୁଥିବେ ଆଉ ସ୍ତ୍ରୀ ମାନେ ଅନ୍ୟ କାହ ସହ ସମ୍ପର୍କ ରଖୁଥିବେ ।

ଉଦାହରଣ ଯେମିତି ବଲିଉଡ ଅଭିନେତା ଧରମେନ୍ଦ୍ରଙ୍କର ଧରନ୍ତୁ ୪ଟି ଛୁଆ ଥାଇ ମଧ୍ୟ ଅଭିନେତ୍ରୀ ହେମାମାଳିନୀ ତାଙ୍କୁ ଟାଣି ନେଇଗଲେ ଯାହା ଅତି ଭୟଙ୍କର କଥା ବୋଲି ବ୍ୟକ୍ତି ଜଣକ ମତ ଦେଇଛନ୍ତି । ସେ ମ୍ୟାଡମ ଙ୍କୁ ନେଇ ରାଜ୍ୟସଭାରେ ବସାଇଛନ୍ତି ବିଜେପି ବାଲା । ମ୍ୟାଡମ ଆପଣ ରୋଲ ଭଲ କରିଛନ୍ତି କିନ୍ତୁ ଆପଣ ପାର୍ଲିୟାମେଣ୍ଟ ରେ ହୋଇ ପାରିବେ ନାହି ଏଭଳି ମନ୍ତବ୍ୟ ହୁଏ ତ ଟୁଙ୍ଗୁରୁ ଭୋଳଙ୍କ ପ୍ରେମିକା ବର୍ଷା ଙ୍କ ଉଦେଶ୍ୟରେ ବ୍ୟକ୍ତି ଜଣକ କହିଛନ୍ତି ।

ବର୍ଷା ଯେପରି ନିଜର ଘର ନିଜେ ଭାଙ୍ଗିଛନ୍ତି ବା ଘର ଯେପରି ସ୍ଵାମୀ ସ୍ତ୍ରୀ ଏକାଠି ଥିଲେ ସୁନ୍ଦର ରହିବ ଯେମିତି ଆମେ ଗୁରୁତ୍ଵ ଦେଉଛେ ବୋଲି ବ୍ୟକ୍ତି ଜଣକ କହିଛନ୍ତି । ଆହୁରି ମଧ୍ୟ ସେ କହିଛନ୍ତି କି ଏଭଳି ଚରିତ୍ର ଠିଆବ ଝିଅ ମାନଙ୍କୁ ଲୋକ ମାନେ ପ୍ରତିନିଧି କରିବା ଉଚିତ ନୁହେଁ । ଆଗ ଧାଡିରେ ଏଭଳି ଝିଅ ମାନଙ୍କୁ ବସାଇବା ଉଚିତ ନୁହେଁ । ତେଣୁ ପ୍ରତେକ ଝିଅ ମାନେ ପ୍ରଥମେ ନିଜର ପରିବାରକୁ ସମ୍ମାନ ଦେବା ଉଚିତ ।

ଯଦି ଏଥିରେ କିଛି ଊଣା ହେଲେ ତେବେ ନିଶ୍ଚିନ୍ତ ଭାବେ ପାରିବାରିକ ମାମଲା ରେ କମି ଆସିବ । ଏମିତି କି ବ୍ୟକ୍ତିଗତ ଜୀବନ ମଧ୍ୟ ବିପନ୍ନ ହେବ । ତେବେ ଏଭଳି ମନ୍ତବ୍ୟ ଦେଇଛନ୍ତି ବ୍ୟକ୍ତି ଜଣକ ଟୁଙ୍ଗୁର ଭୋଳ ପ୍ରେମିକାଙ୍କ ବର୍ଷା ଙ୍କ ବିରୁଦ୍ଧରେ । ବନ୍ଧୁଗଣ ଆପଣଙ୍କର ଏଭଳି ମନ୍ତବ୍ୟ ଉପରେ ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ ।

Leave a Reply

Your email address will not be published. Required fields are marked *